ମା’ ମଙ୍ଗଳାଙ୍କୁ ୧୪ଲକ୍ଷ ୭ହଜାର ୫୦୦ଟଙ୍କାର ସୁନା ଅଳଙ୍କାର ଅର୍ପଣ କଲେ ଏହି ଭକ୍ତ
କାକଟପୁର (କେନ୍ୟୁଜ): ଅଲୌକିକ ଲୀଳାର ଶକ୍ତିପୀଠ ହେଉଛି କାକଟପୁର ମା' ମଙ୍ଗଳାଙ୍କ ଶକ୍ତିପୀଠ । ମା’ ଏଠି ସାକ୍ଷାତ ପାଷାଣ ପ୍ରତିମା ସ୍ଵରୁପରେ ବିରାଜମାନ କରିଛନ୍ତି । ଓଡିଆରେ ଗୋଟେ କଥା ଅଛି “ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂରେ “ ଅର୍ଥାତ ଓଡିଆମାନେ ହେଉଛନ୍ତି ଇଶ୍ଵର ବିଶ୍ଵାସୀ ।…