କିଆରାଙ୍କ ଝଲକ ପାଇବା ପାଇଁ ୫୧ ମହଲାର ସିଢି ଚଢିଗଲେ ଫ୍ୟାନ୍, ଜାଣନ୍ତୁ ତା’ ପରେ କ’ଣ ହେଲା
କିଆରା ଆଡଭାନୀଙ୍କ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ ବକ୍ସ ଅଫିସରେ ଭଲ ଆୟ କରୁଛି। ଯାହାକୁ ନେଇ ଫିଲ୍ମର ଷ୍ଟାରକାଷ୍ଟଙ୍କ ଠାରୁ ଆରମ୍ଭ କରି ନିର୍ମାତା ଓ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ହିଛନ୍ତି। ଏହି ଫିଲ୍ମରେ କିଆରାଙ୍କ ଭୂମିକାକୁ ବେଶ୍ ପସନ୍ଦ କରୁଛନ୍ତି ଲୋକେ। ସୋସିଆଲ ମିଡିଆରେ…