ଅଭ୍ୟାସ କ୍ୟାମ୍ପରେ ହେଲିକପ୍ଟର ସଟ୍ ମାରିଲେ ଧୋନି, ପୁରୁଣା ଦିନକୁ ମନେ ପକାଇଲେ ଫ୍ୟାନ୍ସ
ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଦୋନି ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ ସମୟରେ ମାହି ମଥିସା ପଥିରାନାଙ୍କ ବଲରେ ଜବରଦସ୍ତ ହେଲିକପ୍ଟର ସଟ୍ ଲଗାଇଛନ୍ତି । ଏହି ସଟ୍ ଦେଖି ଫ୍ୟାନ୍ସଙ୍କ…