Browsing Tag

leopard

ବାଘର ଚାଲିଛି ଚିକିତ୍ସା, ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା

ନୂଆପଡା(କେନ୍ୟୁଜ୍): ଅସୁସ୍ଥ ବାଘର ଚାଲିଛି ଚିକିତ୍ସା। ଗତକାଲି ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁ ନିକଟରୁ ବନବିଭାଗ ଗୋଟିଏ କଲରାପତରିଆ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବନବିଭାଗ ବାଘକୁ ନୂଆପଡା ରେଞ୍ଜ କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରୁଛି ।…

ନୂଆପଡ଼ାରେ ମାତିଛି ବାଘ: ପୁଣି ଗୁହାଳରେ ପଶି ବାଛୁରୀ ଉପରେ କଲା ଆକ୍ରମଣ

ନୂଆପଡା (କେନ୍ୟୁଜ): ପୁଣି ବାଘ ଆତଙ୍କ। ନୂଆପଡା ରେଞ୍ଜ ଆମାନାରା ଫରେଷ୍ଟ ବିଟ୍‌ ମୋହରାଡିହ ଗାଁରେ ବାଘ ଆତଙ୍କ । ମୋହରାଡିହି ଗାଁର ଗୋଟିଏ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ ହୋଇଛି । ଦିନ ସମୟରେ ସୁନାବେଡ ଅଭୟାରଣ୍ୟ ସଂଲଗ୍ନ ରହିଥିବା ମୁସରଙ୍ଗ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ବାଘ ରହୁଛି…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ଗାଁରେ ପଶି ବାଛୁରୀକୁ ମାରି ଖାଇଲା, ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ବଢୁଛି ବାଘ ଭୟ। ଗତକାଲି ରାତିରେ ଜଳମଡ଼େଇ ଗାଁର ରାମସିଂ ବାରିକଙ୍କ ଗୁହାଳରେ ପଶି ଗୋଟିଏ ବାଛୁରୀକୁ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସାନମତି ବାରିକ ନାମକ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଟାଣି ନେଇ ମାରିଖାଇ ଦେଇଥିଲା।…

ଗାଁରେ ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ

ସୁନ୍ଦରଗଡ (କେନ୍ୟୁଜ): ବଡଗାଁ ବାନାଞ୍ଚଳ ପାମରା ଜଙ୍ଗଲ ନିକଟରେ ବୁଲୁଛି କଲରାପତରିଆ ବାଘ। ସକାଳୁ ଲୋକେ ଜଙ୍ଗଲ ଆଡକୁ ଯାଉଥିବା ବେଳେ ପାହାଡ ତଳେ ଏକ ବାଘ ଯାଉଥିବାର ଦେଖି ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କ ସହାୟତାରେ ବାଘକୁ ଘଉଡାଇବା ପାଇଁ…

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF, ମାଫିଆ ବୀରେନ ମିତ୍ର ନାୟକ ଗିରଫ

କେନ୍ୟୁଜ୍(ବ୍ୟୁରୋ): STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ ବୀରେନ ମିତ୍ର ନାୟକ। ଏସ୍‌ଟିଏଫ୍‌ ଓ ଟିକାବାଲି ଫରେଷ୍ଟ ଅଫିସର ମିଳିତ ଭାବେ ଚଢାଉ କରି ବୀରେନଙ୍କୁ ଧରିଛନ୍ତି। କନ୍ଧମାଳ ଜିଲ୍ଲା ବ୍ରାହ୍ଣଣୀପଡ଼ା ଗାଁ ନିକଟରୁ…

ମାତିଛି ଚିତା, ଯାହାକୁ ଦେଖୁଛି କରୁଛି ଆକ୍ରମଣ; ସିସିଟିଭିରେ କଏଦ ହେଲା ଲାଇଭ୍‌ ଭିଜୁଆଲ

ସହର ଭିତରକୁ ପଶି ଆସି ଆତଙ୍କ ଖେଳାଉଛି ଚିତା। ଯାହାକୁ ଦେଖୁଛି ଆକ୍ରମଣ କରୁଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ମଧ୍ୟ ଚିତା ବାଘକୁ ଧରିପାରୁନାହାନ୍ତି। ଫଳରେ ଲୋକମାନେ ଆତଙ୍କିତ ଅଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌର ଗୁଣ୍ଡବାର ପାହାଡ଼ପୁର ଓ କଲ୍ୟାଣପୁର…

ଡାକ୍ତରଙ୍କ କ୍ୱାର୍ଟର ପରିସରକୁ ପଶି ଆସିଲା ବାଘ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

କର୍ଣ୍ଣାଟକ: ମେଡିକାଲ କଲେଜ ପରିସରରେ ବାଘ। ଡାକ୍ତରଙ୍କ କ୍ୱାଟର ପରିସରକୁ ପଶି ଆସିଲା କଲରାପତରିଆ ବାଘ। କର୍ଣ୍ଣାଟକର ଚାମରାନଗର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଡାକ୍ତରଙ୍କ ପାଇଁ ନିର୍ମିତ କ୍ୱାର୍ଟରରେ ଏକ କଲରା ପତରିଆ ବାଘ ବୁଲିଥିବାର ଦେଖିବାକୁ ମିଳିଛି। ଏହାର ଭିଜୁଆଲ୍‌…

ନୂଆପଡ଼ା: କୋମନା ରେଞ୍ଜ ଭାରୁଆମୁଣ୍ଡା ବିରସୀଙ୍ଗପଡାରେ କଳରାପତରିଆ ବାଘ ଆତଙ୍କ, ଆଖି ସାମ୍ନାରୁ ଭିଡ଼ି ନେଲା ଛେଳି ଓ…

ନୂଆପଡା(କେନ୍ୟୁଜ୍):  ନୂଆପଡ଼ା ଜିଲ୍ଲା କୋମନା ବନବିଭାଗ ରେଞ୍ଜ ଅନ୍ତର୍ଗତ ଭାରୁଆମୁଣ୍ଡା ବିରସୀଙ୍ଗପଡାରେ କଳରାପତରିଆ ଚିତା ବାଘର ଆତଙ୍କ ଦେଖାଦେଇଛି ।ଗାଁର ନବୀନ ମାଝୀ ନିକଟସ୍ଥ ତଣ୍ଡୁଲପାହାଡକୁ ଛେଳି ଓ ମେଣ୍ଢା ଚରାଇବାକୁ ଯାଇଥିବା ବେଳେ ଚିତା ବାଘ ଅତର୍କିତ ଭାବେ ଆକ୍ରମଣ କରି ଗୋଟିଏ…

୨୦୧୪ ତୁଳନାରେ ୨୦୧୮ରେ ବୃଦ୍ଧି କଲରାପତରିଆ ବାଘଙ୍କ ସଂଖ୍ୟା,ଦି-ଷ୍ଚାଟସ ଅଫ୍‌ ଲିଓପାର୍ଡ ଇନ ଇଣ୍ଡିଆ ୨୦୧୮ ରିପୋର୍ଟରେ…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ଶତପ୍ରତିଶତ ବୃଦ୍ଧି । ୨୦୧୪ ତୁଳନାରେ ୨୦୧୮ରେ ବୃଦ୍ଧି ଘଟିଛି । ୨୦୧୪ରେ ରାଜ୍ୟରେ ୩୧୮ଟି କଲରାପତରିଆ ବାଘ ରହିଥିବା ବେଳେ ୨୦୧୮ରେ ସଂଖ୍ୟା ୭୨୦କୁ ବୃଦ୍ଧି ପାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଦ୍ୱାରା…

ମା’ ମମତାର ନାହିଁ ତୁଳନା, ହିଂସ୍ର ହେଲେ ବି କ୍ଷୀର ଦେଇ ବାଘ ଛୁଆ ପାଳିଲା ଗାଈ

ମା’। ଏହା ଏମିତି ଏକ ଶବ୍ଦ, ଯାହାର ତୁଳନା କାହା ସହିତ ବି ହୋଇପାରିବ ନାହିଁ। ମା’ର ମମତା ଏମିତି, ଯାହା କେବଳ ମଣିଷ ନୁହେଁ ବରଂ ସବୁ ପ୍ରାଣୀ ଅନୁଭବ କରିଥାଏ। ତେବେ କୌଣସି ପ୍ରାଣୀ କେବଳ ନିଜ ପିଲା ନୁହେଁ ବରଂ ଅନ୍ଯ ପିଲା ପାଇଁ ମଧ୍ୟ ସେଭଳି ମମତା ଦେଖାଇଥାଏ। ଏମିତି ଏକ ଫଟୋ ଏବେ ସୋସିଆଲ…

କ୍ରୁରତାରେ ଶେଷ ସୀମା, ପ୍ରଥମେ ମାରିଲେ ଆଉ ତା’ପରେ କାଟିନେଲେ ମୁଣ୍ଡ ଏବଂ ପଞ୍ଝା

ମଣିଷ ସବୁବେଳେ ବର୍ବରତା ଏବଂ କ୍ରୁରତାରେ ଏତେ ତଳକୁ ଖସିଗଲାଣି ଯେ, କେତେବେଳେ କ’ଣ କରୁଛି, ତାହା ଜାଣିପାରୁନାହିଁ। ଦୁଷ୍କର୍ମ, ହତ୍ୟା ଠାରୁ ଆରମ୍ଭ କରି ପଶୁମାନଙ୍କ ପ୍ରତି ଅମାନବିକତା ଦେଖାଇବା ଶେଷ ସୀମାରେ ପହଞ୍ଚିଛି। ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଆପଣ ଏହି…

ଚିତାବାଘ ଓ ହରିଣଛୁଆ ମଧ୍ୟରେ ଘଟିଥିବା ଏହି ଘଟଣା ଆପଣଙ୍କୁ ବି କରିଦେବ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଦକ୍ଷିଣ ଆଫ୍ରିକାର କୄଗର ନ୍ୟାସନାଲ ପାର୍କରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି ଲୋକମାନଙ୍କୁ ନିଜଆଡ଼କୁ ଆକର୍ଷିତ କରୁଛି । ଏହି ଭିଡିଓରେ ଏକ ଛୋଟ ହରିଣ ଛୁଆ ଚିତାବାଘଠୁ ବଞ୍ଚିବା ପାଇଁ ତାକୁ ବାରମ୍ବାର ସିଂଘ ମାରୁଥିବା ଦେଖିବାକୁ ମିଳିଛି।ଆଣ୍ଡ୍ରି ଫୋରୀ ନାମକ ଜଣେ ବ୍ୟକ୍ତି ଏହାକୁ…