Browsing Tag

knewsodisha

IBPS ନିଯୁକ୍ତି: ସରକାରୀ ବ୍ୟାଙ୍କରେ ଖାଲି ପଡିଛି ୪୧ ହଜାର ରୁ ଅଧିକ ପୋଷ୍ଟ,ଶୀଘ୍ର କରନ୍ତୁ ଆପ୍ଲାଏ

ବ୍ୟାଙ୍କରେ ଚାକିରୀ ପାଇବା ପାଇଁ ଆପଣ ଚେଷ୍ଟା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ବର୍ତ୍ତମାନ SBI ଓ PNB ଛଡା ଅନ୍ୟ ସରକାରୀ ବ୍ୟାଙ୍କ ରେ ଖାଲି ପଡିଛି ୪୧ ହଜାର ରୁ ଅଧିକ ପୋଷ୍ଟ । ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ଆଇବିପିଏସ୍ ନିଯୁକ୍ତି ପରୀକ୍ଷା ପାଇଁ…

ଆୟକର ବିଭାଗରୁ କେବେ ଓ କେଉଁଠିକି ଆସିବ ନୋଟିସ? ଜାଣନ୍ତୁ ବିଭାଗ ଜାରି କଲା ସୂଚନା

ବର୍ତ୍ତମାନ ସବୁ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହେଉଛି । ଏହା ସହିତ ସବୁ ମଧ୍ୟ ଡିଜିଟାଲାଇଜ ହୋଇ ଗଲାଣି । ସେଥିପାଇଁ ନିଜର ଆଧାର କାର୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେଉଥିବା ଯୋଗୁ ଆୟକର ବିଭାଗ ମଧ୍ୟ ନିଜ ବିଭାଗର ନୋଟିସ ପଠାଇବା ପାଇଁ ସୂଚନା ଜାରି…

ପାଦ ଓ ହାତ ରେ କୌଶଳ ଦେଖାାଇ ବିଶାଳ ଅହିରାଜକୁ କାବୁ କଲେ ଯବାନ,ଭିଡିଓ ସେୟାର କଲେ IFS ଅଫିସର ସୁସାନ୍ତ ନନ୍ଦ

ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଅନେକ ଭିଡିଓ ଭାଇରାଲ ହେବାର ଦେଖିଥିବେ । କିଛି ଖତରନାକ ଭିଡିଓ ହୋଇଥିବା ବେଳେ ଆଉ କିଛି ଭିଡିଓ ହୋଇଥାଏ ଅଧିକ ଫନି । କିଛି ସମୟରେ ଏହି ଜୀବଜନ୍ତୁ  ଏମିତି କିଛି କରିଦିଅନ୍ତି ଯେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଯାଏ । ଆପଣ ଜାଣିଥିବେ ସରିଶୃପ ମଧ୍ୟରୁ…

ଦୁଇଟି ମନ ଓ ଦୁଇଟି ମୁଣ୍ଡ ହେଲେ ଗୋଟିଏ ଶରୀର,ଏବେ ଏହି କାମ କରୁଛନ୍ତି ଦୁନିଆର ସବୁଠାରୁ ଫେମସ ଟ୍ଵିନ୍ସ ଆବି ଓ…

ଆବି ଓ ବ୍ରିଟ୍ନି ଦୁନିଆର ସବୁଠାରୁ ଫେମସ ଟ୍ଵିନ୍ସ ,ଏମାନଙ୍କୁ କିଏ ବା ନ ଜାଣେ । ଶରୀର ଗୋଟିଏ ହେଲେ ଦୁଇଟି ମନ ,ଏମିତି ଅଦ୍ଭୁତ ଏହି ଟ୍ଵିନ୍ସ । ଜନ୍ମ ନେବା ପର ଠାରୁ ହିଁ ବଞ୍ଚିବା ପାଇଁ ସଂଘର୍ଷ କରିଆସିଛନ୍ତି ଆବି ଓ ବ୍ରିଟ୍ନି । ଏମାନଙ୍କ କାହଣୀ ଯେତିକି ସଂଘର୍ଷମୟ ସେତିକି…

LIC ସରଲ ପେନ୍ସନ୍ ସ୍କିମ୍: ଗୋଟିଏ ପ୍ରିମିୟମରେ ପାଆନ୍ତୁ ଆଜୀବନ ପେନ୍ସନ୍! ଜାଣନ୍ତୁ ସଂପୂର୍ଣ୍ଣ ଯୋଜନା

ବର୍ତ୍ତମାନ ବ୍ୟାଙ୍କ ଗୁଡିକ ନିଜର ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଛି ବିଭିନ୍ନ ପ୍ରକାର ସହାୟତା। ତେବେ ଏହା ସହିତ ଯଦି ଆପଣଙ୍କର କୌଣସି ପେନ୍ସନ୍ ବ୍ୟବସ୍ଥା ରହିଛି ତାହା ମଧ୍ୟ ବ୍ୟାଙ୍କ ସହ ମିଶି ଆପଣଙ୍କୁ ସବୁ ସୁବିଧା ଯୋଗାଇ ଦେଉଛି । ଆପଣ ଯଦି ଏଲଆଇସି ଉପଭୋକ୍ତା। ତେବେ ଆପଣଙ୍କ ପାଇଁ…

ଦାୟିତ୍ୱହୀନତା ପାଇଁ ହେଲା ମାଓବାଦୀ ଆକ୍ରମଣ, ଆଲର୍ଟ ପରେ ବି ଅସୁରକ୍ଷିତ ବସ୍‌ ରେ ଯବାନଙ୍କୁ ପଠାଗଲା

ଗତ ସୋମବାର ଶ୍ରୀନଗରରେ ଯବାନମାନେ ଯାଉଥିବା ବସ୍‌ ଉରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ପଛର କାରଣ ହେଉଛି ଅବହେଳା। କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୁପ୍ତଚର ଏଜେନ୍ସିମାନେ ଗତ ସପ୍ତାହରେ ଅନେକ ଥର ସୂଚନା ଦେଇଥିଲେ…

ସ୍ପେନରେ ମିଳିଲା ଡାଇନେସୋର ୩୦ଟି ଅଣ୍ଡା , ପୁଣି ଦୁନିଆକୁ ଫେରିବେ କି ଡାଇନେସୋର ?

ଦିନ ଥିଲା ଆଜିଠାରୁ ପ୍ରାୟ କୋଟି ବର୍ଷ ପୂର୍ବରୁ ମଣିଷ ରହୁଥିବା ଦୁନିଆରେ ହିଁ ରାଜ କରୁଥିଲେ ଡାଇନେସୋର । ହେଲେ ପରେ ଲୋପ ପାଇଗଲା ଏହି ବିଶାଳକାୟ ଜୀବଙ୍କର ବଂଶ । ହେଲେ ବର୍ତ୍ତମାନ ଡାଇନୋସର କାହାଣୀ କେବଳ ଚଳଚ୍ଚିତ୍ର ଏବଂ ବହିରେ ହିଁ ଦେଖିବାକୁ ମିଳୁଛି ଓ ଶୁଣିବାକୁ ମିଳୁଛି | ଡାଇନୋସର…

EPFO ନୂଆ ରୁଲ, ନୂଆ ବର୍ଷ ପୂର୍ବରୁ ଜଲ୍ଦି ସାରି ଦିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ

ବର୍ତ୍ତମାନ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବ୍ୟାଙ୍କ ହେଉ ଅବା ଅଟୋ ମୋବାଇଲ , ସବୁ ଥିରେ ଟେକ୍ନୋଲୋଜିର ପରିବର୍ତ୍ତନ ହେଉଛି । ନୂଆ ରୁଲ ରେଗୁଲେସନ ସବୁ ଆସୁଛି , ଏମିତିକି ନିଜ ପରିଚୟପତ୍ରର ମଧ୍ୟ ଅପଡେଟ ହେଉଛି । ଯଦି ଆପଣ ଚାକିରୀ କରିଛନ୍ତି ଓ ଆପଣଙ୍କ ଖାତା ପିଏଫ…

ଅନ୍ଧବିଶ୍ବାସରୁ ବାଦ ପଡିନାହାନ୍ତି ବଲିଉଡ ଷ୍ଟାର: କିଏ ପିନ୍ଧୁଛି ଦୁଇଟି ଘଣ୍ଟା ତ କିଏ ପାଦରେ ବାନ୍ଧିଛି କଳା ଫିତା

ସମସ୍ତଙ୍କର କୌଣସି ନା କୌଣସି ଜିନିଷକୁ ନେଇ ଅନ୍ଧବିଶ୍ୱାସ ରହିଛି । ଯାହା ପାଇଁ ଅନେକ ଲୋକ କିଛି ନା କିଛି ପନ୍ଥା ଆପଣାଉଛନ୍ତି । ଏମିତିକି ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଗୁଡ୍‌ ଲକ୍‌ ପାଇଁ ଏମାନେ ମଧ୍ୟ ଏମିତି କିଛି ଜିନିଷ କରନ୍ତି ଆପଣ ଜାଣିଲେ ହୁଏତ…

ଏହି ରହସ୍ୟମୟ ହ୍ରଦରେ କେହି କରିପାରିବେନି ଆତ୍ମହତ୍ୟା , ହ୍ରଦ ଭିତରକୁ ଯିଏ ଡେଇଁବ ଆପେ ଆପେ ଭାସିବ

ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଏକ ରହସ୍ୟମୟ ହ୍ରଦ।ଯେଉଁଠି ଜଣେ ଚାହିଁ ମଧ୍ୟ ବୁଡି ପାରିବ ନାହିଁ, ଆପେ ଆପେ ହିଁ ପହଁରିବାକୁ ଲାଗିବ । ଆପଣ ନିଶ୍ଚିତ ଭାବରେ ବିଦ୍ୟାଳୟରେ ପଢୁଥିବା ସମୟରେ ଲୁଣିଆ ଜଳରେ ଅନେକ ଏକ୍ସପେରିମେଣ୍ଟ ବା ପରୀକ୍ଷଣ କରିଥିବେ|ଏହି ପରୀକ୍ଷଣଗୁଡିକ…

କଳିଯୁଗ ପରେ ଆସିବ ଏହି ଯୁଗ, ଏବେଠୁ ହୋଇଯାଆନ୍ତୁ ସତର୍କ

ପୂର୍ବରୁ ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗ ଥିଲା । ଅବଶ୍ୟ ସବୁ ଜିନିଷ ଆରମ୍ଭ ହୋଇଛି ମାନେ ଅନ୍ତ ମଧ୍ୟ ସୁନିଶ୍ଚିତ । ହିନ୍ଦୁ ଧର୍ମ ଗ୍ରନ୍ଥରେ ଚାରିଟି ଯୁଗ ସତ୍ୟଯୁଗ , ତ୍ରେତୟାଯୁଗ , ଦ୍ୱାପର ଯୁଗ ଓ କଳିଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଆମେ କଳିଯୁଗରେ ହିଁ ବଞ୍ଚିଛୁ ।…

ଆମ ଦେଶରେ ଏମିତି ପାହାଡ଼ ଅଛି, କହୁଛି ଗର୍ଭରେ ଝିଅ ଅଛି ନା ପୁଅ

ଗର୍ଭବତୀଙ୍କ ପେଟରେ ଥିବା ସନ୍ତାନର ଲିଙ୍ଗ ନିରୂପଣ କରିବା ଆମ ଦେଶରେ ଆଇନଗତ ଅପରାଧ । ତଥାପି ଲୁଚାଛପାରେ ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ଚୋରା କାମ ଚାଲିଛି । ହେଲେ ଆମ ଭାରତରେ ଅଛି ଏମିତି ଏକ ଗାଁ ଯେଉଁଠି ଅଛି ଏକ ଅଜବ ପର୍ବତ । ଏହି ପର୍ବତକୁ ପଥର ଫିଙ୍ଗିବା ମାତ୍ରେ ଏହା ଜଣାଇଦିଏ…