Browsing Tag

kalia Scheme

କାଳିଆ ଯୋଜନା ନେଇ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ, କହିଲେ ୫୬ରୁ ଲକ୍ଷେ ଅଯୋଗ୍ୟ

ଭୁବନେଶ୍ୱର(କେ ନ୍ୟୁଜ): କାଳିଆ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୧୪ ହଜାର ୭୦୭ ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ୧ ଲକ୍ଷ ୪ ହଜାର ୭୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନା ନେଇ…

କାଳିଆ ଯୋଜନା ଓ ପିଏମ କିଷାନର ହୋଇପାରେ ମିଶ୍ରଣ, ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

କେନ୍ୟୁଜ୍(ବ୍ୟୁରୋ):କାଳିଆ ଯୋଜନା ଓ ପିଏମ କିଷାନର ହୋଇପାରେ ମିଶ୍ରଣ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ବିଧିବଦ୍ଧ ନିଷ୍ପତ୍ତି ଘୋଷଣାକୁ ଅପେକ୍ଷା । ୨୦୧୮ ଡିସେମ୍ବର ୨୧ତାରିଖରେ ରାଜ୍ୟର କୃଷକଙ୍କ ଉନ୍ନତି ପାଇଁ ସରକାର…

କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ନ୍ଦ୍ୱନ୍ଦ୍ୱ

ଭୁବନେଶ୍ବର(କେନ୍ୟୁଜ୍): କାଳିଆ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ନ୍ଦ୍ୱନ୍ଦ୍ୱ । ପୂର୍ବରୁ କୃଷିମନ୍ତ୍ରୀ ଗୋଟିଏ ତଥ୍ୟ ଦେଇଥିବା ବେଳେ ଏବେ ବିଧାନସଭାେରେ ଦେଇଛନ୍ତି ଭିନ୍ନ ତଥ୍ୟ । କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ସୃଷ୍ଟି ହୋଇଛି ପୁଣିଥରେ ନ୍ଦ୍ୱନ୍ଦ୍ୱ । ପୂର୍ବରୁ କାଳିଆର…

ଆସନ୍ତା ମାସରୁ କାଳିଆ ହିତାଧିକାରୀଙ୍କ ତାଲିକା ଦେବେ ରାଜ୍ୟ ସରକାର, ସୂଚନା ଦେଲେ କୃଷିମନ୍ତ୍ରୀ

କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ। ଏହି ଶୀର୍ଷକରେ ବିଧାନସଭାରେ ବିରୋଧୀ ବିଜେପି ଆଣିଥିବା ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି । ବିଜେପିର ଯୁକ୍ତି, ରାଜ୍ୟରେ ୫୪ ଲକ୍ଷ ୨୪ ହଜାର ଚାଷୀଙ୍କ ଉପରେ ୨୬ ହଜାର ୬୦୬ କୋଟି ଟଙ୍କା ଋଣ ଥିଲା।…

କାଳିଆ ଯୋଜନାରେ ଅଧିକ ବ୍ୟୟ ବରାଦ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩୨୩୪ କୋଟି

କାଳିଆ ଯୋଜନାରେ ଅଧିକ ବ୍ୟୟ ବରାଦ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ହେବ ଅଧିକ ୩ ହଜାର ୨୩୪ କୋଟି ଟଙ୍କା । କାଳିଆ ଯୋଜନାରେ ୩୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ସାମିଲ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ପହଞ୍ଚିଛି ୭୫ ଲକ୍ଷରେ । ଏମାନଙ୍କ…

ରାଜନୈତିକ ଦଳ ଚାପରେ କାଳିଆ ସହାୟତା, ଇସିଙ୍କୁ ଭେଟି ଅଭିଯୋଗ ଜଣାଇଲା ବିଜେଡି ଟିମ୍‌

ଭୁବନେଶ୍ବର : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଦୌଡ଼ିଲେ। କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଶେଷରେ ବିଜେଡି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛି । ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିଲା ୨୫ ଲକ୍ଷ କାଳିଆ ହିତାଧିକାରୀଙ୍କ ତାଲିକା । ପଞ୍ଚାୟତରେ ତାଲିକା ଝୁଲିଲା । କିନ୍ତୁ…

ଅଟକି ଯାଇଛି କାଳିଆ ଟଙ୍କା, ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ

ଭୁବନେଶ୍ବର : ଅଟକି ଯାଇଛି କାଳିଆ ଟଙ୍କା । ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ନିର୍ବାଚନ ଆଚରଣ ବିଧି ଦର୍ଶାଇ କାଳିଆ ଅର୍ଥ ବନ୍ଦ କରାଯାଇଛି। ଯାହାକୁ ନେଇ ବିଜେଡିର କଡ଼ା ଆପତ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ଦଳ। ଆଉ ଆଜି ବହୁ ସଂଖ୍ୟା ବଲାଙ୍ଗିରରୁ ଚାଷୀମାନେ…

କାଳିଆ ଯୋଜନାକୁ ନେଇ ରାଜନୈତିକ ଛକାପଞ୍ଝା, ଅଟକିଲା ୧୩ ଲକ୍ଷ ହିତାଧିକାରୀଙ୍କ ସହାୟତା

ଭୁବନେଶ୍ବର : ନିର୍ବାଚନୀ ଉଷ୍ମତା ବଢୁଥିବା ବେଳେ କାଳିଆ ଯୋଜନାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । ଆଉ ୧୩ ଲକ୍ଷ ହିତାଧିକାରୀଙ୍କୁ ମିଳିବନି ସହାୟତା । ବିଜେପି ଚାପରେ ରାଜ୍ୟରେ କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାରେ ସହାୟତା ରାଶି ପ୍ରଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ରୋକ…

ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରି ଦିଆଯାଇଛି : ବିଜେଡି

ଭୁବନେଶ୍ବର : ରାଜ୍ୟର କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଛନ୍ତି । ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରି ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ବିରୋଧରେ ନିର୍ବାଚନ କମିଶନଙ୍କ ଫେରାଦ ହେବ ବିଜେଡି। ଏହି…

କୌଣସି ବି ଯୋଗ୍ୟ ହିତାଧିକାରୀ କାଳିଆରୁ ହେବେ ନାହିଁ ବଞ୍ଚିତ, ଆଜି ପ୍ରକାଶ ପାଇବ ଚିଠା ତାଲିକା

ଆଜି ପ୍ରକାଶ ପାଇବ କାଳିଆ ଯୋଜନାରେ ଚିଠା ତାଲିକା । ଏହା ପରେ ହିତାଧିକାରୀଙ୍କ ତାଲିକାକୁ ଯାଞ୍ଚ କରାଯିବ । ନିକଟରେ ରାଜ୍ୟ ସରକାର ଆଉ ୧୦ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନାମମାତ୍ର, କ୍ଷୁଦ୍ର,…

କାଳିଆ-କିଷାନ ନେଇ ରାଜ୍ୟ ରାଜନୀତି ସରଗରମ, ମୋଦି ପାଦେ ଆଗକୁ ବଢିଲେ ଦି ପାଦ ଆଗକୁ ଯାଉଛନ୍ତି ନବୀନ ସରକାର

ଭୁବନେଶ୍ବର : ଆଗକୁ ନିର୍ବାଚନ । ତା ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି । ବିଜେପି ପାଦେ ତ ବିଜେଡି ଦି ପାଦ ଆଗରେ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି । ତିନୋଟି…

କାଳିଆ ଯୋଜନାକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣରେ କାଳିଆ ଯୋଜନା । ଏହି ଯୋଜନାରେ ୯୨ ପ୍ରତିଶତ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ । ଏ ଭିତରେ ୧୨.୪୫ ଲକ୍ଷ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଓ ପ୍ରାୟ ୫୮ ହଜାର ଭାଗଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ହିସାବରେ ୬୫୨ କୋଟି ଟଙ୍କା…