Browsing Tag

japan

ନିବେଶକଙ୍କୁ ଆକୃଷ୍ଟ କରିବାକୁ ଜାପାନରେ ମୁଖ୍ୟମନ୍ତ୍ରୀ, ଆଜି ଓଡ଼ିଶା ବିଜନେସ ମିଟ୍‌କୁ କରିବେ ସମ୍ବୋଧିତ

(କେନ୍ୟୁଜ): ଜାପାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଟୋକିଓରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ । ଆଜି ଜାପାନରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍‌କୁ ସମ୍ବୋଧିତ କରିବେ…

ସିଙ୍ଗାପୁର ଏୟାରପୋର୍ଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇନ୍‌ବେଷ୍ଟମେଣ୍ଟ ମିଟ୍‌ରେ ଯୋଗଦେବେ

କେନ୍ୟୁଜ୍(ବ୍ୟୁରୋ): ୭ ଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନ୍‌ବେଷ୍ଟମେଣ୍ଟ ମିଟ୍‌ରେ ଯୋଗଦେବାକୁ ଯାଇ ସିଙ୍ଗାପୁର ଏୟାରପୋର୍ଟରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧା ସଳଖ ବିମାନ ଚଳାଚଳ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମେ ଶେଷ…

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ଭାରତରେ ପହଞ୍ଚଲେ ଜାପାନ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା…

ଦୁନିଆର ମହଙ୍ଗା ଅଙ୍ଗୁର Ruby Roman

କାହାଣୀ ଏମିତି ଏକ ଫଳ ଯାହାର ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ଏହି ଫଳକୁ ଆପଣ ନିହାତି ଭାବେ ଆପଣ ପ୍ରତିିଦିନ ଖାଉଥିବେ। କିନ୍ତୁ ଆପଣ ଯେତିକି ଦାମ ରେ କିଣୁଛନ୍ତି ତାଠାରୁ ଢ଼େର ଅଧିକ ରହିଛି ସେହି ଫଳର ପ୍ରକୃତ ଦାମ। ଆମେ ଏଠି ଆପଣଙ୍କୁ ଦାମିକିଆ ଅଙ୍ଗୁର ସମ୍ପର୍କରେ କହୁଛୁ, ଯାହାର ଦାମ…

ଜାପାନର ସମୁଦ୍ର ତଟରେ ରହସ୍ୟମୟ ବିଶାଳ ଲୁହା ବଲ୍‌! ଜନସାଧାରଣଙ୍କୁ ସି-ବିଚ୍‌ ମନା; ଆଲର୍ଟ ଜାରି କଲେ ସରକାର

ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି। ଏହି ବଲ୍‌ ଦେଖି ଜାପାନ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି। ଜାପାନର ନ୍ୟୁଜ୍ ଚ୍ୟାନେଲ୍ FNN ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ…

ହରିଣ ମାନୁଛି ଟ୍ରାଫିକ ନିୟମ, ଜେବ୍ରା କ୍ରସରେ ରାସ୍ତା ପାରକଲା ହରିଣ, ଜାପାନରୁ ଆସିଲା ଏପରି ଏକ ଭିଡିଓ

କେନ୍ୟୁଜ୍‌(ବ୍ୟୁରୋ):  ଆଜିକାଲି ଦେଖିବାକୁ ମିଳୁଛି ପଶୁମାନଙ୍କୁ ଟ୍ରାଫିକ ନିୟମ ମାନୁଥିବାର । କୁକୁର, ଗାଇ, ଷଣ୍ଢଠୁ ଆରମ୍ଭ କରି ଜଙ୍ଗଲି ପଶୁଙ୍କୁ ମିୟମ ମାନୁଥିବାର ଦେଖିବାକୁ ମିଳୁଛି । ଆମକୁ କିନ୍ତୁ ଏମାନଙ୍କଠୁ କିଛି ଶିଖିବାକୁ ପଡ଼ିବ । ପ୍ରାୟ ସବୁବେଳେ ପଶୁମାନଙ୍କୁ ଟ୍ରାଫିକ ନିୟମ…

ହକି ବିଶ୍ୱକପ: ଜାପାନକୁ ୨-୧ ଗୋଲ୍‌ରେ ମାତ୍ ଦେଲା କୋରିଆ

ବିଶ୍ୱକପର ପଞ୍ଚମ ଦିନର ପ୍ରଥମ ତଥା ୧୫ ତମ ମ୍ୟାଚରେ ବିଜୟ ଲାଭ କରିଛି କୋରିଆ ଦଳ। ୨ -୧ ରେ ଜାପାନକୁ ହରାଇ ବିଜୟର ଟୀକା ପିନ୍ଧିଛି କୋରିଆ। ଏହି ବିଜୟ ସହ କୋରିଆ ଟେବୁଲ ପଏଣ୍ଟରେ ଖାତା ଖୋଲି ୩ ପଏଣ୍ଟ ପାଇଛି। କୋରିଆ ଦଳ ତରଫରୁ ଲୀ ଯୁଙ୍ଗଜୁନ ୨ ଟି ଗୋଲ ଦେଇ ଦଳକୁ ବିଜୟ ଲାଭ କରାଇଛନ୍ତି।…

ଦୁନିଆର ପ୍ରଥମ ଉଡ଼ନ୍ତା ବାଇକକୁ ଏପରି କରନ୍ତୁ ବୁକିଂ, ନିଅନ୍ତୁ ଆକାଶରେ ଉଡ଼ିବାର ମଜା

ଉଡ଼ନ୍ତା ବାଇକ କୁ ନେଇ ଅପେକ୍ଷା ହେଲା ଅନ୍ତ। ଉଡ଼ାଜାହାଜ ତଥା ପ୍ଲେନ ହିଁ ଆକାଶରେ ଉଡ଼ୁଥିବାର ଆପଣ ଦେଖୁଛନ୍ତି କିନ୍ତୁ ଏହି ରେସ୍‌ ରେ ଏବେ ବାଇକ ମଧ୍ୟ ସାମିଲ ହେବ। ପୂର୍ବରୁ ଏହାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି ସତ। କିନ୍ତୁ ଏବେ ଏହାକୁ ଅଫିସିଆଲି ବିକ୍ରି କରିବା ପାଇଁ ଯୋଜନା ବାହାର…

ପିଲା ଜନ୍ମ କଲେ ଏହି ଦେଶରେ ସରକାର ବାଣ୍ଟୁଛନ୍ତି ୨ ଲକ୍ଷ ଟଙ୍କା! ଜାଣନ୍ତୁ କାହିଁକି ନିଆଯାଇଛି ନିଷ୍ପତ୍ତି

ଗୋଟିଏ ପଟେ ପୂରା ଦୁନିଆରେ ଯେଉଁଠି ଜନସଂଖ୍ୟା ବୃଦ୍ଧିକୁ ନେଇ ତର୍କ ବିତର୍କ ଚାଲିଛି, ସେଠି ଆଜି ମଧ୍ୟ କେତେକ ଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ଲାଗି ରହିଛି। ଏହି ପ୍ରସଙ୍ଗରେ ଜାପାନ ବର୍ତ୍ତମାନ ପିଲା ଜନ୍ମ କରିବା ଉପରେ ଦେଉଥିବା ଅର୍ଥରାଶିକୁ ଏଠି ବଢ଼ାଇ ଦେଇଛି। ଏବେ ଜାପାନରେ ପିଲା…

ଦୁନିଆର ଏପରି ସ୍ଥାନରେ ଲାଗୁ ହୋଇଛି ଭାରତ ଠାରୁ କଡ଼ା ଟ୍ରାଫିକ୍‌ ନିୟମ, ଜରିମନା ଭରିବା ପାଇଁ କରିବାକୁ ପଡ଼େ ଏତେ କଷ୍ଟ

କଡ଼ା ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତି ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମ ଦେଶ…

ଜାପାନରେ ତାଣ୍ଡବ ରଚୁଛି ସୁପର ଟାଇଫୁନ୍‌: ଘଣ୍ଟାପ୍ରତି ପବନର ବେଗ ୨୩୫ କିଲୋମିଟର ରହିଛି, ଉତ୍ତର ପୂର୍ବ ଦିଗ ଆଗକୁ ବଢି…

ନୂଆଦିଲ୍ଲୀ : ଜାପାନରେ ତାଣ୍ଡବ ରଚୁଛି ସୁପର ଟାଇଫୁନ୍‌ । ଜାପାନର ଦୀପ କ୍ୟୁଶୁ-କୁ ହିଟ୍‌ କରିଛି ଟାଇଫୁନ୍‌ ନାନ୍‌ମାଡୋଲ । ଦ୍ୱୀପର କାଗୋସିରେ ସ୍ଥଳଭାଗ ଛୁଇଁ ଆଗକୁ ବଢୁଛି। ଆଜି ହୋନସୁରେ ମାଡ କରିପାରେ ଟାଇଫୁନ । ଏହି ଝଡ଼ ଯୋଗୁ ଟୋକିଆରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଝଡ ଯୋଗୁଁ କ୍ୟୁଶୁ…

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କରୋନା, ଆଗାମୀ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହୋଇ ଥାଆନ୍ତେ ସାମିଲ

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ସାମାନ୍ୟ ଲକ୍ଷଣ ସହିତ ଫୁମିଓ କିଶିଦା କୋଭିଡ ପଜିଟିଭ୍ ବାହାରିଛନ୍ତି। ପିଏମ୍‌ କିଶିଦା ଆସନ୍ତା ସପ୍ତାହରେ ଟ୍ୟୁନିସିଆରେ ହେବାକୁ ଥିବା ଏକ ଆଫ୍ରିକୀୟ ବିକାଶ…