Browsing Tag

kandhamal

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ, ଶୁଖିଲା ପତ୍ରରେ ତିଆରି କରୁଛନ୍ତି ଜୀବନ୍ତ ଚିତ୍ର

ପତ୍ରରେ କରୁଛନ୍ତି ଜୀବନ୍ତ ଚିତ୍ର । ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ସାଧାରଣ ପତ୍ରକୁ ନେଇ ହାତର ଯାଦୁ ଦେଖାଉଛନ୍ତି । ବର୍ତ୍ତମାନର ଆଧୁନିକ ଯୁଗର ଲୋକମାନେ ମୋବାଇଲରେ ସମୟ ଦେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ କଳାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯାହା…

ବସ୍‌କୁ ଅପେକ୍ଷା କରିଥିବା ବେଳେ ଚଢ଼ିଗଲା ବୋଲେରୋ, ବାପା ମୃତ, ପୁଅ ଗୁରୁତର

କନ୍ଧମାଳ (କେନ୍ୟୁଜ): ବସ୍‌କୁ ଅପେକ୍ଷା କରିଥିବା ବେଳେ ବାପାପୁଅଙ୍କ ଉପରେ ଚଢ଼ିଗଲା ବୋଲେରୋ। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ। ମୃତ…

ଗାଧେଇବା ସମୟରେ ଭାସିଗଲେ ୨ ନାବାଳିକା: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

କନ୍ଧମାଳ(କେନ୍ୟୁଜ୍):  ଗାଧେଇବା ସମୟରେ ଭାସିଗଲେ ୨ ନାବାଳିକା । ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ । କନ୍ଧମାଳ କୋଟଗଡ଼ ବ୍ଲକ ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।  ନବମ ଶ୍ରେଣୀ ଛାତ୍ରୀ ଆନନ୍ତି ଗାଉଁଟିଆଙ୍କୁ ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ…

ବ୍ରିଜରୁ ଖସି ପଡି ନଦୀରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ବ୍ରିଜରୁ ଖସି ନଦୀରେ ଭାସିଗଲେ ଯୁବକ । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ଅଂଚଳରେ ଅଘଟଣ ଘଟିଛି। ନିଖୋଜ ଯୁବକ ହେଲେ ଲଣ୍ଡାଗାଁ ପଂଚାୟତ କର୍ଣ୍ଣିବେଡା ଗାଁର ଚୈତନ୍ୟ ନାୟକ । ଆଜି ସକାଳ ୮ଟାରେ ଯୁବକ ଜଣକ ମୁଠାବାଲି ବ୍ରିଜରେ ବସିଥିଲେ । ଅସାବଧାନତା ଯୋଗୁ ଖଡଗ୍ ନଦୀରେ ଖସି…

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ବଦଳିଲେ IIC ଓ ୨ କନେଷ୍ଟବଳ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ତନାଘନା ତଦନ୍ତ ଚାଲିଛି । କିଏ ଜାଳିଲା ଥାନା ? କାହିଁକି ଓ କେଉଁ ପରିସ୍ଥିତିରେ ଲଙ୍କାକାଣ୍ଡ ହେଲା ? ୧୯ ଜଣଙ୍କୁ ଗିରଫ କରାଯାଇଥିବା କନ୍ଧମାଳ ଏସ୍ ପି ପାତ୍ର କହିଛନ୍ତି । ଖୁବଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ…

ବର୍ଷା ଯୋଗୁ କଟିଲା ଲାଇନ, ଅନ୍ଧାରରେ ସାପ କାମୁଡ଼ାରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର

କନ୍ଧମାଳ (କେନ୍ୟୁଜ): ପୁଣି ସାପ ନେଲା ଜୀବନ । ସର୍ପାଘାତରେ ସ୍ୱାମୀ ଆଖି ବୁଜି ଦେଇଥିବା ବେଳେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ପତ୍ନୀ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ । ମୃତକଙ୍କ ନାମ ବିମଳ କହଁର ଏବଂ ଗୁରୁତର…

କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗ: ୧୧ ଅଭିଯୁକ୍ତ ଗିରଫ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ ବାରବା ସେକ୍ସନ ବାଦଗଡ଼ ଜଙ୍ଗଲରେ ଏକ କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗରେ ୧୧ ଅଭିଯୁକ୍ତ ଗିରଫ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ…

ମୁମ୍ବାଇରେ କାମ କରିବାକୁ ଡାକି ନେଇ ବାଲିଗୁଡ଼ାର ଯୁବକଙ୍କ ହାତ କାଟି ଦେଲେ, ମାମଲା ରୁଜୁ କଲା ପୋଲିସ

ବାଲିଗୁଡ଼ା(କେନ୍ୟୁଜ୍): କେତେ ସାଙ୍ଘାତିକ ହୋଇପାରେ ଷଡଯନ୍ତ୍ର । ବାଲିଗୁଡା ରୁ ବ୍ଲିୁ ପ୍ରିଣ୍ଟ, ଆଉ ମୁମ୍ବାଇରେ ଟାର୍ଗେଟ। ବାଲିଗୁଡା ରୁ ମୁମ୍ବାଇ କାମ କରିବାକୁ ଡାକି ନେଇ ପୂର୍ବ ଯୋଜନା ମୁତାବକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ଆସିଛି ଅଭିଯୋଗ । ଆଉ ସବୁଠୁ ଭୟଙ୍କର କଥା…

ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ, କନ୍ଧମାଳରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆନୁଷ୍ଠାନକି ଭାବେ ଆରମ୍ଭ କଲେ ସେବା

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଡ. ସାମନ୍ତ ଓଡ଼ିଶାର…

ସକାଳୁ ସକାଳୁ ଦୁର୍ଘଟଣା : ବୋଲେରୋ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଶ୍ରୀଗୁଣୀ ଗାଁ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଥିବା ବୋଲେରୋଟି ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବୋଲି ଜଣାପଡିଛି। ମୃତ ସ୍କୁଟି ଆରୋହୀ ଜଣକ…