Browsing Tag

new delhi

ଆଜିଠୁ ଖୋଲିଲା ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ: ପ୍ରଦୂଷଣ ପାଇଁ ରହିଥିଲା ବନ୍ଦ

କେନ୍ୟୁଜ୍(ବ୍ୟୁରୋ) : ଖୋଲିଲା ଦିଲ୍ଲୀର ସମସ୍ତ ସ୍କୁଲ, କଲେଜ। ଓ୍ଵାର୍କ ଫର୍ମ ହୋମ ମଧ୍ୟ ସରିଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିବାରୁ ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଥିଲା। ନଭେମ୍ବର ୧୩ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗୋଟିଏ ସପ୍ତାହ ପାଇଁ…

ସାଧାରଣ ରୋଗୀ ବେଶରେ ହସ୍ପିଟାଲ ତଦାରଖ କରିବାକୁ ଯେବେ ପହଞ୍ଚି ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତାଙ୍କ ସହିତ ଏମିତି କରିଥିଲେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟା ନିକଟରେ ନିଜ ସହିତ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କିଛିଦିନ ତଳେ ସେ ନୂଆଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲକୁ ହଠାତ୍‌ ତଦାରଖରେ ଯାଇଥିଲେ। ଏହି ସମୟରେ ସେ ମନ୍ତ୍ରୀ ନୁହେଁ, ବରଂ ଜଣେ ସାଧାରଣ ରୋଗୀ ବେଶରେ…

ନୂଆଦିଲ୍ଲୀ: ଭୁଶୁଡ଼ିଲା ଚାରି ମହଲା କୋଠା, ଏକାଧିକ ଲୋକ ଚାପି ହୋଇ ରହିଥିବା ସୂଚନା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଭୁଶୁଡ଼ିଲା ଚାରି ମହଲା କୋଠା। ଉତ୍ତର ଦିଲ୍ଲୀର ମଲ୍‌କାଗଞ୍ଜର ସବ୍‌ଜୀ ମଣ୍ଡିରେ ଆଜି ମଧ୍ୟାହ୍ନରେ କୋଠା ଭୁଶୁଡ଼ି ପଡ଼ିଛି। କୋଠାର ଭଗ୍ନାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି…

ନୂଆଦିଲ୍ଲୀ: CBI ହେଡକ୍ୱାର୍ଟରରେ ଲାଗିଲା ନିଆଁ, କ୍ଷୟକ୍ଷତିର ସୂଚନାକୁ ଅପେକ୍ଷା

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ନୂଆଦିଲ୍ଲୀ ସ୍ଥିତ ଲୋଧି ରୋଡରେ ଥିବା ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ। ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି ୫ଟି ଦମକଳ ଗାଡି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପାର୍କିଂ ଅଞ୍ଚଳରେ ଥିବା ଇଲେକ୍ଟ୍ରିକ…

ପୂର୍ବ କେନ୍ଦ୍ରମନ୍ତ୍ରୀ ପିଆର କୁମାର ମଙ୍ଗଳମଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ଯା, ଜଣେ ଗିରଫ

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବଢି ଚାଲିଛି। ଏମିତି ସ୍ଥଳେ ପୁଣି ଏକ ଚମକାଇ ଦେବା ଭଳି ଘଟଣା ଘଟିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ପିଆର କୁମାର ମଙ୍ଗଳମ୍‌ଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମଙ୍କୁ ଘରେ ପଶି ହତ୍ୟା କରିଦିଆଯାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି…

କରୋନାର ଗମ୍ଭୀର ଲକ୍ଷଣ, ମଳରେ ରକ୍ତ ପଡ଼ିବା ସହ ପେଟରେ ହେଉଛି ଅସହ୍ୟ ଯନ୍ତ୍ରଣା

ସମୟ ସହିତ କରୋନା ଭାଇରସ ଯେତେ ନିଜର ରୂପ ବଦଳାଉଛି, ମହାମାରୀକୁ ନେଇ ସେତେ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ଏବେ କରୋନା ରୋଗୀଙ୍କ ଠାରେ ଭୟଙ୍କର ଲକ୍ଷଣ ଦେଖିବାକୁ ମିଳିଛି। କରୋନା ଆକ୍ରାନ୍ତଙ୍କ ଠାରେ ସାଇଟୋମେଗାଲୋଭାଇରସ (Cytomegalovirus-CVM) ଅର୍ଥାତ ମଳରେ ରକ୍ତ ପଡିବା ଲକ୍ଷଣ…

ଦିଲ୍ଲୀରେ ଦିଆଗଲା ମହଙ୍ଗା କରୋନା ଟିକା, ଯାହାର ଗୋଟେ ଡୋଜର ଦାମ୍ ୧୮୦୦ ଟଙ୍କା

ଦିଲ୍ଲୀର ମଲଚାନ୍ଦ ଡାକ୍ତରଖାନାରେ ଗୁରୁବାର ଦିନ କରୋନା ଭାଇରସ୍ ବିରୁଦ୍ଧରେ ଡ୍ରାଇଭ୍ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାର ଗୋଟେ ଡୋଜ ପିଛା ୧୮୦୦ ଟଙ୍କା ମୂଲ୍ୟ ରହିଛି । ଏହି ଟିକାକୁ କୋଭାକ୍ସିନ ପରିଚାଳନା କରିବ । ଏହା ଦେଶର ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଡୋଜ ହେବ…

ଦିଲ୍ଲୀରେ ଆଉ ୬ ଦିନ ବଢିଲା ଲକ୍‌ଡାଉନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ

ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ଦେଖି ବଢ଼ିଲା ଲକଡାଉନ୍ ଅବଧି। ତେଣୁ ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ଆଉ ସପ୍ତାହେ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ୬ ଦିନ ବଢ଼ିଲା ଲକଡାଉନ୍ । ମହାମାରୀର ପ୍ରକୋପକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ…

ସନ୍ତାନ ସୁଖ ପାଇବା ଓ ଅନ୍ଧବିଶ୍ବାସ ଯୋଗୁଁ ତାନ୍ତ୍ରିକ କଥାରେ ୩ ବର୍ଷର ପିଲା ବଳି ଦେଲେ ମହିଳା

ଏ ସମାଜ ମିଛରେ ନିଜକୁ ଅତ୍ଯାଧୁନିକ ବୋଲି କହୁଛି। ଯେତେ ଆଗକୁ ବଢୁଛି ବୋଲି କହୁଛି କିନ୍ତୁ ସତରେ ସେତିକି ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରୁନାହିଁ। ପୂର୍ବରୁ ଯେମିତି ଅନ୍ଧବିଶ୍ବାସକୁ ବିଶ୍ବାସ କରୁଥିଲା, ଆଜି ମଧ୍ୟ କରୁଛି। ଅନ୍ଧବିଶ୍ବାସକୁ ଏମିତି ଜାବୁଡି ଧରିଛି ଯେ କଳା ଯାଦୁ ଉପରେ…

ଖୋଲିଲା Garbage Cafe : ଏଠାରେ ଅଦକାରୀ ପ୍ଲାଷ୍ଟିକ ଦିଅନ୍ତୁ, ମାଗଣା ଭୋଜନ କରନ୍ତୁ

ଯଦି ଆପଣଙ୍କୁ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଭଲ ସ୍ବାଦିଷ୍ଟ ଖାଇବା ମିଳେ ତେବେ କେମିତି ହେବ ? ନିଶ୍ଚିତ ଭାବେ ଖୁସି ଲାଗିବ । ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ ଆରମ୍ଭ କରିଛି । ଦ୍ୱାରକାର ନଜଫଗଡ ଜୋନ୍ ସ୍ଥିତ ବର୍ଦ୍ଧମାନ…

ନୂଆଦିଲ୍ଲୀର ଧୌଲାକୁଆଁ ଠାରେ ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସ୍ଥିତ ଢ଼ୋଲାକୁଆ ରିଙ୍ଗ ରୋଡ଼ ନିକଟ ଅଂଚଳରେ ପୋଲିସର ଏକ ସ୍ପେଶାଲ ଦଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ ଧରଣର ଗୁଳିବିନିମୟ ହୋଇଛି । ଦିଲ୍ଲୀ ପୋଲିସ କମିଶିନର ପ୍ରମୋଦ ସିଂହ କୁଶବାହଙ୍କ କହିବା ଅନୁଯାୟୀ ଏହି ଏନ୍କାଉଣ୍ଟର ସମୟରେ ଜଣେ ଆଇଏସଆଇଏସ ଆତଙ୍କବାଦୀ ଧରା…

କରୋନା ସଂକ୍ରମଣରେ ନୂଆଦିଲ୍ଲୀରେ ପ୍ରାଣ ହରାଇଲେ ଓଡ଼ିଆ ଯୁବ ଡାକ୍ତର

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ଜନିତ ସଂକ୍ରମଣରେ ଜଣେ ଓଡ଼ିଆ ଡାକ୍ତର ପ୍ରାଣ ହରାଇଛନ୍ତି । ନୂଆଦିଲ୍ଲୀର ସଂକେତ ନଗରରେ ରହୁଥିବା ଏହି ଓଡ଼ିଆ ଡାକ୍ତର ଜଣଙ୍କ ହେଉଛନ୍ତି ଅଶ୍ୱିନୀ କୁମାର ପ୍ରତାପ । ତାଙ୍କ ବୟସ ୪୦ ବର୍ଷ ବୋଲି ମଧ୍ୟ ଜଣାଯାଇଛି । ନୂଆଦିଲ୍ଲୀର ନ୍ୟାସନ୍ୟାଲ ଇନଷ୍ଟିଟ୍ୟୁଟ ଅଫ…