Browsing Tag

jajpur town

ଧରାପଡିଲା ଜାଲ ନୋଟ କାରବାର, କିଙ୍ଗପିନ ଗିରଫ

ଯାଜପୁର ଟାଉନ (କେନ୍ୟୁଜ) : ଭଡାଟିଆଙ୍କ ନକଲି ନୋଟ ବ୍ୟବସାୟ । ଘର ଭିତରୁ ମିଳିଲା ପୁଳାପୁଳା ଟଙ୍କା । ସେ ପୁଣି ଶହ କି ହଜାରରେ ନୁହେଁ, ଲକ୍ଷରେ । ଲକ୍ଷ ଲକ୍ଷ ନକଲି ଟଙ୍କା ବ୍ୟବସାୟ କରୁଥିବା ପତିପତ୍ନୀଙ୍କୁ ଧରିଲା ପୋଲିସ । ଗାଁ ଭିତରେ ରାତି ଅଧରେ ସୁରକ୍ଷିତ ଭାବେ ଚାଲି ନୋଟ ଧନ୍ଦା ।…

ଛାତରେ ଲୁଗା ଶୁଖାଇବା ହେଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ପ୍ରବାସୀ ଓଡିଆ ଆଖିବୁଜିଲେ 

ଯାଜପୁର ଟାଉନ(କେନ୍ୟୁଜ୍):  ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ । ବଡ ଝିଅ ଟିଉସନ ଯାଇଥିବାରୁ ରକ୍ଷା ପାଇଯାଇଛି ସିନା କିନ୍ତୁ ତା ବାପା,ମା ଓ କୁନି ଭଉଣୀ ଚାଲିଯାଇଛନ୍ତି ଆର ପାରିକି। ଏ ଘଟଣା ହେଉଛି ହାଇଦ୍ରାବାଦରେ ରହୁଥିବା ବିଂଝାରପୁର ବରପଦା ଗାଁର  ବାସୁଦେବ ମଲ୍ଲିକଙ୍କ ପରିବାର । ବାସୁଦେବ…

ବ୍ୟକ୍ତି ଅଛନ୍ତି ଜୀବିତ କିନ୍ତୁ ଖାତା ଖାତା ଖତିଆନରେ ମାରିଦେଲା ପ୍ରଶାସନ

ଯାଜପୁର ଟାଉନ (କେନ୍ୟୁଜ) : ଜିଇଁ ଥାଉ ଥାଉ ମାରିଦେଲା ପ୍ରଶାସନ। ଜୀବିତ ଅଛନ୍ତି କିନ୍ତୁ ଖାତା କଲମରେ ମାରିଦେଲେ ବ୍ୟକ୍ତିଙ୍କୁ। କାଳିଆ ଯୋଜନାରୁ କାଟିଦେଲେ ନାମ। ଅସହାୟ ଗରିବ ହୋଇ ବି ପାଉନାହାଁନ୍ତି ସରକାର ଯୋଜନାର ଲାଭ। କିନ୍ତୁ ପ୍ରଶାସନ ଏପରି ଭୁଲ କେମିତି କରିପାରିବ। ଜଣେ ଜୀବିତ…

ଯାଜପୁର: ମାଛ ଧରୁଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା

ଯାଜପୁର ଟାଉନ (କେନ୍ୟୁଜ୍):ମାଛ ଧରୁଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଂଚାୟତରେ । ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର ମଲିକଙ୍କ ପୁଅ ସୌମ୍ୟରଂଜନ। ଆଜି ଖରସ୍ରୋତା ନଦୀର ଶାଖା…

ଯାଜପୁର: ବାଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଥାନା ଅନ୍ତର୍ଗତ ବାଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖ ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । ମୃତ ଦେହଟି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଯାଜପୁର ପୋଲିସକୁ ଖବର ଦେଇଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ଚକ୍ର ଘଟଣାସ୍ଥଳରେ ପହଞ୍ଚି…

ଯାଜପୁର: ଅବାସ ଯୋଜନାରେ ରାଜନୈତିକ ପାତରଅନ୍ତର ଅଭିଯୋଗ ଆଣି ବ୍ଲକ ସମ୍ମୁଖରେରେ ଧାରଣା ଦେଲେ ଗ୍ରାମବାସୀ

ଯାଜପୁର ଟାଉନ(କେନ୍ୟୁଜ୍): ଆବାସ ବଣ୍ଟନ ଅନିୟମିତତାକୁ ନେଇ ବ୍ଲକ ସମ୍ମୁଖରେ  ଧାରଣାରେ ବସିଲେ ପଞ୍ଚାୟତ ବାସୀ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଲଟପୁର ଅଞ୍ଚଳରେ ।  ପଞ୍ଚାୟତର ବହୁତ ଲୋକେ ସରକାରୀ ଆବାସ ତଥା- ଇନ୍ଦିରା ଆବାସ, ମୋ-କୁଡିଆ,…

ଯାଜପୁର: ନବ ଦମ୍ପତିଙ୍କୁ ପୋଲିସ ହଇରାଣ କରୁଥିବା ଅଭିଯୋଗ, ଭିଡିଓ ଜାରିକରି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ…

ଯାଜପୁର ଟାଉନ(କେନ୍ୟୁଜ୍): ଜନୈକ ଯୁବ ଦମ୍ପତୀଙ୍କୁ ହଇରାଣ କରୁଛି ପୁଲିସ। ଭିଡିଓ ଜାରୀ କରୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଯୁବତୀ। ଘଟଣାକୁ ନେଇ ସମଗ୍ର  ଯାଜପୁର ଜିଲ୍ଲାରେ ଚର୍ଚ୍ଚା ଯୋର୍ ଧରିଛି। ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଇଦଗାହା ମହଲ୍ଲାର ଏମଡି…

ରାତିରେ ଗ୍ରାମବାସୀଙ୍କ ଧାରଣା ପରେ ଗିରଫ ହେଲା ଅଭିଯୁକ୍ତ, ଏବେ ଖସାଇ ଦେବାକୁ ଚାପ ପକାଉଛନ୍ତି ଜିଲ୍ଲାପରିଷଦ ସଦସ୍ୟା

ଯାଜପୁର ଟାଉନ୍: ସାରା ରାତି ଗ୍ରାମବାସୀ ଥାନା ସାମ୍ନାରେ ଧାରଣା ଦେବା ପରେ ଗିରଫ ହେଲା ଅଭିଯୁକ୍ତ । ଆଉ ସକାଳୁ ସହଯୋଗୀ ଅଭିଯୁକ୍ତକୁ ଖସାଇବା ପାଇଁ ଜିଲ୍ଲାପରିଷଦ ସଦସ୍ୟାଙ୍କ ସହିତ ଥାନା ଅଧିକାରୀଙ୍କ ଯୁକ୍ତିତର୍କକୁ ନେଇ ଦେଖାଦେଇଛି ଆଉ ଏକ ବିବାଦ । ଯାଜପୁର ଜିଲ୍ଲା ମଂଗଳପୁର ଥାନା…

ଯାଜପୁର : ପୁଣି ଠାବ ହେଲା ପ୍ରାଚୀନ ମୂର୍ତ୍ତି, ନାରାୟଣଙ୍କ ପରେ ମୁଗୁନି ପଥର ଶିବଲିଙ୍ଗ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ନାରାୟଣଙ୍କ ପରେ ବାହାରିଲେ ଶିବ । ଗତ କିଛି ଦିନ ଧରି ଯାଜପୁର ସହ ବୈତରଣୀ ନଦୀରୁ ବିଭିନନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି ଉଦ୍ଧାର ହେଉଛି । ଆଜି ବୈତରଣୀ ନଦୀ ଦେବୀ ଘାଟରୁ ଏକ ନାରାୟଣ ମୂର୍ତ୍ତି ସହ ଅନ୍ୟ କିଛି ପ୍ରାଚୀନ କୀର୍ତ୍ତି ଉଦ୍ଧାର ହୋଇଥିବା ବେଳେ…

ଯାଜପୁର : ବୈତରଣୀ ନଦୀ ଦେବୀଗଡ଼ା ଘାଟରୁ ପୁଣି ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଯାଜପୁର ବୈତରଣୀ ନଦୀର ଦେବୀଗଡା ଘାଟ ନିକଟରୁ ଆଜି ଉଦ୍ଧାର ହୋଇଛି ଆଉ କିଛି ପ୍ରାଚୀନ ମୂର୍ତ୍ତି । ଏଠାରେ ବ୍ଯାରେଜ କାମ ଚାଲୁଥିବା ବେଳେ ଏକ ନାରାୟଣ ମୂର୍ତ୍ତି ଏବଂ ଅନ୍ଯ ମୂର୍ତ୍ତିର ଭଗ୍ନାଂଶ ଉଦ୍ଧାର ହୋଇଛି । ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ…

ଯାଜପୁର ଟାଉନ୍‌ : ଜଳିଗଲା ଘର, ଫାଟିଲା ଗ୍ୟାସ୍‌ ଟାଙ୍କି

ଯାଜପୁର ଟାଉନ୍‌ : ଯାଜପୁର ପୌର ପରିଷଦ ଅନ୍ତର୍ଗତ ସାନବଜାର ଅଞ୍ଚଳର ବାବନ ଚନ୍ଦ୍ର ପରିଡାଙ୍କ ଘରେ ଆଜି ଅଗ୍ନିକାଣ୍ଡ ଘଟିଛି । ମଧ୍ୟାହ୍ନ ସମୟରେ ଘରେ ସର୍ଟ ସର୍କିଟ ଯୋଗୁ ତିନି ବଖରା ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ବେଳେ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରେ…

ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍‌): ଯାଜପୁର ବାଲିଚନ୍ଦ୍ରପୁର ଥାନା ବହୁଚର୍ଚ୍ଚିତ ନାବାଳିକା ଗର୍ଭବତୀ ଘଟଣା, ଅଭିଯୁକ୍ତ ବୃଦ୍ଧ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ ପରେ ପୋକସୋ କୋର୍ଟରେ ହାଜର କରିଛି ପୋଲିସ। ସୂଚନା ମୁତାବକ ନାବାଳିକା ଜଣକ ଭୁବନେଶ୍ୱରରେ ରହୁଥିବା ସମୟରେ ପ୍ରଫୁଲ୍ଲ ତାଙ୍କୁ ଗର୍ଭବତୀ…