Browsing Tag

man

ଚାଣକ୍ୟ ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ବହୁତ୍ ପସନ୍ଦ କରନ୍ତି ମହିଳା, ଜାଣିରଖନ୍ତୁ ପୁରୁଷ 

ପ୍ରତ୍ୟେକ ନାରୀଙ୍କ ସ୍ୱପ୍ନ ଥାଏ ଯେ ତାଙ୍କ ଭବିଷ୍ୟତ ସାଥୀ କେବଳ ଦେଖିବା ପାଇଁ ଭଲ ନୁହେଁ ବରଂ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ଭଲ ଥିବା ଉଚିତ୍। ଯାହା ସହ ସେମାନେ ନିଜ ଜୀବନ ଭଲ ଭାବେ ବିତାଇ ପାରିବେ। ତେବେ ଅନେକ ଝିଅ ପ୍ରକୃତରେ ଭଲ ବ୍ୟକ୍ତିତ୍ଵ ଥିବା ପୁରୁଷଙ୍କୁ ଭଲ ପାଆନ୍ତି। ସେମାନେ…

ପାରାଲିସିସରେ ପୀଡ଼ିତ ଥିବା ସ୍ତ୍ରୀକୁ ପୋଖରୀ ବୁଡ଼େଇ ମାରିଲା ପିଶାଚ ସ୍ୱାମୀ, ଏବେ ଫେରାର

କାମାକ୍ଷାନଗର (କେନ୍ୟୁଜ) : ପିଶାଚ ସ୍ୱାମୀ ଉନ୍ମୁକ୍ତ କାଣ୍ଡ । ପୋଖରୀରେ ନିଜ ସ୍ତ୍ରୀକୁ ଜିଅନ୍ତା ବୁଡ଼େଇ ମାରିଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଗାଁର ଦିଲ୍ଲୀପ ବେହେରା ନିଜ…

ଲୋନ ନ ମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ବ୍ୟକ୍ତି

କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଲୋନ ପାଇଁ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି। ଏଭଳି ଘଟଣା ହାଭେରୀ ଜିଲ୍ଲାରେ ହୋଇଥିବାର ଜଣାପଡିଛି । ଏହି ବ୍ୟକ୍ତି ବ୍ୟାଙ୍କରେ ଲୋନ ପାଇଁ ଅନେକ ଥର ଆବେଦନ କରିଥିଲେ, କିନ୍ତୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେବା ପରେ ବ୍ୟକ୍ତି ଜଣକ ବିରକ୍ତ ହୋଇଥିଲେ।…

ପାର୍ଟନରଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଫାଟି ଗଲା ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟ, କରିବାକୁ ପଡ଼ିଲା ସର୍ଜରୀ!

ଇଂଲଣ୍ଡରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ୱାସ ସୁଦ୍ଧା କରିପାରିବେ ନାହିଁ। ମାମଲାଟି ଅତି ଆଶ୍ଚର୍ଯ୍ୟଜନକ। ଏଠାରେ ଜଣେ ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟ ପାର୍ଟନରଙ୍କ ସହିତ ଶାରୀରିକ ସମ୍ବନ୍ଧ ବନାଇବା ସମୟରେ ଫାଟି ଯାଇଛି। ଏଥିଯୋଗୁ ଯୁବକଙ୍କୁ ଅସହ୍ୟ…

ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପୂର୍ବରୁ ଦୂରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆମେ ଚିଠିପତ୍ର ବ୍ୟବହାର କରୁଥିଲୁ। ଯାହାର ଉତ୍ତର ୧୦-୧୨ ଦିନ ପରେ ଆମ ପାଖରେ ପହଞ୍ଚୁଥିଲା। ଫଳରେ ଲୋକମାନେ ନିଜ ଭାବନାକୁ ଠିକ୍‌ ଭାବେ ପ୍ରକାଶ କରିପାରୁନଥିଲେ। ମାତ୍ର ଏବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକାଧିକ…

ଖୋର୍ଦ୍ଧା : ହାତୀ ଆକ୍ରମଣରେ ଜଣେ ଗୁରୁତର

ଖୋର୍ଦ୍ଧା (କେ ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ରାମେଶ୍ୱର ଅଞ୍ଚଳରେ ମାତିଛନ୍ତି ହାତୀ ପଲ। ରାମେଶ୍ୱର ଅଞ୍ଚଳରେ ଥିବା ଏକ ଫାର୍ମହାଉସ ତଥା ଏହାର ଆଖପାଖ ଅଞ୍ଚଳରେ ବିଲରେ ପଶି ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ସେହିପରି ଆଜି ଭୋର ସମୟରେ ରାମେଶ୍ୱରର ପଙ୍କଜ ବିଶ୍ୱାଳ ନିଜ…

କ’ଣ ଆପଣ ବି ଶକ୍ତିଶାଳୀ ପୁରୁଷ ହେବାକୁ ଚାହୁଁଛନ୍ତି କି? ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ

ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଏଥିପାଇଁ ନିଜକୁ ସର୍ବଦା ଫିଟ୍ ଆଣ୍ଡ ପରଫେକ୍ଟ ରଖିଥାଆନ୍ତି। କିନ୍ତୁ କେତେଜଣ ପୁରୁଷ ଶକ୍ତିଶାଳୀ ବନିବାକୁ ଇଚ୍ଛା କରନ୍ତି। ଦୁନିଆ ସାମ୍ନାରେ ଅସଲି ମର୍ଦ୍ଦପଣିଆର ପରିଚୟ ଦିଅନ୍ତି। ଯଦି ଆପଣ ବି ଏଭଳି…

ବ୍ୟବସାୟରେ କ୍ଷତି ଯୋଗୁଁ ପରିବାରର ସମସ୍ତଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ବ୍ୟବସାୟୀ

ନିଜ ପରିବାରକୁ ନିଶ୍ଚିହ୍ନ କରିଦେଲେ ଜଣେ ଯୁବ ବ୍ୟବସାୟୀ । ବ୍ୟବସାୟରେ କ୍ଷତି ଯୋଗୁଁ ଏଭଳି କାର୍ଯ୍ୟ କରିଛନ୍ତି କର୍ଣ୍ଣାଟକ ମହଶୂରର ବ୍ୟବସାୟୀ ଓମ ପ୍ରକାଶ ଭଟ୍ଟାଚାର୍ଯ୍ୟ । ଯେକେହି ବି ଆଶ୍ଚର୍ଯ୍ୟ ହେଉଛି କେମିତି ଏଭଳି ଜଘନ୍ୟକାଣ୍ଡ କରିପାରିଲା ଜଣେ ବ୍ୟକ୍ତି । ଆଗେ ନିଜ ବାପା ମାଆଙ୍କୁ…

ଦୁଃଖ ଶୁଣିଲେନି ସରକାର, ନିଜ ପରିଶ୍ରମରେ କଲେ ଦୀର୍ଘତମ ରୋଡ, ଆଉ ବନିଗଲେ ଲୋକାଲ ହିରୋ

କଥାରେ ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟି ସତ ହୋଇଛି କେନିଆ କାଗଣ୍ଡା ଗାଁର ମୁଚାମି ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ । ଗାଁରୁ ବଜାରକୁ ଯିବା ପାଇଁ ନିତିଦିନଆ ରାସ୍ତା ଖଣ୍ଡେ ନଥିବାରୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା ଗ୍ରାମବାସୀଙ୍କୁ । ଏଥିପାଇଁ…

ଡେଲାଙ୍ଗ : ରେଳଲାଇନ କଡ଼ରେ ମିଳିଲା ଅଜଣା ଯୁବକଙ୍କ ମୃତଦେହ

ପୁରୀ(କେନ୍ଯୁଜ୍) : ପୁରୀ ଜିଲ୍ଲା ଡ଼େଲାଙ୍ଗ ଜଗଦଳପୁର ଲେବୁଲ କ୍ରସିଂ ଠାରେ ରେଳ ଲାଇନ କଡ଼ରେ ଏକ ଅଜଣା ଯୁବକର ମୂର୍ମୁଷ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଅଗ୍ନୀଶମ ବିଭାଗ କର୍ମଚାରୀ ପହଂଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଡ଼େଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ସେଠାରେ ପ୍ରାଥମିକ…

ରାସ୍ତା କଡ଼ରେ ଉଦ୍ଧାର ହୋଇଛି ବ୍ୟକ୍ତିଙ୍କ ମୃତ ଶରୀର

ନିଆଳି(କେନ୍ୟୁଜ୍) : ମୃତ ଦେହ ଉଦ୍ଧାର। ଫୁଲନଖରା ନିଆଳି ରାସ୍ତାର ତ୍ରିନାଥ ବଜାରର ଅନତି ଦୂରରେ ଥିବା ବିଶ୍ବ ଶାନ୍ତି ସରୋବର ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଶରୀର ଦେଖି ସ୍ଥାନୀୟ ଲୋକ ପାହାଳ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ…

ସୋରୋ :ମାତ୍ର ୫ଟଙ୍କା ଖୁଚୁରା ପାଇଁ ୩ ଜଣ ଯୁବକଙ୍କୁ ରାସ୍ତାଉପରେ ଆଣ୍ଠେଇଲେ

ସୋରୋ(କେନ୍ୟୁଜ୍) : ମାତ୍ର ୫ଟଙ୍କା ଖୁଚୁରା ପାଇଁ ଘଣ୍ଡଗୋଳ ଘଟିଛି। ପେଟ୍ରୋଲ ଟାଙ୍କିକୁ ତେଲ ପକାଇବା ପାଇଁ ଆସିଥିବା ୩ଜଣ ଯୁବକଙ୍କୁ କର୍ମଚାରୀ ମାନେ ଆଣ୍ଠେଇ ମାଡ ମାରିବା ଘଟଣା ସୋରୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଛି। ଘଟଣାଅନୁଯାୟୀ,…