ହେଲମେଟକୁ ଅଣଦେଖା କାହିଁକି, ଜୀବନକୁ ଡର ନାହିଁ କି ?
ଭୁବନେଶ୍ୱର ଏଜି ଛକ ନିକଟରେ କିଛି ଟ୍ରାଫିକ୍ ପୋଲିସ ଜଗିରହିଥିଲେ । କୁନି ଝିଅଟି ଏବଂ ତା ବାପା ମାଙ୍କର କଥା । ଯିଏ ଘରୁ ବାହାରିଲା ବେଳେ ଯେତେବେଳେ ସ୍କୁଟି ନେଇକି ଆସିଥିଲେ ସେମାନଙ୍କ ମୁଣ୍ଡରେ ହେଲ୍ମେଟ୍ ନଥିଲା । ତେବେ ସେମାନଙ୍କୁ କିଭଳି ଭାବରେ ଟ୍ରାଫିକ୍ ପୋଲିସ ଅଟାକାଇଲା । କେତେ…