Browsing Tag

hyderabad

ନିଜ ପ୍ରେମିକକୁ ବାହା ହେବାକୁ ଚାହୁଁଥିଲେ ଯୁବତୀ…ହେଲେ ମାନିଲାନି ପରିବାର; ଶେଷରେ କୋଠାରୁ ଡେଇଁ ଆତ୍ମହତ୍ୟା କରିଦେଲା…

ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ୨୧ ବର୍ଷୀୟା ଜଣେ ଯୁବତୀ ମେଟ୍ରୋ ଷ୍ଟେଶନ ବିଲ୍ଡିଂରୁ ଡେଇଁ ପଡ଼ୁଛନ୍ତି। କୁହାଯାଉଛି ଯେ ଯୁବତୀ ପ୍ରେମ ବିବାହ କରିବାକୁ ଚାହୁଁଥିଲେ, ହେଲେ…

ରେଷ୍ଟୁରାଣ୍ଟ ଦେଲା ମନଲୋଭା ଅଫର୍‌; କେବଳ ଗୋଟିଏ ଶବ୍ଦ କୁହନ୍ତୁ…ଆଉ ପାଆନ୍ତୁ ବିଲ୍‌ରେ ରିହାତି!

ଅନେକ ବାର ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ନିଜ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ମନଲୋଭା ଅଫର ସବୁ ଆଣି ଥାଆନ୍ତି, ଯେପରି ଅଧିକରୁ ଅଧିକ ଗ୍ରାହକ ସେଠାକୁ ଆସି ପାରିବେ। ଏବେ ଏମିତି ହିଁ ଏକ ରେଷ୍ଟୁରାଣ୍ଟ ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।…

ଯୁଦ୍ଧ ଭିତରେ ବି ସଫଳ ହେଲା ପ୍ରେମ! ହାଇଦ୍ରାବାଦର ଯୁବକ ୟୁକ୍ରେନ ଯୁବତୀଙ୍କୁ କଲେ ବିବାହ

ୟୁକ୍ରେନରେ ସଙ୍କଟ ପରିସ୍ଥିତି ଭିତରେ ଜଣେ ଇଣ୍ଡୋ-ୟୁକ୍ରେନ ଦମ୍ପତି ଯୁଦ୍ଧରୁ ବର୍ତ୍ତି ଯାଇ ଏକତ୍ର ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେମାନେ ୟୁକ୍ରେନରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାଇଦ୍ରାବାଦରେ ଦୁହିଁଙ୍କର ରିସେପ୍‌ସନ୍ସ ସମ୍ପନ୍ନ ହୋଇଛି। ଏମିତି ସମୟରେ ଯେତେବେଳେ ସଂଘର୍ଷ…

ଖାତିର ନାହିଁ! ୭ ବର୍ଷରେ ୧୧୭ ଥର ଚାଲାଣ, ଦେଇ ନ ଥିଲେ ଗୋଟିଏ ବି ଟଙ୍କା; ଯାଞ୍ଚରେ ଧରା ପଡ଼ିବା ପରେ ପୋଲିସ ନେଲା ଏଭଳି…

ହାଇଦ୍ରାବାଦରେ ଟ୍ରାଫିକ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଧରିଛି, ଯାହାଙ୍କର ଏ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଲାଣି। ଏକ ନିୟମିତ ଗାଡ଼ି ଯାଞ୍ଚ ସମୟରେ ପୋଲିସ ଏହି ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଛି। ଗତ ୭ ବର୍ଷ ଧରି ବ୍ୟକ୍ତି ଜଣକ ପୋଲିସକୁ ଚକମା ଦେଇ ବିନା ହେଲ୍‌ମେଟରେ…

ଆଲମିରାରେ ଖୁନ୍ଦାଖୁନ୍ଦି ହୋଇ ରହିଥିଲା ବିଡ଼ା ବିଡ଼ା ଟଙ୍କା, ଡୋର୍‌ ଖୋଲି ଦେବାରୁ ଭିତରର ଦୃଶ୍ୟ ଥିଲା ଏମିତି

ଆୟକର ବିଭାଗ ହାଇଦ୍ରାବାଦରେ ଏକ ଫାର୍ମାସ୍ୟୁଟିକାଲ ଗ୍ରୁପ୍‌ ଉପରେ ଚଢ଼ଉ କରିଛି। ଚଢ଼ଉ ସମୟରେ ବିଭାଗ ପାଖାପାଖି ୧୪୨ କୋଟି ନଗଦ ଟଙ୍କା ଜବତ କରିଛି। ଏହି ଟଙ୍କା ବିଡ଼ାଗୁଡ଼ିକୁ ଆଲମିରା ଓ ଲକର୍‌ରେ ଲୁଚେଇ ରଖାଯାଇଥିଲା। ଅନୁମାନ କରାଯାଉଛି କି, ଏବେ ସୁଦ୍ଧା କମ୍ପାନୀର ପାଖାପାଖି ୫୫୦ କୋଟି…

ଆପଣଙ୍କ କାର୍ ବି ହୋଇପାରିବ ଇଲେକ୍ଟ୍ରିକ୍ କାର, ରହିବନି ପେଟ୍ରୋଲ ଡିଜେଲ ଟେନସନ୍

ଆପଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଲେକଟ୍ରିକ ଗାଡ଼ି କମ୍ପାନୀ ପ୍ରତି ମାସରେ ନୂଆ ନୂଆ ମଡେଲ ଲଞ୍ଚ କରୁଛନ୍ତି। ଦେଶରେ ସବୁ ମାସରେ ଏବେ ଆପଣ ବଜାରରେ ନୂଆ ଇଲେକଟ୍ରିକ ହ୍ପିକିଲ ପାଇବେ। ଯାହାର ଦାମ ପକେଟ ଫ୍ରେଣ୍ଡଲି ହେବା ସହ ଏଥିପାଇଁ ଦୈନିକ ଯାତ୍ରା ଜନିତ ଖର୍ଚ୍ଚ ମଧ୍ୟ ଆପଣଙ୍କର କମିଯିବ।…

ହାଇଦ୍ରାବାଦ: ସମୃଦ୍ଧି ପ୍ରଦାନକାରୀ ୨୧ କିଲୋର ଗଣେଶ ଲଡୁ, ୧୮.୯୦ ଲକ୍ଷ ଟଙ୍କାରେ ହେଲା ନିଲାମ

ହାଇଦ୍ରାବାଦର ବାଲାପୁର ଗଣେଶଙ୍କର ଲୋକପ୍ରିୟ ୨୧ କିଲୋ ଲଡୁ ରବିବାର ୧୮.୯୦ ଲକ୍ଷ ଟଙ୍କାରେ ସର୍ବକାଳୀନ ରେକର୍ଡ ସହିତ ନିଲାମ୍‌ ହୋଇଛି। ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ ଯାଦବ ତେଲେଙ୍ଗାନା ନାଦରଗୁଲର ଜଣେ ବ୍ୟବସାୟୀ ମ୍ୟାରୀ ଶଶନ ରେଡ୍ଡୀଙ୍କ ସହିତ ମିଶି ଏହି ପ୍ରସିଦ୍ଧ ଲଡୁ…

ହାଇଦ୍ରାବାଦରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୪.୦

ହାଇଦ୍ରାବାଦରେ ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ହାଇଦ୍ରାବାଦର ଦକ୍ଷିଣରେ ସକାଳ ୫ଟା ସମୟରେ ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତ୍ରିବତା ୪.୦ ରହିଥିବାର ସୂଚନା ମିଳିଛି। ସୂଚନା ମୁତାବକ, ଏହି ଭୂକମ୍ପ ହାଇଦ୍ରାବାଦଠୁ ୧୫୬…

ଆମ୍ବୁଲାନ୍ସକୁ ମିଳିଲା ନାହିଁ ରାସ୍ତା, ଶେଷରେ ମେଡିକାଲ କର୍ମଚାରୀଙ୍କ ଏଭଳି ଦୃଶ୍ୟ ହେଲା ଭାଇରାଲ

ଆମ ଦେଶରେ ଭିଆଇପି ମୁଭମେଣ୍ଟ ପାଇଁ ଅନେକଙ୍କ ଜୀବନ ବିପଦରେ ପଡ଼ୁଛି । ଏହାକୁ ନେଇ ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିଆଇପି ମୁଭମେଣ୍ଟ ପାଇଁ ଫସିଲା ଆମ୍ବୁଲାନ୍ସ । ଯାହାକୁ ନେଇ ଡାକ୍ତର ଏବଂ ମେଡିକାଲ ଷ୍ଟାଫ  କିଛି  ଏମିତି କଲେ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ…

ହାଇଦ୍ରାବାଦ: ସୁପରଫାଷ୍ଟ ସ୍ପୀଡ୍‌ ପାଇଁ Zomato ବୟଙ୍କୁ ପୁରସ୍କାରରେ ମିଳିଲା ବାଇକ୍‌, ଏତେ କମ୍‌ ସମୟ ଭିତରେ…

ତେଲେଙ୍ଗାନାର ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଜମାଟୋ ଡେଲିଭରୀ ବୟଙ୍କୁ ବାଇକ୍‌ ଦେବା ପାଇଁ ୭୩ ହଜାର ଟଙ୍କାର ଫଣ୍ଡ ଏକାଠି କରିଥିଲେ ଏବଂ ଏହି ଫଣ୍ଡରେ ତାଙ୍କୁ ଏକ ବାଇକ୍‌ ଉପହାର ଦେଇଛନ୍ତି। ଏହି ମାମଲା ଏବେ ସୋସିଆଲ ମିଡିଆରେ…

ପଶୁଙ୍କ ମଧ୍ୟରେ ବ୍ୟାପୁଛି କରୋନା ଭାଇରସ! ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହଙ୍କଠାରେ ଦେଖାଗଲା ଲକ୍ଷଣ

ସାରା ଦେଶ ଏବେ କରୋନା କବଳରେ। ଏହାରି ଭିତରେ ଖବର ଆସିଛି କି, କରୋନାର ଲକ୍ଷଣ ଜୀବଜନ୍ତୁଙ୍କ ଠାରେ ବି ଦେଖିବାକୁ ମିଳୁଛି। ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ ଏସୀୟ ସିଂହଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଛି। କୁହାଯାଉଛି, ୨୯ ଏପ୍ରିଲରେ ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ପାର୍ସଲ ଡେଲିଭରୀ ଠିକଣା, ହାଇଦ୍ରାବାଦର ‘ସଲିମ ଲାଲା’ଙ୍କ ଘର ଆଡ୍ରେସ୍‌ ପଢି ଆପଣ…

ଯେବେଠୁ କରୋନା ମହାମାରୀ ବ୍ୟାପିଲାଣି, ଲୋକେ ନିଜର ସବୁ ଜିନିଷ ଅନ୍‌ଲାଇନ ମାଗିବା ଆରମ୍ଭ କରିଦେଇଛନ୍ତି। ଖାଦ୍ୟଠୁ ଆରମ୍ଭ କରି କପଡ଼ା, ଗ୍ରୋସରୀ, ଏ ସବୁ ଆମେ ଘରେ ବସି ପାଇଯାଉଛେ। କିନ୍ତୁ ଗୋଟିଏ ପଟେ ଯେଉଁଠି ଲୋକଙ୍କ କାମ ସହଜ ହେଇଯାଉଛି, ସେଠି ଡେଲିଭରୀ ବୟଜ୍‌ଙ୍କ ପାଇଁ କାମ ବହୁତ…