Browsing Tag

netflix

ନେଟ୍‌ଫ୍ଲିକ୍ସରେ ଚର୍ଚ୍ଚାକୁ ଆସିଛି ସିରିୟଲ କିଲର ବନିଥିବା ଏହି ମହିଳାଙ୍କ ବାସ୍ତବ କାହାଣୀ, ଜାଣନ୍ତୁ

ବର୍ତ୍ତମାନ ଯୁଗରେ ଚର୍ଚ୍ଚାକୁ ଆସିବା କିଛି ବଡ଼ କଥା ନୁହେଁ । ଚର୍ଚ୍ଚା ହୁଏ ଯେଉଁମାନେ ସମାଜରେ ଭଲ କାମ କରିଥିବେ ଅଥବା କିଛି ଏମିତି କାମ କରିଥିବେ ଯାହା ସମାଜ ବିରୋଧୀ । ସେମିତି ଏକ କାହାଣୀ ପୁଣି ଚର୍ଚ୍ଚାରେ । ଅମେରିକାର ମିଷିଗନରେ ଜନ୍ମ ହୋଇଥିବା ଏଲିନ ବୁରନୋସ । ଜଣେ ସୁନ୍ଦରୀ ମହିଳା ।…

ସାରା ଦୁନିଆରେ ଭାରତର ଲୋକ ଦେଖୁଛନ୍ତି ସବୁଠୁ ଅଧିକ ଫିଲ୍ମ, Netflix ଦେଲା ସୂଚନା

କରୋନା ଭାଇରସ ମହାମାରୀ ଉପରେ ରୋକ୍ ଲଗାଇବା ପାଇଁ ଏବେ ସବୁଆଡ଼େ ଲକଡାଉନ୍ ଲାଗୁ ହୋଇଛି। ଏହି ସମୟରେ ଅନଲାଇନ୍ ଭିଡିଓ ଓ ମ୍ୟୁଜିକ ଷ୍ଟ୍ରିମିଙ୍ଗ ଭଳି ସେବାର ବ୍ୟବହାର ବଢ଼ିଯାଇଛି। ନେଟଫ୍ଲିକ୍ସ ଇଣ୍ଡିଆର ଉପାଧ୍ୟକ୍ଷ (କଣ୍ଟେଣ୍ଟ) ମୋନିକା ଶେରଗିଲର ଏକ ବ୍ଲଗପୋଷ୍ଟରେ କହିଛନ୍ତି, ସାରା ବିଶ୍ୱରେ…

Netflix ଆଣିଲା ଟିକଟକ୍ ଭଳି ଫିଚର Fast Laugh, ଏମିତି କରିବ କାମ

ଟିକଟକ୍ ବନ୍ଦ ହେବା ପରେ ଏବେ ସର୍ଟ ଭିଡିଓ ଆପ୍ସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛଇ। ଫେସବୁକ ହେଉ ଅବା ୟୁଟ୍ଯୁବ ପ୍ରତି ପ୍ଲାଟଫର୍ମରେ ଏକ ସର୍ଟଭିଡିଓ ଆପ୍ସ ଭଳି ଫିଚର ଆସିଛି। ଏବେ ଏହି ଦୌଡରେ ସାମିଲ ହୋଇଛି ନେଟଫ୍ଲିକ୍ସ। ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ଏକ ଭର୍ଟିକାଲ ଭିଡିଓ…

Netflix ଲଞ୍ଚ କଲା ନୂଆ ଫିଚର, ଆପେ ଆପେ ଡାଉନଲୋଡ଼ ହୋଇଯିବ ଫିଲ୍ମ ଓ ଶୋ’

ପ୍ରମୁଖ ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ନେଟଫ୍ଲିକ୍ସ ନିଜ ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଡାଉନ ଲୋଡ଼ ଫିଚର ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ ଏହି ଫିଚରର ନାଁ "Downloads for You" ରଖାଯାଇଛି । ଏହି ଫିଚର ମାଧ୍ୟମରେ ଆପଣଙ୍କ ପସନ୍ଦର ଫିଲ୍ମ ଓ ଶୋ' ଆପେ ଆପେ ଡାଉନଲୋଡ଼ ହୋଇଯିବ । ଯାହାକୁ…

ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ଡିଜିଟାଲ ରାଇଟ୍ସ କିଣିଲା ଓଟିଟି ପ୍ଲାଟ୍‌ଫର୍ମ, ଦାମ୍‌ ରହିଛି ଏତେ…

ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ ହେବା ପରେ ଏହାର ଡିଜିଟାଲ ରାଇଟ୍ସକୁ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ କିଣିଛି। ଏହି ରାଇଟ୍ସ କିଣିବା ପାଇଁ ନେଟ୍‌ଫ୍ଲିକ୍ସକୁ ମୋଟା…

Netflix ରେ ନୂଆ ଫିଚର, ଆପଣ ବିନା ସିରିଜ ଦେଖି ମଧ୍ୟ ନେଇପାରିବେ ଏହାର ମଜା, ଜାଣନ୍ତୁ କେମିତି ?

ଓଟିଟି ପ୍ଲାଟଫର୍ମ Netflix ନିଜ ମୋବାଇଲ ଆପ୍ ୟୁଜର୍ସଙ୍କ ପାଇଁ ନୂଆ ଅଡିଓ ଓନଲି ମୋଡ୍ ଆରମ୍ଭ କରିଛି। ଏହି ମୋଡ୍ ଜରିଆରେ ୟୁଜର୍ସ କେଉଁଠି ବି ଯିବା ଆସିବା ସମୟରେ ଭିଡିଓ ଷ୍ଟ୍ରିମିଂ ନ ଦେଖି ମଧ୍ୟ ଶୁଣିପାରିବେ। ଏକ ରିପୋର୍ଟ ମୁତାବକ, ଏହି ପ୍ଲାଟଫର୍ମରେ ଆଣ୍ଡ୍ରଏଡ ଆପ୍ ରୂପେ ସର୍ଭର…

Netflix ପ୍ରେମୀଙ୍କ ପାଇଁ ଖୁସି ଖବର, ପୁଣି ଦୁଇଦିନ ପାଇଁ ମାଗଣାରେ ମିଳିବ ନେଟଫ୍ଲିକ୍ସ

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ନିକଟରେ ଭାରତରେ ଦୁଇଦିନ ପାଇଁ ନିଜର ସର୍ଭିସକୁ ମାଗଣା କରିଥିଲା । ଏବେ ଏହାକୁ ବଢାଇ ପୁଣି ଆଉ ଦୁଇଦିନ ଗ୍ରାହକଙ୍କୁ ଫ୍ରିରେ ଦେଖିବା ପାଇଁ କମ୍ପାନୀ ସୁଯୋଗ ଦେଉଛି। ଏହାକୁ Netflix StreamFest ଅଧୀନରେ…

ଆଜି ରାତି ୧୨ଟାରୁ ସମସ୍ତଙ୍କୁ ମାଗଣାରେ ମିଳିବ Netflix, ଏମିତି କରନ୍ତୁ ଆକ୍ସେସ

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ମାଗଣାରେ ମିଳୁଛି ନେଟଫ୍ଲିକ୍ସ ସର୍ଭିସ। ଭାରତରେ ଦୁଇଦିନ ପାଇଁ ନିଜର ସର୍ଭିସକୁ ମାଗଣା କରିବାକୁ ଘୋଷଣା କରିଛି କମ୍ପାନୀ । ଏହାକୁ Netflix StreamFest ଅଧୀନରେ କରାଯାଉଛି। ନେଟଫ୍ଲିକ୍ସ ଏହି ଷ୍ଟ୍ରିମ ଫେଷ୍ଟ…

ମାଗଣାରେ ମିଳୁଛି Netflix, ଭାରତରେ ଦୁଇଦିନ ପାଇଁ ଫ୍ରି ଘୋଷଣା କଲା କମ୍ପାନୀ

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ମାଗଣାରେ ମିଳୁଛି ନେଟଫ୍ଲିକ୍ସ ସର୍ଭିସ। ଭାରତରେ ଦୁଇଦିନ ପାଇଁ ନିଜର ସର୍ଭିସକୁ ମାଗଣା କରିବାକୁ ଘୋଷଣା କରିଛି କମ୍ପାନୀ । ଏହାକୁ Netflix StreamFest ଅଧୀନରେ କରାଯାଉଛି। ନେଟଫ୍ଲିକ୍ସ ଏହି ଷ୍ଟ୍ରିମ ଫେଷ୍ଟ…

କରୋନା ମହାମାରୀ : ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କ ସାହାଯ୍ୟ ପାଇଁ ନେଟଫ୍ଲିକ୍ସ ପ୍ରଦାନ କଲା ଏତିକି…

ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ କରୋନା ପାଇଁ ୭.୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛି । କରୋନା ଭାଇରସ ଯୋଗୁଁ ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‍ଡାଉନ ଘୋଷଣା କରାଯାଇଛି । ଏମିତିରେ ଦିନ ମଜୁରିଆ ଭାବେ କାମ କରୁଥିବା ଅନେକ ଶ୍ରମିକ କାମ ନ ପାଇଁ ବେରୋଜଗାର ହୋଇ ବସିଛନ୍ତି…

ଗ୍ରାହକଙ୍କୁ Netflix ଦେଲା ବଡ ଝଟକା , ମିଳିବନି ପ୍ରଥମ ମାସର ଫ୍ରି ସବ୍‌ସ୍କ୍ରିପସନ

Netflix ଭାରତୀୟ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ଏପର୍ଯ୍ୟନ୍ତ ଆପଣNetflix ର ପ୍ରଥମ ମାସର ଫ୍ରି ସବସ୍କ୍ରିପସନ ଦେଖୁଥିବା ବେଳେ ଏବେ ଆଉ ସେମିତି କିଛି ହେବ ନାହିଁ। ଏବେ ପ୍ରଥମ ମାସର ସବସ୍କ୍ରିପସନ ପାଇଁ ମଧ୍ୟ ପଇସା ଦେବାକୁ ପଡିବ। ନେଟଫ୍ଲିକ୍ସରେ ଏହି ଅଫରର ପ୍ରଚାର ପ୍ରସାର ମଧ୍ୟ ନିଜ…

ଫ୍ଲିପକାର୍ଟ ଆରମ୍ଭ କରିଛି ଏହି ଖାସ୍ ସର୍ଭିସ, Netflix ଏବଂ Prime ଭଳି ଦେଖିପାରିବେ ଫିଲ୍ମ ଏବଂ ଶୋ

ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ ଆପଣ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭଳି ଭିଡିଓ ଦେଖିପାରିବେ। ଫ୍ଲିପକାର୍ଟରେ ଉପଲବ୍ଧ ଏହି ଭିଡିଓ ମୂଖ୍ୟ ରୂପରେ ହିନ୍ଦୀରେ ହେବ। ଅବଶ୍ୟ କିଛି ଭିଡିଓ ତାମିଲ ଏବଂ କନ୍ନଡରେ ମଧ୍ୟ ହେବ। ଏହି ଭିଡିଓ ଷ୍ଟ୍ରିମିଂ ସର୍ଭିସକୁ ବ୍ୟବହାର କରିବା ପାଇଁ…