Browsing Tag

life imprisonment

ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ ଦେଲେ କୋର୍ଟ

ବାଲେଶ୍ୱର : ଏକ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଦେଲେ କୋର୍ଟ । ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ । 19 ଜଣ ସାକ୍ଷୀଙ୍କ ବୟନକୁ ଭିତ୍ତିକରି ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ -3 ବିବଶ୍ୱତ ଗୌତମ । 30/3/22 ରାତି ସାଢ଼େ…

ବିଷ୍ଣୁ ଗୌଡ଼ ହତ୍ୟା ମାମଲା, ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡଦେଶ ସହ ୧୦ ଲକ୍ଷ ଫାଇନ

ବ୍ରହ୍ମପୁର : ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି l ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡଦେଶ ସହ ୧୦ ଲକ୍ଷ ଫାଇନ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ  ଓ ୫ ହଜାର ଲେଖାଏଁ ଫାଇନ ଶୁଣାଇଛନ୍ତି ମାନ୍ୟବର କୋର୍ଟ l ବ୍ରହ୍ମପୁରରେ ଘଟିଥିବା ବହୁ…

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ପୂର୍ବ ଶତ୍ରୁତା ପାଇଁ ହୋଇଥିଲା ହତ୍ୟାକାଣ୍ଡ

ମୟୂରଭଞ୍ଜ(କେନ୍ୟୁଜ):  ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) ମଙ୍ଗଳବାର ପୂର୍ବ ଶତ୍ରୁତାକୁ ନେଇ  ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ…

୨୫ ବର୍ଷ ତଳର ମାମଲାରେ ସଜା, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ମୋଟ୍‌ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

୨୫ ବର୍ଷ ତଳର ମାମଲାରେ ସଜା । ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ । ମୋଟ୍‌ ୧୩ ଜଣଙ୍କୁ ଆଜୀବନ ସଜା ହୋଇଛି । ୧୯୯୮ ଜୁନ୍‌ ୧୮ ତାରିଖରେ ଗୋପାଳପୁରରେ ଟାଟା ଜମି ଅଧିଗ୍ରହଣ ବେଳେ ପୋଲିସ-ଜନତା ସଂଘର୍ଷ ବେଳେ ବୋମାମାଡ଼ ହୋଇଥିଲା । ଏଥିରେ ରିଜର୍ଭ…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ନୃଶଂସ ସ୍ବାମୀ, ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ…

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ, ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପାଇଁ…

ସମ୍ବଲପୁର (କେନ୍ୟୁଜ୍): ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀକୁ ୨୦ ହଜ଼ାର ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏହାସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର…

ପୋକ୍ସୋ ଅଦାଲତଙ୍କ ରାୟ; ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ ଓ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ

କଟକ (କେନ୍ୟୁଜ): ଜନୈକା ନାବାଳିକାଙ୍କ ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା ଶୁଣାଇଲେ କଟକ ପକ୍ସୋ କୋର୍ଟ। ଦୋଷୀ ସାବ୍ୟସ୍ତ ଟିକନ ସାହୁର ଜୀବନ ଥିବା ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଭୋଗିବ ଏହି ଦୋଷୀ। କଟକ ପୋକସୋ କୋର୍ଟ କଟକ ଜଗତପୁର ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତକୁ…

ଚାକୁଣ୍ଡା ଗଛ କଟାକୁ ନେଇ ହତ୍ୟା ମାମଲା: ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ପୁରୀ (କେନ୍ୟୁଜ୍): ଏକ ହତ୍ୟା ମାମଲାର ବିଚାର କରି ୨୦ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଏହି ରାୟ ଦେଇଛନ୍ତି ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଲେଙ୍କା। ସୁବ୍ରତ ନାୟକଙ୍କ ସମେତ ଅନ୍ୟ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୩୦ ହଜାର…

ରାମ୍‌ ରହିମ୍‌ଙ୍କୁ ଡବଲ ଆଜୀବନ: ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟଙ୍କୁ ପୁଣି ସାରା ଜୀବନ ପାଇଁ ଜେଲ…

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍‌ଙ୍କୁ ଏକ ହତ୍ୟା ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ସୋମବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡ ମିଳିଛି। ରାମ ରହିମ୍‌ଙ୍କ ସମେତ ସମସ୍ତଙ୍କୁ ୨୦୦୨ ମସିହାରେ ପୂର୍ବ ଡେରା ପ୍ରବନ୍ଧକ…

ଯାଜପୁର : ଭାଉଜ ହତ୍ୟାକାରୀ ଦିଅରକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ବିଚାରପତି

ଯାଜପୁର ଟାଉନ (କେନ୍ୟୁଜ୍‌) : ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଈଶ୍ୱରପୁର ଗାଁରେ ଭାଉଜକୁ କୁରାଢ଼ୀରେ ହାଣି ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଦିଅର ଚିତ୍ତରଞ୍ଜନ ତ୍ରିପାଠୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍।…

ମଦ ପିଇ ମହିଳାଙ୍କୁ କମେଣ୍ଟ ମାରୁଥିଲା ମାଙ୍କଡ଼, ସିଧା ଜେଲକୁ ପଠାଇଦେଲେ ଚିଡ଼ିଆଖାନା କର୍ମଚାରୀ

କୌଣସି ସଙ୍ଗୀନ୍‌ ଅପରାଧ କରିଥିଲେ ଆଇନ୍‌ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ ମିଳିଥାଏ। ସାଧାରଣତଃ ମଣିଷଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ମାଙ୍କଡ଼କୁ ଜେଲ ହେବା ବୋଧେ କେହି କେବେ ଶୁଣିନଥିବେ। କିନ୍ତୁ ଘଟଣାଟି ସତ। କାନପୁରରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି।…

ପୋଲିସ ମାରିଥିଲା ଏନକାଉଣ୍ଟରରେ, ୨ବର୍ଷ ପରେ କୋର୍ଟ ଦେଲେ ଆଜୀବନ କାରାଦଣ୍ଡ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ । ଯାହାର ନାମ ଶୁଣିଲା ମାତ୍ରେ ଥରହର ହେଉଥିଲା ପୁରା ରାଜସ୍ଥାନ। ମୁଣ୍ଡ ଉପରେ ସରକାର ଘେଷଣା କରିଥିଲେ ୫ ଲକ୍ଷ ଟଙ୍କାର ପୁରଷ୍କାର। କିନ୍ତୁ ଧରିବା ପାଇଁ କାହାର ସାହସ ନଥିଲା। କାରଣ ଆନନ୍ଦପାଲ ଥିଲା ଦୁର୍ଦାନ୍ତ ଅପରାଧୀ। ଦିନ ଦ୍ୱପ୍ରହରରେ ଫିଲ୍ମ…