Browsing Tag

kidney

ଛତିଶଗଡ଼: ମହିଳାଙ୍କ ଶରୀରରେ ମିଳିଲା ୩ କିଡ୍‌ନୀ; ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ…ବିଶ୍ୱରେ ୧୦୦ଟି ମାମଲା

ମହିଳାଙ୍କ ଶରୀରରେ ତିନି ତିନୋଟି କିଡ୍‌ନୀ। ଛତିଶଗଡ଼ର ଭିଲାଇରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ବେଳେ ଜଣେ ମହିଳାଙ୍କ ଶରୀରରେ ୩ଟି କିଡ୍‌ନୀ ଚିହ୍ନଟ ହୋଇଛି। ମହିଳା ପ୍ରଥମେ ଶରୀର ଯନ୍ତ୍ରଣା ଏବଂ ସଂକ୍ରମଣ ନେଇ ଅଭିଯୋଗ କରିଥିଲେ। ଯେତେବେଳେ ହସ୍ପିଟାଲରେ ତାଙ୍କର ସିଟି…

କିଡନୀ ଦାନ କରି ଝିଅର ଜୀବନ ବଞ୍ଚାଇଲେ ମା’, ମାତୃତ୍ୱ ପାଇଁ କଲେ ଏପରି

ମା’ ନିଜ ପିଲାମାନଙ୍କ ପାଇଁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ କରିପାରେ । ନିଜ ପିଲାଙ୍କ କଷ୍ଟକୁ ମା’ ହିଁ ବୁଝିଥାଏ । ପିଲାମାନଙ୍କ ଆଖିରେ କେବେ ଲୁହ ନଆସିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାଏ ମା’ । ନିଜ ମାତୃତ୍ୱ ପାଇଁ କିଛି ବି କରିପାରେ ମା’ । ତେବେ ଜଣେ ମା’ ନିଜ ଝିଅର ଜୀବନ…

୩୦ ପରେ ମହିଳାଙ୍କୁ କିଡନୀ ରୋଗର ସମସ୍ୟା ଅଧିକ, ଜାଣନ୍ତୁ କଣ ରହିଛି କାରଣ

(କେନ୍ୟୁଜ ବ୍ୟୁରୋ): କିଡନୀ ରୋଗ ସହିତ ଜଡ଼ିତ ସମସ୍ୟା କୌଣସି ମଣିଷର ଯେକୌଣସି ସମୟରେ ଦେଖାଯାଇପାରେ । କିନ୍ତୁ ମହିଳାମାନେ ଏହି ସମସ୍ୟାରେ ଅଧିକ ପ୍ରଭାବିତ ହୋଇଥାନ୍ତି । ୩୦ ବର୍ଷ ପରେ ଅଧିକାଂଶ ମହିଳା କିଡନୀ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିଡନୀ ସହ ଜଡ଼ିତ ସମସ୍ୟା…

କେବେବି ହେବନି ଆପଣଙ୍କ କିଡନୀ ଖରାପ, ଯଦି ଲାଇଫଷ୍ଟାଇଲରେ କରିବେ ଏହି ଚେଞ୍ଜ୍‌

ଆମ ଶରୀରରେ ଥିବା ଦୁଇଟି ଯାକ କିଡନୀ ବହୁତ ଅଧିକ ଗୁରୁତ୍ୱ ବହନ କରେ । ଏଥିପାଇଁ ଏହାର ଯତ୍ନ ରଖିବା ବହୁତ ଜରୁରୀ । ଯଦି ଏହା ବୟସର କୌଣସି ବି ସ୍ତିତିରେ ଖରାପ ହୋଇଯାଏ ତାହେଲେ ଜୀବନ ପ୍ରତି ବିପଦ ଆସିପାରେ । ସାଧାରଣତଃ ଡାଇବେଟିଜ୍‌, ହୃଦ ରୋଗ ଏବଂ ହାଇ ବ୍ଲଡ ପ୍ରେସର କାରଣରୁ ଆମ ଶରୀରକୁ…

କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ, ଶରୀର ରହିବ ସୁସ୍ଥ

କିଡନୀ ଶରୀର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଗ । ଯଦି ଏହା ଖରାପ ହୋଇଯାଏ, ଶରୀର ଉପରେ ବଡ଼ କୁପ୍ରଭାବ ପକାଇଥାଏ । ଏହାଦ୍ୱାରା ଶରୀରରେ ବିଭିନ୍ନ ରୋଗ ହୋଇଥାଏ । କିଡନୀର ପ୍ରଧାନ କାମ ହେଲା ରକ୍ତରୁ ପାଣି ଓ ସୋଡିୟମକୁ ଅଲଗା କରିବା । ଏହା ସହ ପରିଶ୍ରା ଉତ୍ପାଦନ କରିବା । ଏଥିସହିତ କିଡନୀ…

ଇଏ ସ୍ୱାମୀ ନା ରାକ୍ଷସ: ପତ୍ନୀର କିଡ୍‌ନୀ ବିକ୍ରି କରି ଆତ୍ମସାତ କରିଥିଲା ଟଙ୍କା, ଏବେ ବାନ୍ଧିଲା ପୋଲିସ୍

ମାଲକାନଗିରି(କେନ୍ୟୁଜ୍): ପତ୍ନୀର କିଡ୍‌ନୀ ବିକ୍ରି କରିଥିବା ସ୍ୱାମୀ ଗିରଫ । ମାଲକାନଗିରି ଥାନା କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁକୁ ଗିରଫ କରିଛି ପୋଲିସ୍ । କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁଙ୍କର ୧୨ବର୍ଷ ତଳେ ବିବାହ ହୋଇଥିଲା। ତାଙ୍କର ଗୋଟିଏ ଝିଅ ଓ ପୁଅ ମଧ୍ୟ ଅଛି। ଯୌତୁକ ପାଇଁ…

ଏହି କଳା ଖାଦ୍ୟ ଆପଣଙ୍କ କିଡନୀ ପାଇଁ ହୋଇଥାଏ ବହୁତ ଲାଭକାରୀ,ଜାଣନ୍ତୁ ଏହାର ଫାଇଦା

ବିଶେଷଜ୍ଞଙ୍କ ମତରେ ବ୍ଲାକ ଫୁଡ୍ସ ବା କଳା ଖାଦ୍ୟ ଆମ କିଡନୀ ପାଇଁ ବହୁତ ଲାଭକାରୀ ହୋଇଥାଏ । ବ୍ଲାକ ଫୁଡ କିଡନୀର ବହୁ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । କିଡନୀ ଆମ ଶରୀରର ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରର ଫ୍ଲିଟର କାମ କରିଥାଏ । ଏହା ରକ୍ତରୁ ଟକ୍ସିକ ସାମଗ୍ରୀ ମୁତ୍ର…

କରଜ ଯୋଗୁଁ କିଡନୀ ବିକ୍ରି ପାଇଁ ଯୁବକ କରିଥିଲେ ଜବରଦସ୍ତ ପ୍ଲାନ୍‌, ଏବେ କିଡନୀ ବି ଗଲା ଆଉ ଟଙ୍କା ବି

ଆଜିକାଲି ସୋସିଆଲ ମିଡିଆରେ ଜରିଆରେ ଲୋକେ ପଇସା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆକୁ ଭଲରେ ହେଉ ଅବା ଖରାପରେ ହେଉ ଲୋକେ ବ୍ୟବହାର କରି ପଇସା ଆୟ କରୁଛନ୍ତି। ଏହି ସୋସିଆଲ ମିଡିଆ ଯୋଗୁଁ କିଏ ରାତାରାତି ଷ୍ଟାର ପାଲଟୁଛି ତ ଆଉ କିଏ ଚୋର ହେଇଯାଉଛି। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଏଟାରେ…

ଜାଣନ୍ତୁ ଚା’ ଓ ବାସି ଚା’ ମଧ୍ୟରେ କ’ଣ ରହିଛି ଫରକ, ବାସି ଚା’ ପିଉଥିଲେ ହୋଇ ଯାଆନ୍ତୁ ସତର୍କ : କିଡନୀ ଉପରେ ମଧ୍ୟ…

ଚା’ କେବଳ ଏହାର ନାଁ ଶୁଣୁ ଶୁଣୁ ଅନେକଙ୍କ ମନରେ ଆବେଗ ଭରିଯାଏ । ଖାଦ୍ୟ ଠାରୁ ମଧ୍ୟ ପ୍ରାୟ ଶତ ପ୍ରତିଶତ ଲୋକେ ଦିନକୁ ଚା’ ପିଅନ୍ତି । ପୁଣି ଏହି ଚା’ ପ୍ରକାର ମଧ୍ୟ ରହିଛି । କେବଳ ଚା’ ବିକ୍ରି କରି କେତେ ଲୋକେ ହୋଇଛନ୍ତି କୋଟିପତି , ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ଦେଖିଥିବେ । ଆଜି…

ପୁଅର ଜୀବନ ପାଇଁ ଏମିତି କଲେ ବାପା ମା’, ରାସ୍ତା ଉପରେ ୩୦ କିମି ଦଣ୍ଡ ଯାତ୍ରା କରି ଶ୍ରୀବଳଦେବଜୀଉଙ୍କୁ ଜଣାଇଲେ ଦୁଃଖ

କେନ୍ଦ୍ରାପଡା(କେନ୍ଯୁଜ୍): ସତରେ ବାପା-ମାଆ, ଏମିତି ଦୁଇ ବ୍ଯକ୍ତିତ୍ବ ଯାହାକୁ ଆମେ କାହା ସହ ବି ତୁଳନା କରିପାରିବା ନାହିଁ। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆଙ୍କ ସ୍ନହ ମମତା କେହି ବି କେବେ ଦେଇପାରିବେ ନାହିଁ। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ…

ବଜାରରେ ବିକ୍ରି ହେଉଥିବା ଏହି ୩ ଟି ଦ୍ରବ୍ୟ ହିଁ କିଡନୀ ଖରାପ ପାଇଁ ଯଥେଷ୍ଟ! ପ୍ରତିଦିନ ଖାଉଥିବା ଲୋକ ହୋଇଯାଆନ୍ତୁ…

କିଡନୀ ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନୀ ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ କିଡନୀ । ଶରୀରର ସନ୍ତୁଳନ ରଖିବା କାମ କିଡନୀ ହିଁ କରିଥାଏ । କିଡନୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ…

କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି ୨ ବର୍ଷର କୁନି ଝିଅ ପ୍ରିୟଙ୍କା, ଅପେକ୍ଷା କରିଛି ସହାୟତାକୁ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଂଚାୟତର ବାଙ୍କମୁହାଁ ଗାଁର ୨ବର୍ଷର କୁନି ଝିଅ। ନାଁଟି ହେଉଛି ପ୍ରିୟଙ୍କା । ଜନ୍ମ ପରେ ପରେ ସବୁକିଛି ଭଲ ଥିଲା । ହେଲେ ହଠାତ ଦୁନିଆ କଣ ଜାଣିବା ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ପ୍ରିୟଙ୍କା ।…