ବ୍ୟାରିକେଡ ଭାଙ୍ଗି ଘରେ ପଶିଲା BMW କାର, ଅଳ୍ପକେ ବର୍ତ୍ତିଗଲେ ଘରଲୋକ
ଭୁବନେଶ୍ୱର : ଘରେ ପଶିଗଲା BMW । ଘର ଭିତରେ ଲୋକ ଶୋଇଥିବାବେଳେ ବିଳମ୍ବିତ ରାତିରେ ବାଡ଼ ଭାଙ୍ଗି ଭିତରେ ପଶିଯାଇଥିଲା । ଭୁବନେଶ୍ବର ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀନଗର ଟ୍ରାଫିକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରଲୋକ । ଘର କାନ୍ଥ ଓ ବାରିକେଡ୍…