Browsing Tag

instagram

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ୫୦ରୁ ଅଧିକ ଯୁବତୀଙ୍କ ଯୌନ ନିର୍ଯାତନା ଦେଉଥିଲେ ଇଣ୍ଟିରିଅର ଡିଜାଇନର, ପୋଲିସ…

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ଯୁବତୀଙ୍କୁ ଫସାଉଥିଲେ ଇଣ୍ଟିରିଅର ଡିଜାଇନର । ଆଉ ଏବେ ଦିଲ୍ଲୀ ପୋଲିସ ହାତରେ ଧରାପଡିଲେ । ୩୨ ବର୍ଷୀୟ ଇଣ୍ଟିରିଅର ଡିଜାଇନର ସୋସିଆଲ ମିଡିଆରେ ଯୁବତୀଙ୍କୁ ହଇରାଣ କରିବା ସହିତ ଯୌନ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି । ଆଉ ଯୁବକ ଜଣକ ଅନେକ ବଡ ଫାର୍ମରେ…

ଫେସବୁକରେ ହେବ ଆଧାର କାର୍ଡ ଲିଙ୍କ୍‌, ଟଙ୍କାଦେଲେ ଫେସବୁକ ଇନଷ୍ଟାରେ ମିଳିବ ବ୍ଲୁଟିକ୍

କେନ୍ୟୁଜ୍‌(ବ୍ୟୁରୋ) : ଟ୍ଵିଟର ପଛେ ପଛେ ମେଟା । ଟ୍ଵିଟର ସିଇଓ ଏଲନ ମସ୍କଙ୍କ ବାଟରେ ମାର୍କ ଜୁକରବର୍ଗ । ଟ୍ଵିଟର ପରେ ମେଟା ବ୍ଲୁଟିକ୍‌ ପେଡ୍‌ ଭେରିଫିକେସନ ସିଷ୍ଟମ ଆଣିଛି । ମେଟା ଅନୁଯାୟୀ ଏହି ପେଡ୍‌ ଭେରିଫିକେସନ ସିଷ୍ଟମ ଇନଷ୍ଟା ଓ ଫେସବୁକ ପାଇଁ ଟେଷ୍ଟିଙ୍ଗ ଫେଜ୍‌ରେ ରହିଛି । ଏହି…

ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ଵିଟର ହେଲା ଡାଉନ; ଅସୁବିଧା ଭୋଗିଲେ ହଜାର ହଜାର ୟୁଜର୍ସ

ସୋସିଆଲ ମିଡିଆରେ ଆଜିକାଲି ସମସ୍ତଙ୍କର ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ଟିକେ ମାତ୍ର ସର୍ଭିସ ଡାଉନ ହୋଇଯିବା ମାତ୍ରେ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଫେସବୁକ, ଇନଷ୍ଟା କିମ୍ବା ଟ୍ଵିଟର ହେଉଛି ସମସ୍ତଙ୍କ ପ୍ରତିଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ କାମ ହୋଇଯାଇଛି । ତେବେ ଖବର ମୁତାବକ, ସମଗ୍ର…

କରୋନା ଏବଂ ନିମୋନିଆରେ ପୀଡିତ ହୋଇ ଅକ୍ସିଜେନ ସପୋର୍ଟରେ ଲଳିତ ମୋଦି, ସୁସ୍ଥତା କାମନା କଲେ ହରଭଜନ ସିଂ

ଅକ୍ସିଜେନ ସପୋର୍ଟରେ ଆଇପିଏଲର ସଂସ୍ଥାପକ ଲଳିତ ମୋଦି । ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡିଛି । କୋଭିଡ ୧୯ ଏବଂ ନିମୋନିଆରେ ପୀଡିତ ହେବା ପରେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ଲଳିତ ମୋଦି ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ମେକ୍ସିକୋରେ…

ଇନ୍‌ଷ୍ଟାଗ୍ରାମର ନୂଆ ପ୍ଲାଟଫର୍ମରେ ୟୁଜର୍ସ କରି ପାରିବେ ହ୍ୟାକ୍‌ ହେବା ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ୍‌ , ଜାଣନ୍ତୁ…

ନୂଆଦିଲ୍ଲୀ : ବଢ଼ୁଥିବା ସାଇବର ଅପରାଧଠାରୁ ବଞ୍ଚିବା ପାଇଁ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏକ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ପ୍ଲାଟଫର୍ମ ୟୁଜର୍ସକୁ ହ୍ୟାକ୍‌ ହୋଇଥିବା ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରିହେବ । ରିପୋର୍ଟ ଅନୁସାରେ ସାଇବର ଅପରାଧୀ ଇନ୍‌ଷ୍ଟାଗ୍ରାମରେ…

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ କାର ଦୁର୍ଘଟଣାରେ ପରଲୋକ, ଦୁଇ ସାଙ୍ଗ ଗୁରୁତର

ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ରୋହିତ ଭାଟି ଇନଷ୍ଟାଗ୍ରାମ ଏବଂ ଫେସବୁକରେ ‘ରାଓ୍ଵଡି…

ଇନଷ୍ଟାଗ୍ରାମ୍‌ ଷ୍ଟୋରିଜରେ ଏହି ୫ ଫଣ୍ଟକୁ କରନ୍ତୁ ବ୍ୟବହାର, ହଜାର ହଜାର ସଂଖ୍ୟାର ପାଇବେ ଭ୍ୟୁଜ୍‌

ଇନଷ୍ଟାଗ୍ରାମ ଜରିଆରେ ୟୁଜର୍ସ ନିଜ ଭାବନାକୁ ବ୍ୟକ୍ତ କରନ୍ତି। ଏହା ଏକ ପ୍ରକାର ସୋସିଆଲ ନେଟଓ୍ଵାର୍କିଙ୍ଗ ସାଇଟ। ଯାହାକୁ ସ୍ମାର୍ଟଫୋନ ଏବଂ ପିସିରେ ଚଲାଯାଇଥାଏ। ୟୁଜର୍ସ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଖାସ କିମ୍ବା ଭଲ ଫଟୋ, ଭିଡିଓ କିମ୍ବା ଗୀତକୁ ସେୟାର କରନ୍ତି। ଏହା ପରେ ମଧ୍ୟ…

ଭାରତୀୟ ଇନ୍‌ଷ୍ଟାଗ୍ରାମ ୟୁଜରମାନଙ୍କ ପାଇଁ ଖୁସି ଖବର, ଦୀପାବଳିରେ ରିଲ୍ସ ବନାନ୍ତୁ ଓ ପଇସା କମାନ୍ତୁ

ଏବେ ରିଲ୍‌ସ କ୍ରିଏଟର୍‌ସ ପାଇଁ ବୋନସ ଆକାରରେ ପଇସା କମାଇବା ଏକ ସୁଯୋଗ ଆସିଛି । ଏହି ପାର୍ବଣ ଋତୁରେ ଇନ୍‌ଷ୍ଟାଗ୍ରାମ ଦେଇଛି ବମ୍ପର ଅଫର। ସର୍ଟ ଭିଡିଓ ବନେଇ ଆପଣ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ। ହଁ ଆଜ୍ଞା ଇନ୍‌ଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ କରି ଘରେ ବସି ପଇସା କମାଇପାରିବେ ।…

କେବଳ କ୍ରିକେଟ ନୁହେଁ ଇନଷ୍ଟାଗ୍ରାମରୁ ଭରପୂର ରୋଜଗାର କରନ୍ତି ବିରାଟ କୋହଲି, ପ୍ରତି ପୋଷ୍ଟରେ ମିଳେ ୮ କୋଟିରୁ…

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରିଲ୍ସ କରିବା ଆଜିକାଲି ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। ଇନଷ୍ଟାଗ୍ରାମରେ କେବଳ ଆପଣ ନିଜ ଫଲୋୟର୍ସଙ୍କ ସହିତ ଫଟୋ, ରିଲ୍ସ ଏବଂ ବହୁତ କିଛି ସେୟାର କରିବାକୁ ଅନୁମତି ଦେଇଥାଏ। ଆପଣ ଏହି ସୋସିଆଲ ମିଡିଆ ଆପ୍‌ ଜରିଆରେ ନିଜର ମନ ପସନ୍ଦର…

ଇନ୍‌ଷ୍ଟାଗ୍ରାମ ଲଞ୍ଚ୍‌ କଲା ଆଉ ଏକ ଜବରଦସ୍ତ ଫିଚର ‘ନୋଟ୍‌ସ’; ଜାଣନ୍ତୁ ଏହାର ଖାସିୟତ୍‌

ମେଟାର ମାଲିକାନା ଦାବି ଥିବା ମ୍ୟାସେଜିଂ ପ୍ଲାଟଫର୍ମ ‘ଇନ୍‌ଷ୍ଟାଗ୍ରାମ’ ସମୟ ସମୟରେ ନୂଆ ନୂଆ ଫିଚର ୟୁଜରମାନଙ୍କ ପାଇଁ ଆଣିଥାଏ। ଏବେ କମ୍ପାନୀ ପୁଣି ଏକ ନୂଆ ଫିଚର ‘ନୋଟ୍‌ସ’ ଲଞ୍ଚ୍‌ କରିଛି। ଏହି ଫିଚର ୟୁଜରମାନଙ୍କୁ ଛୋଟ ଛୋଟ ନୋଟ୍‌ସ ବନାଇବାକୁ ଅନୁମତି ଦେଇଥାଏ। ୟୁଜରମାନଙ୍କ ଦ୍ୱାରା…

ଏଥର ଅଖା କି କାଚ ନୁହେଁ ହାତଘଣ୍ଟାରେ ସ୍କର୍ଟ କରି ପିନ୍ଧିଲେ ଉର୍ଫି ଜାଭେଦ, ଦେଖନ୍ତୁ ଭିଡିଓ

ବିଗବସ୍‌ ଓଟିଟି ଫେମ ଉର୍ଫି ଜାଭେଦ ନିଜ ଅତରଙ୍ଗୀ ଡ୍ରେସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ନିଜର ଡ୍ରେସିଂ ଫ୍ୟାଶନ ଯୋଗୁଁ ଟ୍ରୋଲ ମଧ୍ୟ ହୁଅନ୍ତି। ସବୁବେଳେ ଇନଷ୍ଟାରେ ଫଟୋ ଏବଂ ଭିଡିଓ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଏବେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ପାଇଁ ପୁଣି…

ମୁହଁ ଏବଂ ଛାତିରେ ଡିସ୍କୋ ବଲ୍‌ ଲଗାଇ ଭିଡିଓ କଲେ ଉର୍ଫି, ଲୋକେ କହିଲେ ଫିମେଲ ରାଜ କୁନ୍ଦ୍ରା

ଅଭିନେତ୍ରୀ ଉର୍ଫି ଜାଭେଦ ପୁଣିଥରେ ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଉର୍ଫି ଏଥିରେ ଡିସ୍କୋ ଥିମ୍‌ ଉପରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ଭାଇରଲ ହେବାରେ ଲାଗିଛି। କିଛି ୟୁଜର୍ସ ଉର୍ଫିଙ୍କ ଏପରି ଅନ୍ଦାଜରେ ଭିଡିଓକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ୟୁଜର୍ସ ଟ୍ରୋଲ୍‌…