ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କଲେ ପୂର୍ବତନ ପତ୍ନୀ, ଇନଷ୍ଟାଗ୍ରାମରେ ଭିଡ଼ିଓ କଲେ…
ନୂଆଦିଲ୍ଲୀ : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କରିଛନ୍ତି । ଏନେଇ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି ପତ୍ନୀ ଆଲିଆ ସିଦ୍ଦିକ୍ ।
କହିଛନ୍ତି ନଓ୍ଵାଜୁଦ୍ଦିନ ତାଙ୍କ ପିଲାଙ୍କୁ କଷ୍ଟଡିକୁ ନେବାକୁ…