Browsing Tag

nasa

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର, ଭାଇରାଲ ହେଉଛି ଫଟୋ

ମଙ୍ଗଳ ଗ୍ରହରୁ ମିଳିଲା ମଣିଷ ନିତମ୍ବ ଆକୃତିର ପଥର। ଏହାକୁ ମାର୍ସ ପର୍ସିଭରେନ୍ସ ରୋଭର (Perseverance Rover) ଖୋଜି ବାହାର କରିଛି। ଏହି ରୋଭର ମଙ୍ଗଳକୁ କିଛି ନୂଆ ବସ୍ତୁ ସନ୍ଧାନ କରିବାକୁ ଯାଇଛି। କିନ୍ତୁ ବେଳେବେଳେ ଏହି ରୋଭର କିଛି ଏମିତି ଜିନିଷ ସନ୍ଧାନ କରିଛି, ଯାହା ଲୋକଙ୍କୁ…

NASA ଓ SpaceXର ଗୁରୁତ୍ୱପୂର୍ଣ୍ଣ ଲଞ୍ଚ୍‌; ଆଷ୍ଟ୍ରୋଏଡ୍‌କୁ ଆକ୍ରମଣ କରିବ ମହାକାଶଯାନ, ପୃଥିବୀକୁ ରକ୍ଷା କରିବା ପାଇଁ…

ଆମେରିକୀୟ ସ୍ପେସ୍‌ ଏଜେନ୍ସି National Aeronautics and Space Administration (NASA) ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀ ସ୍ପେସ୍‌ଏକ୍ସ (SpaceX) ବୁଧବାର ଅର୍ଥାତ୍‌ ୨୪ ନଭେମ୍ବରରେ ଏକ ମହାକାଶଯାନ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହା ସୁଦୂର ମହାକାଶରେ ଚକ୍କର…

ସ୍ପେସ୍‌ରେ ନିଜ କେଶ କେମିତି ଧୁଅନ୍ତି ମହାକାଶ ଯାତ୍ରୀ… NASAର ମହାକାଶ ଯାତ୍ରୀ ସେୟାର କଲେ ଭିଡିଓ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ISS)ରେ ରହିଥିବା ନାସାର ମହାକାଶ ଯାତ୍ରୀ ମେଗନ ମ୍ୟାକ୍‌ଆର୍ଥର ନିକଟରେ ଏକ କୌତୁହଳଜନକ ଭିଡିଓ ସେୟାର କରିଛନ୍ତି। କ୍ଲିପ୍‌ରେ ସେ ବୁଝାଉଥିବାର ଦେଖିବାକୁ ମିଳୁଛନ୍ତି ଯେ କେମିତି ମହାକାଶ ଯାତ୍ରୀ ମହାକାଶରେ ନିଜ କେଶ ସଫା ରଖିଥାଆନ୍ତି। ନିଜ ପୋଷ୍ଟରେ…

ନାସା ଦେଉଛି ଚାକିରି, ରହିବା ଖାଇବା ମାଗଣା ସହ ଲକ୍ଷେ ରୁ ଅଧିକ ମିଳିବ ଦରମା

କୋଭିଡର ଏହି ଖରାପ ସ୍ଥିତିରେ ଅନେକ ଲୋକଙ୍କ ଚାକିରି ଚାଲିଯାଇଛି। ତେବେ ଏହି ସମୟରେ ଏକ ବଢ଼ିଆ ସୁଯୋଗ ଆସିଛି। ଏକ ଖାସ୍‌ ପ୍ରକାରର ଜବ୍‌ ନେଇ ଆସିଛି ନାସା। ଏହି ଜବରେ ଆପଣଙ୍କୁ ଲକ୍ଷାଧିକ ଟଙ୍କା ଦରମା ମିଳିବ। ଖାଲି ଏତିକି ନୁହେଁ ଏହା ସହ ଆପଣଙ୍କର ରହିବା ଖାଇବା ସବୁକିଛି ମାଗଣା। ଆପଣଙ୍କୁ…

ଆସନ୍ତା ୫ ଦିନ ମଧ୍ୟରେ ପୃଥିବୀ ପୃଷ୍ଠ ମଧ୍ୟ ଦେଇ ଅତିକ୍ରମ କରିବ ବିଶାଳକାୟ ଉଲକା ପିଣ୍ଡ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସାର ସୂଚନା ଅନୁଯାୟୀ, ୨୪ ଜୁଲାଇ ରାତି ୧୨ଟାରେ ଅନ୍ତରୀକ୍ଷରୁ ଏକ ବଡ଼ ବିପଦ ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି। ବିଗ ବେନ ଭଳି ବିଶାଳକାୟ ଆଷ୍ଟ୍ରଏଡ ବା ଉଲକା ପିଣ୍ଡ ପ୍ରତି ସେକେଣ୍ଡରେ ୮ କିଲୋମିଟର ଗତିରେ ପୃଥିବୀର ନିକଟତର ହେଉଛି। ଏହାର ନାମ Asteroid…

ମହାକାଶ ଷ୍ଟେସନ୍‌ରେ ବଢ଼ୁଛି ଲଙ୍କା ଗଛ, ୨ ମାସ ପରେ ଫଳିବ କଞ୍ଚା ଲଙ୍କା

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍‌ରେ ୪୮ ହାଚ୍‌ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ପଠାଯାଇଥିଲା । ସ୍ପେସ୍‌ଏକ୍ସ କାର୍ଗୋ ଜାହାଜରେ ତାହା ଜୁନ୍‌ ୫ ତାରିଖରେ ବାହ୍ୟ କକ୍ଷପଥରେ…

ସ୍ପେସ୍‌ ଷ୍ଟେଶନରେ କପଡ଼ା ଧୋଇବା ପାଇଁ ଡିଟର୍ଜେଣ୍ଟ ପଠାଇବ NASA, ଏବେ ମଇଳା କପଡ଼ାକୁ ମହାକାଶରେ ହିଁ ଫିଙ୍ଗି ଦେଉଛନ୍ତି…

ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ(NASA) ଏବେ ମହାକାଶକୁ ଡିଟର୍ଜେଣ୍ଟ ପଠାଇବ। ମହାକାଶଚାରୀମାନଙ୍କ ଚଳଣୀକୁ ଆହୁରି ଆରାମଦାୟକ କରିବା ପାଇଁ ନାସା ଏମିତି କିଛି କରିବାକୁ ଯାଉଛି। ମହାକାଶରେ ଜୀବନ ବହୁତ ମୁସ୍କିଲ ହୋଇଥାଏ। ସେଠାକାର ରହସ୍ୟକୁ ଜାଣିବା ପାଇଁ ଦିନ ଦିନ,…

ମିଳିଲା ଆଉ ଗୋଟେ ନୂଆ ଗ୍ରହ, ପୃଥିବୀ ଭଳି ଅନ୍ୟ ଏକ ଗ୍ରହର ସନ୍ଧାନ କଲା ନାସା

ମହାକାଶରେ ନୂଆ ପୃଥିବୀର ସନ୍ଧାନ । ସୌରମଣ୍ଡଳ ବାହାରେ ପୃଥିବୀ ଭଳି ଆଉ ଗୋଟିଏ ଗ୍ରହ ଖୋଜି ବାହାର କରିଛି ଆମେରିକାର ପ୍ରତିରକ୍ଷା ଗବେଷଣ ସଂସ୍ଥା ନାସା । ପୃଥିବୀଠାରୁ ୯୦ ଆଲୋକ ବର୍ଷ ଦୂରରେ ନୂଆ ଏକ୍ସୋପ୍ଲାନେଟ୍‌ ସନ୍ଧାନ ମିଳିଛି । ଏହି ଗ୍ରହର ନାଁ ରଖାଯାଇଛି TOI-1231b । ନାସା…

ମଙ୍ଗଳ ଗ୍ରହର ମାଟି ପୃଥିବୀ ପୃଷ୍ଠକୁ ଆଣିବ ନାସା, ଏଥିପାଇଁ ଖର୍ଚ୍ଚ କରିବ ୯ ଆରବ ଡଲାର

ନୂଆଦିଲ୍ଲୀ :  ଆମେରିକୀ ସ୍ପେସ୍‌ ଏଜେନ୍ସି ନାସା (NASA) ତିନୋଟି ମିଶନରେ ମଙ୍ଗଳ ଗ୍ରହରୁ ୨ ପାଉଣ୍ଡ (ପ୍ରାୟ ୧ କିଲୋଗ୍ରାମ ) ମାଟି ଆଣିବ । ଏହି ମାଟି ପୃଥିବୀ ପୃଷ୍ଠକୁ ଆଣିବା ପାଇଁ ପ୍ରାୟ ୧ ଦଶନ୍ଧୀ ସମୟ ଲାଗିପାରେ । ଏଥିପାଇଁ ନାସା ଖର୍ଚ୍ଚ କରିବ ୯ ଆରବ ଡଲାର । ଯଦି ଏହା ସମ୍ଭବ ହୁଏ…

ମଙ୍ଗଳ ଗ୍ରହରେ ହେଲିକପ୍ଟର ଶବ୍ଦକୁ କରାଗଲା ରେକର୍ଡିଙ୍ଗ, ଥରେ ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ତରଫରୁ ଏକ ପୋଷ୍ଟ ସେୟାର କରାଯାଇଛି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟରର ଫଟୋ ସହ ଭିଡିଓ କ୍ଲିପ ରିଲିଜ ହୋଇଛି । ଏହି ନାଲି ଗ୍ରହରେ ତାହାର ଶବ୍ଦକୁ ମଧ୍ୟ ରେକର୍ଡିଙ୍ଗ କରାଯାଇଛି । ଯାହା…

ନାସାରେ ଓଡ଼ିଆଙ୍କ କମାଲ: ରୋଭର ଚ୍ୟାଲେଞ୍ଜରେ ଓଡ଼ିଶା ତୃତୀୟ

କଟକ: ନାସାରେ ଓଡ଼ିଆଙ୍କ କମାଲ । ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ଭାଗ ନେଇଥିଲେ ୧୦ ଜଣ ଛାତ୍ର । କଟକ ୪୨ ମୌଜା ଅନୀଲ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ଟିମ ରୋଭର ପ୍ରସ୍ତୁତ କରିଛି । ଏହି ରୋଭର ଚନ୍ଦ୍ର…

NASA ରୋଭର ଟେକ୍ନିକ୍‌ରୁ ତିଆରି ହେବ ୟୁନିକ୍‌ ସାଇକେଲ, ଯାହାର ଚକରେ ନ ଥିବ ପବନ

ସାଇକେଲ ଚଲାଇବା ବେଳେ ସାଧାରଣତଃ ଚକରେ ପର୍ଯ୍ୟାପ୍ତ ପବନ ଅଛି କି ନାହିଁ, ତାହାକୁ ନେଇ ସବୁବେଳେ ଚିନ୍ତା ଲାଗିରହିଥାଏ। କିନ୍ତୁ ନାସା ଏବେ ଏମିତି ଏକ ଟେକ୍ନିକ୍‌ ବାହାର କରିଛି, ଯେଉଁଥିରେ ସାଇକେଲରେ ପବନ ଭରିବାର କୌଣସି ଆବଶ୍ୟକତା ନାହିଁ। ନାସା ଚନ୍ଦ୍ର ଏବଂ ମଙ୍ଗଳ ରୋଭର ମିଶନ ପାଇଁ ଏହି…