Browsing Tag

Lightning death

ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ମାହାଙ୍ଗା(କେନ୍ୟୁଜ୍): ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର । ମାହାଙ୍ଗା ବ୍ଲକ ବାଲିପଡା ଗାଁରେ ଅଘଟଣ। ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ୪ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୧୬ ବର୍ଷର…

ହ୍ଵାଇଟ୍‌ ହାଉସ୍‌ ନିକଟରେ ବିବାହ ବାର୍ଷିକୀ ପାଳୁଥିବା ବେଳେ ମୁଣ୍ଡରେ ପଡ଼ିଲା ଘଡ଼ଘଡ଼ି, ଚାଲିଗଲା ୩ ଜୀବନ; ଦେଖନ୍ତୁ…

ଆମେରିକାର ରାଷ୍ଟ୍ରପତି ଭବନ ହ୍ଵାଇଟ୍‌ ହାଉସ୍‌ ପାଖରେ ଶୁକ୍ରବାର ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ନେଇ ଓ୍ଵାଶିଂଟନ୍‌ ଡିସି ପୋଲିସ କହିଛି, ଓ୍ଵାଶିଂଟନ୍‌ ଡିସିରେ ହ୍ଵାଇଟ୍‌ ହାଉସ୍‌ ନିକଟରେ ବଜ୍ରପାତ ହେବାରୁ ବିସ୍କାନ୍ସିସ୍‌ର ଜଣେ ବୃଦ୍ଧ…

ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ନେଲା ତିନି ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ): ଭିନ୍ନ ଭିନ୍ନ ସ୍ଥାନରେ ବିଜୁଳି ନେଲା ତିନି ଜଣଙ୍କ ଜୀବନ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ରଙ୍ଗାମେରୁ ଗାଁ ନିକଟରେ ପୁଷ୍ପିତା ପ୍ରଧାନ ନାମକ ମହିଳା ବଜ୍ରପାତର ଶୀକାର ହୋଇଛନ୍ତି । ଧାନ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁତର…

ବଜ୍ରାଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ, ପରିବାରର ଅନ୍ଯ ୨ ଗୁରୁତର

ମାଲକାନଗିରି(କେନ୍ୟୁଜ୍): ବଜ୍ରାଘାତରେ ଅଙ୍ଗନୱାଡି କର୍ମୀ ମୃତ୍ୟୁ । ପରିବାରର ଅନ୍ଯ ଦୁଇ ଜଣ ଗୁରୁତର । ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୬୯ ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସଙ୍କ ବଜ୍ରାଘାତରେ ମୃତ୍ଯୁ ହୋଇଥିବାବେଳେ ପରିବାରର ଦୁଇଜଣ ଗୁରୁତର ଥିବା…

କେନ୍ଦୁଝର ତାଳପଡା ଗ୍ରାମରେ ବଜ୍ରାଘାତ: ମାଆ ମୃତ, ଝିଅ ଗୁରୁତର

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ ବଜ୍ରାଘାତରେ ମାଆ ମୃତ, ଝିଅ ଗୁରୁତର ଆହତ। ମୃତକ ହେଲେ ମାଳତୀ ତନ୍ତୀ ଓ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ଝିଅ ସବିତା ତନ୍ତୀ। ସୂଚନା ଅନୁଯାୟୀ, ବିଲରୁ କାମ ସାରି ଫେରିବା ବେଳେ ବଜ୍ରାଘାତ ହେବାରୁ ଉଭୟ…

ମୋହନା: ବଜ୍ରାଘାତରେ ଟଳିପଡିଲେ ୧୦ଟି ବଳଦ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ଉପର ପାଲ୍ଡା ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରାଘାତରେ ୧୦ଟି ବଳଦ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ସେହି ସମୟରେ ପାହାଡ଼…

ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତରେ ଟଳିପଡିଲେ ଯୁବତୀ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଚନ୍ଦ୍ରା ମୁଣ୍ଡାଙ୍କ ଝିଅ ପଦ୍ମିନୀ ମୁଣ୍ଡା ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡଥିଲେ। ତେବେ ଖବର…

ଭଦ୍ରକ: ବଜ୍ରାଘାତରେ ଜଣେ ମୃତ

ଭଦ୍ରକ (କେନ୍ୟୁଜ): ଆକାଶରୁ ଖସିଲା ମୃତ୍ୟୁ । ହଠାତ ମାଡି ଆସିଲା କଳା ହାଣ୍ଡିଆ ମେଘ । କିଛି ବୁଝିବା ଆଗରୁ ଅଚାନକ ମୃତ୍ୟୁର ମରୀଚିକା ସବୁକିଛି ସାରିଦେଇଥିଲା । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କେନ୍ଦୁଆପଦା ବରୁଡ଼େଶ୍ୱର ଗ୍ରାମର ରାକେଶ ଦାସ ନାମକ ଜଣେ ଚାଷୀର ବଜ୍ରାଘାତରେ…

ବଜ୍ରପାତର ପ୍ରକୋପ, ଚାଷ ଜମିରେ ଟଳି ପଡ଼ିଲେ ଦୁଇ ଜଣ ଦୀନବନ୍ଧୁ

ସୋର : ବଜ୍ରପାତରେ ୨ଜଣଙ୍କର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳ କହ୍ନେଇବିନ୍ଧା ଗାଁରେ ଏହି ଘଟଣା ଘଟିଛି । ବିଲ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ ଦୁଇ ଜଣ ଶ୍ରମିକ । କପ୍ତିପଦା ଥାନା ଅନ୍ତର୍ଗତ ଚକ୍ରଧରପୁର ଗାଁର ୭ ଜଣ ଶ୍ରମିକ କହ୍ନେଇବିନ୍ଧା ଗାଁର ବାବୁଲି…

ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟରେ ଆଜି ବଜ୍ରପାତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ଓ ଏଥିରେ ୩ ଜଣ ଆହତ ହୋଇଛନ୍ତି । ବଜ୍ରପାତରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁହୋଇଛି । ଶୁଲିଆପଦା ଥାନା ବଡମାଛଣା ଗାଁରେ ଜଣେ ମହିଳାଙ୍କର ଜୀବନ ଯାଇଛି । ସେହିପରି…

ମୟୁରଭଞ୍ଜ : ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା, ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ବାରିପଦା (କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ବଜ୍ରପାତରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ବେତନଟୀ ଥାନା ଅନ୍ତର୍ଗତ ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ…

ରାୟଗଡା ତାମିଲିଗୁଡା ଗାଁରେ ଅଘଟଣ: ବଜ୍ରାଘାତରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଗୁଣପୁର ଟାଉନ(କେନ୍ଯୁଜ୍): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ତାମିଲିଗୁଡା ଗ୍ରାମରେ ଅଘଟଣ। ନିକଟ ଜଙ୍ଗଲ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ବାମୀ ଓ ସ୍ତ୍ରୀର ମୃତ୍ଯୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଗୋପୁନ ପାତିକ( ୩୫) ଏବଂ  ପ୍ରିୟା ପାତିକ( ୩୦ )। ମୃତକଙ୍କ ନିଜ ଘର…