Browsing Tag

kerala

ପାରିବାରିକ କଳହ ଯୋଗୁଁ ୩ ନାବାଳିକା ଝିଅର ତଣ୍ଟି କାଟିଲା ବାପା, ଶେଷରେ ନିଜେ କଲା ଆତ୍ମହତ୍ୟା

ବୈବାହିକ କଳହର କରୁଣ ପରିଣତି । ନିଜ ୩ ଝିଅଙ୍କ ଗଳା କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲା ପାଲାରେ ଘଟିଛି ଏମିତି ଘଟଣା । ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ…

ଇଂଜିନିୟର ଯୁବକଙ୍କ ଅଦ୍ଭୁତ କାରନାମା : ମହିଳାଙ୍କ ଓ୍ଵାସରୁମରେ ବୁର୍ଖା ପିନ୍ଧି ନିଜ ମୋବାଇଲରୁ କରୁଥିଲା ଭିଡିଓ, ଗିରଫ…

ମହିଳାଙ୍କ ଓ୍ଵାସରୁମରୁ ଭିଡିଓ ବନାଇବା ପଡିଲା ଭାରୀ । ଏହ ଅପରାଧରେ ପୋଲିସ ଗିରଫ କରିଛି ଜଣେ ବିଟେକ ଯୁବକଙ୍କୁ । ଘଟଣାଟି ଘଟଛି କେରଳର ଏକ ଲୋକପ୍ରିୟ ଲୁଲୁ ମଲରେ । ୨୩ ବର୍ଷ ବୟସ୍କ ଜଣେ ବିଟେକ ଇଂଜିନିୟର ଜଣକ ଏହି ମଲର ଓ୍ଵାସରୁମରେ ନିଜର ମୋବାଲକୁ ଏକ ବକ୍ସ ଭିତରେ ସେଟ କରି ରଖିଥିଲେ ।…

ବଦଳିବ ‘କେରଳ’ ରାଜ୍ୟର ନାମ, ବିଧାନସଭାରେ ପାସ୍‌ ହେଲା ପ୍ରସ୍ତାବ

ବହୁତ ଜଲ୍‌ଦି କେରଳ ରାଜ୍ୟର ନାମ ପରିବର୍ତ୍ତନ ହେବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ନେଇ ଏକ ପ୍ରସ୍ତାବ ଉପସ୍ଥାପିତ କରିଥିଲେ। ଏହି ପ୍ରସ୍ତାବକୁ କୌଣସି ଦଳ ନା ବିରୋଧ କରିଥିଲେ ନା ସଂଶୋଧନ…

ସବୁ ସୀମା ପାର କଲା ମଣିଷ ! ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି କଲା ହତ୍ୟା, ଅଭିଯୁକ୍ତ ଗିରଫ

ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର…

ଚାନ୍ଦା ଆଦାୟ କରି ୧୧ ଜଣ ମହିଳା କିଣିଥିଲେ ଲଟେରୀ ଟିକେଟ, ୧୦ କୋଟିର ଜ୍ୟାକପଟ୍‌ ଲାଗିଲା

ଚାନ୍ଦା ଆଦାୟ କରି କୋଟିପତି ହୋଇଛନ୍ତି କେରଳର ୧୧ ଜଣ ମହିଳା । ଲଟେରୀ ଟିକେଟ କିଣିବା ପାଇଁ ୨୫୦ ଟଙ୍କା ନଥିଲା, ହେଲେ ଆଜି ୧୦ କୋଟି ଟଙ୍କାର ମାଲିକ । କେରଳର ୧୧ଜଣ ମହିଳା ନିଜ ନିଜ ଭିତରେ ଚାନ୍ଦା କରି କିଛି ସପ୍ତାହ ତଳେ ୨୫୦ଟଙ୍କିଆ ଲଟେରୀ ଟିକେଟ୍ କିଣି ୧୦ କୋଟି ଟଙ୍କା ଜିତିଛନ୍ତି ।…

ଆମିବା ଯୋଗୁଁ ୧୫ ବର୍ଷୀୟ ବାଳକ ମୃତ, ସୁଇମିଂ ପୁଲରେ ଗାଧୋଇଥିବା ବେଳେ ନାକ ମାଧ୍ୟମରେ ପ୍ରବେଶ କରିଥିଲା

କେରଳର ଆଲ୍ଲାପୁଝା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ବ୍ରେନ୍‌ ଇଟିଂ ଆମିବା ଦ୍ୱାରା ହୋଇଛି । ଆଲ୍ଲାପୁଝା ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର ଗାଧୋଇବା ସମୟରେ ତାଙ୍କ ନାକ ମାଧ୍ୟମରେ ପ୍ରବେଶ କରିଥିଲା ମସ୍ତିଷ୍କ ଖାଉଥିବା ଆମିବା। ଫଳରେ ଆଲ୍ଲାପୁଝା ପୋକାକାଲର ୧୫ ବର୍ଷୀୟ ଗୁରୁନାଥଙ୍କର…

ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଦାବି କଲେ ୭ ମେଡିକାଲ୍‌ ଛାତ୍ରୀ, ଚିଠି ଲେଖି କହିଲେ, ଶୀଘ୍ର ଅନୁମତି ଦିଆଯାଉ…

କେରଳର ଏକ ମେଡିକାଲ୍‌ କଲେଜର ୭ ଛାତ୍ରୀ ହିଜାବ ପିନ୍ଧିବାକୁ ଦାବି କରିଛନ୍ତି। ଏଥିପାଇଁ ସେମାନେ କଲେଜ ପ୍ରିନ୍ସିପାଲ୍‌ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ହିଜାବ ନିୟମ ପାଳନ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଉ। ଥିରୁଅନନ୍ତପୁରମରେ…

ସ୍ତ୍ରୀ ସହ ଛାଡ଼ପତ୍ର ମାମଲା ନେଇ କୋର୍ଟ ଯାଇଥିଲେ ବ୍ୟକ୍ତି, ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଭାଙ୍ଗିଦେଲେ ବିଚାରପତିଙ୍କ…

କେରଳର ଥିରୁଭଲାରେ ଜଣେ ବ୍ୟକ୍ତି ବିଚାରପତିଙ୍କ କାର୍‌ ବାଡ଼େଇ ଭାଙ୍ଗି ଦେଇଛନ୍ତି। ବ୍ୟକ୍ତି ଜଣକ ନିଜର ବୈବାହିକ ବିବାଦକୁ ନେଇ ପତ୍ନୀଙ୍କ ସହ ଫ୍ୟାମିଲି କୋର୍ଟ ଯାଇଥିଲେ। ଯେତେବେଳେ ବିଚାରପତି ନିଜର ରାୟ ଶୁଣାଇଥିଲେ, ସେତେବେଳେ ବ୍ୟକ୍ତି ଜଣକ ରାଗି ଯାଇଥିଲେ ଏବଂ ବିଚାରପତିଙ୍କ କାର୍‌କୁ…

ତାତିରୁ ମିଳିବ ମୁକ୍ତି : ଆଉ ୩ ଦିନରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ) : ଆଉ ୩ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଖୁବଶୀଘ୍ର କେରଳ ଛୁଇଁବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ଧୀରେ ଧୀରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତ ଉପଦ୍ୱୀପ…

ଦୁଇମାସ ପରେ ପୁଣି ଅଲପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୋଟେ ବଗି ଜଳିପୋଡି ପାଉଁଶ

ଅଲପୁଝା -କନ୍ନୁର ଏକଜିକ୍ୟୁଟିଭ ଏକ୍ସପ୍ରେସ ଟ୍ରେନରେ ପୁଣି ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ରାତି ୧.୨୫ରେ ଟ୍ରେନରେ ଜେନେରାଲ କୋଚରେ ଲାଗିଛି । ତେବେ ଘଟଣା ବିଷୟରେ ସୂଚନା ମିଳିବା ପରେ ଷ୍ଟେସନ ମାଷ୍ଟର ଏବଂ ଡ୍ୟୁଟିରେ ଥିବା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦମକଳ ଗାଡି ପହଞ୍ଚି…

ନୂଆ ବାହା ହୋଇଥିଲେ ଦମ୍ପତି…ଘର ଭିତରେ ୩ ପିଲାଙ୍କୁ ହତ୍ୟା କରି ନିଜେ ଫାଶୀ ଲଗାଇ ଝୁଲି ପଡ଼ିଲେ

କେରଳର କନ୍ନୁର ଜିଲ୍ଲାର ଚେରୁପୁଝାରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଘର ଭିତରୁ ୩ ପିଲାଙ୍କ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ମିଳିଛି। ପୋଲିସ ସୂଚନା ମୁତାବକ, ଏହା ହତ୍ୟା ଏବଂ ଆତ୍ମହତ୍ୟା ଘଟଣା। ଗତ ସପ୍ତାହରେ ବିବାହ କରିଥିବା ଏକ ନବଦମ୍ପତି ପ୍ରଥମେ…

ରେଜଲ୍ଟ ବାହାରିବା ପୂର୍ବରୁ ଦୁର୍ଘଟଣାରେ ଦଶମ ଟପ୍ପରଙ୍କ ଚାଲିଗଲା ଜୀବନ, ହେଲେ ବଂଚାଇ ଦେଇଗଲେ ଆଉ ୬ ଜଣଙ୍କୁ

ତିରୁଓ୍ଵନନ୍ତପୁରମ : ବେଳେ ବେଳେ ଲୋକେ ଏପରି କାମ କରି ଯାଆନ୍ତି ଯେ ସେ ମରି କି ବି ଅମର ହୋଇ ଯାଆନ୍ତି । ଏମିତି ଏକ ଘଟଣା ଘଟିଯାଇଛି କେରଳରେ । ଜଣେ ଦଶମ ଶ୍ରେଣୀ ଛାତ୍ର ତାଙ୍କର ମୃତ୍ୟୁ ପୂର୍ବରୁ ୬ ଜଣଙ୍କ ଜୀବନ ବଂଚାଇ ଯାଇଛନ୍ତି । କେରଳର ତିରୁଓ୍ଵନନ୍ତପୁରମରେ ଜଣେ ଛାତ୍ର ୧୦ମ ପରୀକ୍ଷାରେ…