Browsing Tag

mysterious

ରହସ୍ୟରେ ଭରା ଚଳନ୍ତା ଶିକୁଳି, ଲୁହା ଶିକୁଳିକୁ ପୁଜା କରନ୍ତି ଗ୍ରାମବାସୀ

ହରଭଙ୍ଗା: ରହସ୍ୟରେ ଭରା ଚଳନ୍ତା ଶିକୁଳି । ଶିକୁଳିରେ ରହିଛି କି କୌଣସି ଦୈବୀ ଶକ୍ତି ? ଶିକୁଳିର ଗୋଡ଼ ନାହିଁ ତଥାପି ଚାଲୁଛି । ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି ଶିକୁଳି । ଆଜି ଏଠି ତ କାଲି ସେଠିକି ଚାଲି ଯାଉଛି । ବଦଳିଛି ଯୁଗ, ହେଲେ ବଦଳିନି ପୁରାତନ ପରମ୍ପରା । ଆଜି ବି ଅନେକ…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ରହସ୍ୟମୟ ଧୂମକେତୁ, ରହସ୍ୟମୟ ଏଲିଅନ ପାଇଁ ଦାବି କରୁଛନ୍ତି ଜାତିସଂଘ ଅଧିକାରୀ

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ରହସ୍ୟମୟ ଧୂମକେତୁ 3I/ATLAS । ଏହାକୁ ରୋକିବାକୁ ପୃଥିବୀର ଗ୍ରହ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଛି ମିଳିତ ଜାତିସଂଘ । ପୃଥିବୀ ନିଜର ରକ୍ଷାତ୍ମକ ଉପାୟକୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଛି । ଏହାର ଆଶ୍ଚର୍ଯ୍ୟଚକିତ କଲା ଭଳି ଫଟୋ ଜାରି ହୋଇଛି । ମାଡ଼ି…

କୋରାପୁଟର ଅଦ୍ଭୁତ ଏହି ଗାଁ, ଅଦୃଶ୍ୟ ଶକ୍ତି ନେଉଛି ଗାଁର ଯୁବକମାନଙ୍କ ଜୀବନ

କୋରାପୁଟ: କୋରାପୁଟର ଅଦ୍ଭୁତ ଏହି ଗାଁ । ଘାଣ୍ଟି ହେଉଛି ବିଶ୍ବାସ ଓ ଅନ୍ଧବିଶ୍ବାସ ଭିତରେ । ଲୋକେ କହୁଛନ୍ତି କିଛି ଗୋଟେ ଅଦୃଶ୍ୟ ଶକ୍ତି ନେଉଛି ଗାଁର ଯୁବକମାନଙ୍କ ଜୀବନ । ସତକୁ ସତ ଗାଁର କିଛି ଭେଣ୍ଡିଆ ପୁଅମାନଙ୍କ ମୃତ୍ୟୁ ହୋଇଛି । ତେଣୁ ଗାଁରେ ଖେଳି ଯାଇଛି ଭୟ ଓ ଆତଙ୍କ । ସେଥିଲାଗି…

ସେହି ରହସ୍ୟମୟ ହ୍ରଦ, ପ୍ରତି ଋତୁ ବଦଳିବା ସହ ବଦଳିଯାଏ ଏହିସବୁ ହ୍ରଦର ରଙ୍ଗ

ଆପଣ ଏଣ୍ଡୁଅ ରଙ୍ଗ ବଦଳାଇବା କଥା ନିଶ୍ଚୟ ଭାବରେ ଶୁଣିଥିବେ କିନ୍ତୁ ଆପଣ କେବେ ଶୁଣିଛନ୍ତି କି ହ୍ରଦ ରଙ୍ଗ ପରିବର୍ତ୍ତନ କରେ? ହଁ ଆଜ୍ଞା, ସାରା ବିଶ୍ୱରେ ଏପରି ହ୍ରଦ ଅଛି ଯାହା ଋତୁ ଏବଂ ସମୟ ସହିତ ରଙ୍ଗ ପରିବର୍ତ୍ତନ କରେ । ଆଜି ଆମେ ଆପଣଙ୍କୁ ଏପରି ହ୍ରଦ ବିଷୟରେ କହିବୁ ଯାହା ପାଗ…

ACF ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲା, ଆଗକୁ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗର ହେବ ଶୁଣାଣି

କଟକ :  ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ଏକ ଭିନ୍ନ ମୋଡ଼ ନେଇଛି ।  ମାମଲାର ୩ ପ୍ରମୁଖ ଅଭିଯୁକ୍ତଙ୍କ ବିରୋଧରେ, ଆଗକୁ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗର ଶୁଣାଣି ହେବ ।  ପାରଳାଖେମୁଣ୍ଡି ଏସଡ଼ିଜେଏମ କୋର୍ଟ ପୂର୍ବରୁ ଯେଉଁ ନିର୍ଦେଶ ଦେଇଥିଲେ ତାକୁ…

ନବବଧୁଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରାୟଗଡା : ନବବଧୁଙ୍କ ସନ୍ଦେହଜନକ ମୃତ୍ୟୁ । ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଗଣେଶ ବିହାରରେ ଘଟିଛି ଘଟଣା । ଭଡା ଘରେ ନବବଧୂଙ୍କ ସନ୍ଦେେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ମୃତକ ମହିଳା ହେଲେ ରଶ୍ମି ରଞ୍ଜନୀ ବଡକୁମାର । ସେ ପୋଷ୍ଟାଲ…

ରହସ୍ୟମୟ ଗୁମ୍ଫାକୁ ନେଇ ଅନେକ ପ୍ରଶ୍ନ ? ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଉଠିଛି ଦାବି

ଅଭୟାରଣ୍ୟ ଭିତରେ ରହସ୍ୟମୟ ଗୁମ୍ଫା । କିଏ ଓ କେବେ ତିଆରି କରିଥିଲେ ଗୁମ୍ଫା । ଗୁମ୍ଫାଟିର ଲମ୍ବା କେତେ ? କେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ? ଗୁମ୍ଫାକୁ ନେଇ ଅନେକ ଲୋକକଥା ରହିଥିବା ବେଳେ ଆଜି ବି ସ୍ପଷ୍ଟ ହୋଇନି ଗୁମ୍ଫାକୁ ନେଇ ଥିବା ରହସ୍ୟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ…

ମହିଳା ବେଶ ଧରି ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ

ପ୍ରତିଦିନ ଲୋକଙ୍କ ମତ୍ୟୁର ଖବର ସାମ୍ନାକୁ ଆସୁଛି । କାହାର ଦୁର୍ଘଟଣାରେ ପ୍ରାଣ ଯାଉଛି ତ କିଏ ନିଜ ଜୀବନ ହାରୁଛି । କିନ୍ତୁ ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ଯୁବକ ଶାଢ଼ୀ, ଟିକିଲି ଓ ଚୁଡ଼ି ପିନ୍ଧି ଜୀବନ ହାରିଛନ୍ତି । ଆଉ…

ଆଜି ପର୍ଯ୍ୟନ୍ତ ଏହି ସବୁ ଐତିହାସିକ ସ୍ଥାନର ଦ୍ୱାର ବନ୍ଦ ପଡିଛି, ଜାଣନ୍ତୁ କାରଣ

ଐତିହାସିକ ଏବଂ ପ୍ରାଚୀନ ମନ୍ଦିରରେ ପରିପୂର୍ଣ୍ଣ ଆମ ଦେଶ ଭାରତ । ତେବେ ଏଠାକାର ବିଭିନ୍ନ ସ୍ଥାନର ବିଭିନ୍ନ ରହସ୍ୟ ସାମ୍ନାକୁ ଆସିଥାଏ । ଏଠାରେ ଅନେକ ଐତିହାସିକ ସ୍ଥାନ ରହିଛି ଯାହାର କବାଟ ବର୍ଷ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ପର୍ଯ୍ୟନ୍ତ ଏହି…

ଦୁନିଆର ସବୁଠାରୁ ପୁରୁଣା ହ୍ରଦ, ରହସ୍ୟମୟୀ ଭାବେ ୧ କିଲୋମିଟର ପଛକୁ ଚାଲିଯାଏ ପାଣି

ଲେକ୍‌ ଜର୍ଜ ଦୁନିଆର ସବୁଠାରୁ ପୁରୁଣା ହ୍ରଦ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆର କ୍ୟାନବେରାର ଉତ୍ତର-ପୂର୍ବଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଫେଡେରାଲ ରାଜରାସ୍ତା ପାଖରେ ଏହି ବଡ଼ ହ୍ରଦ ରହିଛି , କିନ୍ତୁ ଆପଣ ଏହାକୁ ସବୁବେଳେ ଦେଖି ପାରିବେ ନାହିଁ । କାରଣ ଏହି ହ୍ରଦର ପାଣି ହଠାତ…

ଜାପାନର ସମୁଦ୍ର ତଟରେ ରହସ୍ୟମୟ ବିଶାଳ ଲୁହା ବଲ୍‌! ଜନସାଧାରଣଙ୍କୁ ସି-ବିଚ୍‌ ମନା; ଆଲର୍ଟ ଜାରି କଲେ ସରକାର

ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି। ଏହି ବଲ୍‌ ଦେଖି ଜାପାନ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି। ଜାପାନର ନ୍ୟୁଜ୍ ଚ୍ୟାନେଲ୍ FNN ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ…

୨୦୨୪ରେ ବିଶ୍ୱ ଧ୍ୱଂସ କରିବ ଆଉ ଏକ ରହସ୍ୟମୟ ଭାଇରସ୍‌! ଟାଇମ୍‌ ଟ୍ରାଭେଲର କଲେ ଭୟଙ୍କର ଦାବି…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ସ୍ତରରେ ଆଗାମୀ ସମୟ ପାଇଁ ଭବିଷ୍ୟବାଣୀ କରି ଥାଆନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଜ୍ୟୋତିଷ ଶାସ୍ତ୍ର ଏବଂ ସଂଖ୍ୟା ଜରିଆରେ ଗଣନା କରୁଥିବା ବେଳେ ଆଉ କିଛି ଲୋକ ନିଜକୁ ଟାଇମ୍‌ ଟ୍ରାଭେଲର ବୋଲି ଦାବି କରନ୍ତି। ଯଦିଓ ଦୁନିଆରେ ସେପରି…