Browsing Tag

IPL 2022

ଆଇପିଏଲ୍‌ ମେଗା ନିଲାମ ପୂର୍ବରୁ କେଏଲ ରାହୁଲ ଏବଂ ରବି ବିଶ୍ନୋଇଙ୍କୁ ଚୟନ କଲା ଲକ୍ଷ୍ମୌ, ମାର୍କସ ଷ୍ଟୋଇନିସ୍‌ ମଧ୍ୟ…

ଆଇପିଏଲ ୨୦୨୨ର ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ନିଜର ତିନି ଖେଳାଳିଙ୍କୁ ଦଳରେ ସାମିଲ୍ କରିସାରିଛି। ଏବେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ମଧ୍ୟ ମଙ୍ଗଳବାର ନିଜର ତିନି ଖେଳାଳିଙ୍କ ଚୟନ କରି ନେଇଛି। ଫ୍ରାଞ୍ଚାଇଜି ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ୍ କରିଛି। ଏଥିସହ…

ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ଘୋଷଣା, ଧୋନୀ ନୁହେଁ ଜାଡେଜା ନେବେ ଦଳର ଦାୟିତ୍ୱ

ବର୍ଷ ୨୦୨୨ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନୀଙ୍କ ଉତ୍ତରାଧିକାରୀ ଚୟନ କରିସାରିଛି । ମହେନ୍ଦ୍ର ସିଂ ଧୋନୀ ହେବେ ଦଳର ମେଣ୍ଟର । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେଇପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୨୨ରେ…

ଭାରତ କି ୟୁଏଇ ନୁହେଁ, ୨୦୨୨ରେ ଏହି ଦେଶରେ ଖେଳାଯିବ ଆଇପିଏଲ୍‌ !

ଆଇପିଏଲ୍‌ ୨୦୨୨ ସିଜନ୍‌କୁ ନେଇ ବଡ଼ ଖୁଲାସା। କେଉଁ ଦେଶରେ ଚଳିତ ବର୍ଷର ଆଇପିଏଲ୍‌ ହେବ ସେ ନେଇ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଚଳିତଥର ଭାରତ କିମ୍ବା ୟୁଏଇ ନୁହେଁ, ବରଂ ଏକ ନୂଆ ଦେଶରେ ଆଇପିଏଲ୍‌ ଅନୁଷ୍ଠିତ ହେବ। ରିପୋର୍ଟ ମୁତାବକ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ…

ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ସାମିଲ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଆଇପିଏଲ୍‌ ରେ ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଶନିବାର ଡକାଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ…

IPL ୨୦୨୨ ରେ ଏଣ୍ଟ୍ରି କରିପାରନ୍ତି ଏଜାଜ୍‌ ପଟେଲ, ସୁଯୋଗ ମିଳିଲେ ନିଶ୍ଚିତ ଖେଳିବେ ବୋଲି କହିଲେ ନ୍ୟୁଜିଲାଣ୍ଡ…

ନିକଟରେ ଟେଷ୍ଟ କ୍ରିକେଟରେ ଗୋଟେ ଇନିଂସରେ ୧୦ଟି ଯାଜ ଓ୍ଵିକେଟ ନେଇ ଇତିହାସ ସୃଷ୍ଟି କରିଥିଲେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ। ଏବେ ଏଜାଜଙ୍କ ପ୍ରଶଂସାରେ ଲାଗିପଡିଛନ୍ତି ବିଶ୍ୱ କ୍ରିକେଟର ବଡ ବଡ ଖେଳାଳି। ସୋସିଆଲ ମିଡିଆରେ ତାଙ୍କ ଖେଳକୁ ନେଇ ଖୁବ୍‌ ପ୍ରଶଂସା…

ଆଇପିଏଲ ୨୦୨୨ ରିଟେନସନ୍‌: କେଉଁ ଟିମ୍‌ କେଉଁ ଖେଳାଳିଙ୍କୁ କେତେ କୋଟି ଟଙ୍କାରେ କଲା ରିଟେନ୍‌, ଜାଣନ୍ତୁ

ଆଇପିଏଲ୍‌-୨୦୨୨ ପାଇଁ ୮ଟିଯାକ ଫ୍ରାଞ୍ଚାଇଜ୍‌ ମଙ୍ଗଳବାର ଖେଳାଳି ରିଟେନ୍‌ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ଅନେକ ନାମ ଏମିତି ରହିଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। ଏଥିରେ କେତେକ ବଡ ନାଁ ସବୁ ରହିଛି, ଯେଉଁମାନଙ୍କୁ ଟିମ୍‌ରେ ସ୍ଥାନ ମିଳିନି। ଚେନ୍ନାଇ ସୁପର…

ଆଗାମୀ IPL ଖେଳାଳି ନିଲାମ ପାଇଁ BCCI ପ୍ରସ୍ତୁତି ଆରମ୍ଭ, ଜାନୁଆରୀରେ ହେବ ନିଲାମ ପ୍ରକ୍ରିୟା

ଆଗାମୀ IPL ଖେଳାଳି ନିଲାମ ପାଇଁ BCCI ପ୍ରସ୍ତୁତି ଆରମ୍ଭ କରିଛି । ଦୁଇଟି ନୂଆ ଫ୍ରାଞ୍ଚାଇଜ୍‌ ଆଗାମୀ ସଂସ୍କରଣରେ ସାମିଲ ହେଉଥିବାରୁ ଖେଳାଳି କିଣାବିକା ନେଇ ଏବେଠୁ ଫ୍ରାଞ୍ଚାଇଜ୍‌ ଅଣ୍ଟା ଭିଡିଛନ୍ତି । ଏହି ପ୍ରକ୍ରିୟାରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଆରସିବିର ବିରାଟ କୋହଲି,…

ଭାରତରେ ଖେଳାଯିବ ୨୦୨୨ ଆଇପିଏଲ, ସୂଚନା ଦେଲେ ଜୟ ଶାହ

ମୁମ୍ବାଇ : ଭାରତୀୟ ପ୍ରିମିୟର ଲିଗ ଆଇପିଏଲ୍‌ ର ୧୫ତମ ସଂସ୍କରଣ ଭାରତରେ ହେବ । କୋଭିଡ୍‌ ଯୋଗୁଁ ଗତ ଦୁଇ ବର୍ଷ ହେଲା ଠିକ୍‌ ଭାବେ ଆୟୋଜିତ ହୋଇ ପାରୁନଥିବା ଏହି ଟି-୨୦ ପ୍ରତିଯୋଗିତା ଆସନ୍ତା ବର୍ଷ ଖୁବ୍‌ ଦମଦାର ଭାବେ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି । ଆଜି ଏ…

ଧୋନୀ ପ୍ରଶଂସକଙ୍କୁ ବଡ଼ ଝଟକା! CSK ଏହି ଅପଡେଟ୍‌ ଜାରି କରି ସମସ୍ତଙ୍କୁ କଲା ନିରାଶ

ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, IPL 2022ର ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ୍‌ ଶ୍ରୀନିବାସନ, ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌ ଜାରି କରିଛନ୍ତି, ଯାହାକି ତାଙ୍କ ଫ୍ୟାନ୍‌ମାନଙ୍କୁ…

କଟକ ନାଁରେ ଆଇପିଏଲରେ ସାମିଲ ହୋଇପାରେ ଟିମ୍‌, ଆସନ୍ତା ୨୫ ତାରିଖରେ ନୂଆ ଦଳ ଘୋଷଣା କରିବ ବିସିସିଆଇ

ଆଇପିଏଲରେ ସାମିଲ ହୋଇପାରେ କଟକ ନାଁରେ ଟିମ୍‌ । ଆସନ୍ତା ୨୫ ତାରିଖରେ ଆଇପିଏଲ ପାଇଁ ନୂଆ ଦଳ ଘୋଷଣା କରିବ ବିସିସିଆଇ । ତା ପୂର୍ବରୁ ଓଡ଼ିଶାରୁ ଏକ ନୂଆ ଆଇପିଏଲ ଟିମ୍‌ ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି। ଫ୍ରାଞ୍ଚାଇଜ୍‌ ଦୌଡରେ ରହିଛି ଜିନ୍ଦଲ ଗ୍ରୁପ୍‌ । ଇନଭିଟେସନ ଟୁ ଟେଣ୍ଡର ବା ଆଇଟିଟି…

IPL 2022ରେ ଖେଳିବେ ମହେନ୍ଦ୍ର ସିଂ ଧୋନୀ! ଚେନ୍ନାଇ ସହିତ ଭବିଷ୍ୟତକୁ ନେଇ ଦେଲେ ବଡ଼ ବୟାନ, କହିଲେ, ‘ମୁଁ ଏବେ ଖେଳ…

ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ୍‌ ଖେଳିବେ ନାହିଁ, ଏହି ପ୍ରଶ୍ନ ଲଗାତାର ସବୁ କ୍ରିକେଟ୍‌ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି। ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେବା ପରେ ଏମ୍‌ଏସ୍‌ ଧୋନୀ ନିଜ ଭବିଷ୍ୟତର ଯୋଜନାକୁ ନେଇ ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ଏବେ…

ଆସନ୍ତାବର୍ଷ ୮ଟି ଟିମ୍ ନୁହେଁ ଆଇପିଏଲରେ ଖେଳିବେ ୧୦ଟି ଟିମ୍, ବିସିସିଆଇ ନେଲା ନିଷ୍ପତ୍ତି

ଇଣ୍ଡିଆନ ପ୍ରିମିଅର ଲିଗ୍(IPL)j ୧୪ ତମ ସିଜନ ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ଆଇପିଏଲରେ ୮ଟି ଟିମ୍ ଭାଗ ନେବ। କିନ୍ତୁ ବିସିସିଆଇ ନିଷ୍ପତ୍ତି ନେଇଛି କି, ଆଇପିଏଲ-୨୦୨୨ରେ ୮ଟି ଟିମ୍ ବଦଳରେ ୧୦ଟି ଟିମ୍ ଭାଗ ନେବେ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍…