Browsing Tag

kalahandi

କଳାହାଣ୍ଡିରେ ପାରଦ ତଳମୁହାଁ, ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଶୀତ ଲହରୀ ଜାରି । ପାରଦ ତଳମୁହାଁ । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି କରାଯାଇଛି । ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ରହିଛି ୯ ଡିଗ୍ରୀ ସେଲସିୟସ । ଥୁଆମାଳ ରାମପୁର, ମଦନପୁର ରାମପୁର, ଲାଞ୍ଚିଗଡରେ ପ୍ରବଳ ଜାଡ ଅନୁଭୂତ…

କଳାହାଣ୍ଡିବାସୀଙ୍କୁ ୨୦୮୫ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କଲେ ୧୦୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

କଳାହାଣ୍ଡି: କଳାହାଣ୍ଡିବାସୀଙ୍କୁ ୨୦୮୫ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ, ୯୮୬ କୋଟି ୭୧ଲକ୍ଷ ଟଙ୍କାର ମେଗା ଉଠାଜଳସେଚନ ଓ ୧୦୬୪ କୋଟିର ୫୪ଟି ପ୍ରକଳ୍ପର…

ଜାନୁଆରୀ ୨୬ରେ ଦୁଲୁକିବ ଦିଲ୍ଲୀ ମଇଦାନ, କଳାହାଣ୍ଡିର ଲୋକନୃତ୍ୟ ‘ବଜା ସାଲିଆ’ ନାଚିବେ ୮୦ ଜଣ କଳାକାର

ଭବାନୀପାଟଣା (କେ ନ୍ୟୁଜ୍‌) : କଳାହାଣ୍ଡିର ପାରମ୍ପରିକ ‘ବଜାସାଲିଆ’ ନୃତ୍ୟ ପହଞ୍ଚିବ ବିଶ୍ୱ ଦରବରେରେ । ଯାହାକୁ ଏବେ ଜାତୀୟ ସ୍ତରରେ ଦେଖିବାକୁ ମିଳିବ । ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ମଇଦାନରେ ଦେଖିବାକୁ ମିଳିବ ଏଇ ଲୋକନୃତ୍ୟ । ସେଥିଲାଗି ହୋଇଛି କଠିନ ଅଭ୍ୟାସ ।…

ଘର ଭିତରୁ ପାଖାପାଖି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କଳାହାଣ୍ଡି ବଲଦିଆମାଲ ଗାଁର ଗଜାନନ ଗିରଫ

ଭବାନୀପାଟଣା (କେ ନ୍ୟୁଜ୍‌) : ଘର ଭିତରୁ ଜବତ ହେଲା ପ୍ରାୟ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଲଦିଆମାଲ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି । ଗ୍ରାମର ଗଜାନନ ମେହେରଙ୍କ ଘରୁ ୧ କ୍ୱିଣ୍ଟାଲ ୮୨କେଜି ନୀଳ ଜହର ଜବତ ହୋଇଛି । ଏହାର ମୂଲ୍ୟ…

କରୋନା କଟକଣାରେ ପାଳିତ ହେଲା ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ

କଳାହାଣ୍ଡି: ସାରା ବିଶ୍ୱ କରୋ ନା ମହାମାରୀ କବଳରେ ବନ୍ଧା ପଡ଼ିଥିବା ବେଳେ ରାଜ୍ୟରେ ସବୁ ପର୍ବପର୍ବାଣି, ଯାନୀ ଯାତ୍ରା ଫିକା ହୋଇ ଯାଇଛି । ସେହିଭଳି ଡିସେମ୍ବର ୨୫ ତାରିଖ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନରେଖ୍ରୀଷ୍ଟ ଧର୍ମ ଅବଲମ୍ବୀମାନେ ଘରେ ରହି ଏହି ପର୍ବ ପାଳନ କରିଛନ୍ତି । ଏହି ଅବସରରେ…

ମାଲକାନଗିରି ସଦର ଡିଏସ୍‌ପି କଳାହାଣ୍ଡିରେ ଅଟକ, ମହିଳା କନେଷ୍ଟବଳ ଆଣିଲେ ପ୍ରତାରଣା ଅଭିଯୋଗ

କଳାହାଣ୍ଡି : ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ବରିଷ୍ଠ ପୋଲିସ୍‌ ଅଧିକାରୀ ଅଟକ । ମାଲକାନଗିରି ସଦର ଡିଏସପି କଳାହାଣ୍ଡିର କେସିଙ୍ଗା ଥାନାରେ ଅଟକ ରହିଛନ୍ତି । ମାଲକାନଗିରିରେ କାର୍ଯ୍ୟରତ ଡିଏସପି ଅକ୍ଷୟ କୁମାର ନାୟକଙ୍କ ବିରୁଦ୍ଧରେ ସଂପୃକ୍ତ ମହିଳା କନେଷ୍ଟବଳ…

ସୁନା ବନ୍ଧକ ରଖି ଅଧିକ ସୁଧ ନେଉଥିବା ଅଭିଯୋଗ ଆସିଲା ମହିଳା ସରପଞ୍ଚଙ୍କ ସ୍ୱାମୀ ନାଁରେ, ଥାନାରେ ଏତଲା

ଭବାନୀପାଟଣା (କେ ନ୍ୟୁଜ୍‌) : ମହିଳା ସରପଞ୍ଚଙ୍କ ସ୍ୱାମୀ ନାଁରେ ସଙ୍ଗୀନ ଅଭିଯୋଗ । ବେଆଇନ ଭାବେ ସୁନା ବନ୍ଧକ ରଖି କମ ଟଙ୍କା ଦେଇ ଅଧିକ ସୁଧ ଅସୁଲି କରୁଥିବା ଅଭିଯୋଗ କଲେ ଲୋକେ । ପ୍ରତିବାଦ କରିବାରୁ ତାଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ନେଇ ଜଣେ ବୃଦ୍ଧା କଳାହାଣ୍ଡି ଜୟପାଟଣା…

ବେଆଇନ ଇଟାଭାଟି ଉପରେ ଚଢ଼ାଉ ଟ୍ରାକ୍ଟର ଓ ଜେସିବି ମେସିନ ଜବତ 

ଭବାନୀପାଟଣା : ସରକାରଙ୍କୁ ରାଜସ୍ୱ ଫାଙ୍କି ବେଆଇନ ଭାବେ ତିଆରି ଚାଲିଥିବା ଇଟା ଭାଟି ଉପରେ ପ୍ରଶାସନର ଚଢ଼ାଉ । ବହୁ ଦିନ ଧରି ନଦୀ ପଠାରେ ବେଆଇନ ଭାବେ ଲକ୍ଷ ଲକ୍ଷ ଇଟା ଗଢି ବିକ୍ରି କରୁଛନ୍ତି । ଏହି ବେଆଇନ୍‌ କାର୍ଯ୍ୟ ସମ୍ପର୍କରେ ଖବର ପାଇ ଆଜି କୋକସରା ତହସିଲଦାର ମନୋଜ…

ଶିକ୍ଷକ ଶିଖାଇଥିଲେ ଲୁଟ୍‌ର ତରିକା, ଗୋରୁ ବେପାରୀ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଲୁଟେରାଙ୍କୁ ଧରିଲା…

ଭବାନୀପାଟଣା : ଗୋରୁ ବେପାରୀଙ୍କ ଠାରୁ ଲୁଟ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ୍‌ । ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍‌ ଘଟଣାରେ ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ଶିକ୍ଷକ । ଏହି ମାମଲାରେ ମୋଟ୍‌ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି । ଗତ ୧୦ ତାରିଖ ଦିନ କଳାହାଣ୍ଡି ଓ ରାୟଗଡା…

ଫୁଲଡୁମେରରେ ମାଓ ପୋଷ୍ଟର, ନିୟମଗିରି ପାହାଡ ଅଞ୍ଚଳରେ ରାସ୍ତା କାମକୁ ବିରୋଧ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ ପାଦଦେଶରେ ଥିବା ଫୁଲଡୁମେର ଗାଁ ଠାରେ ଏକ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ନିୟମଗିରି ଅଞ୍ଚଳରେ ମାଓ ସଂଗଠନ ସକ୍ରିୟ ହୋଇ ବଂଶୀଧାର-ଘୁମୁସର-ନାଗାବଳୀ…

କଳାହାଣ୍ଡି: ଜଙ୍ଗଲରୁ ନିଖୋଜ ହେଲେ ଫରେଷ୍ଟ ଗାର୍ଡ, ୯ ଦିନ ହେବ ମିଳୁନି ପତ୍ତା

କଳାହାଣ୍ଡି(କେ ନ୍ୟୁଜ): ଜଙ୍ଗଲରୁ ନିଖୋଜ ହେଲେ ଫରେଷ୍ଟ ଗାର୍ଡ । ଗତ ୨୧ ତାରିଖରୁ କଳାହାଣ୍ଡି-ସିକେରକୁପା ବନବିଭାଗ ଅଧୀନରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ଅଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଖିକସାଭଟ୍ଟା ବିଟ୍‌ ଧାନବାହାଲିଠାରେ ଶେଷ ଥର ପାଇଁ ତାଙ୍କୁ…

କଳାହାଣ୍ଡି: ଡାଇରିଆ ବ୍ୟାପି ୧୩ ଆକ୍ରାନ୍ତ,୬ ଗୁରୁତର

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍କ ପଞ୍ଚାୟତର ଡୁର୍ଲାବୁଣ୍ଡେଲ ଓ ସାକେଶକୁଣ୍ଡରୁ ଗ୍ରାମରେ ଡାଇରିଆ ବ୍ୟାପି ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତ ୧୪ ତାରିଖରୁ ଏହି ଗାଁରେଝାଡାବାନ୍ତି…