Browsing Tag

nuapada

ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ସ୍କୁଲ ସମ୍ମୁଖରେ ଧାରଣା

ନୂଆପଡା(କେନ୍ୟୁଜ୍):  ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି।  ମୃତ ଛାତ୍ର ଜଣକ ହେଲେ ବୁଢ଼ାପରା ଗାଁର ରୁଦ୍ରମାଧବ ଜଗତଙ୍କ ୮ ବର୍ଷର ପୁଅ ରକି ଜଗତ ବୋଲି…

କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣରେ ବିସ୍ଫୋରକ ଜବତ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଲାଲବାହିନୀ କ୍ୟାମ୍ପ ଧ୍ବଂସ, ଖସିଗଲେ ମାଓବାଦୀ । ଓଡ଼ିଶା-ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ…

ପାରିବାରିକ କଳହ: ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଦେଲା ପିଶାଚ ବାପା

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ ଅଘଟଣ । ଜଣେ ବାପା ନିଜର ୧୩ ବର୍ଷୀୟ ନାବାଳିକା ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ପାରିବାରିକ କଳହକୁ ନେଇ ହତ୍ୟା କରିଥିବା ସନ୍ଦେହ । ସୂଚନା ଅନୁଯାୟୀ ଆଜି କେନ୍ଦୁବାହାରା ଗାଁର ଗଜାନନ ମାଝୀ…

ସୁନା ଗହଣା ଦୋକାନରେ ଦିନଦ୍ବିପହରରେ ଡକାୟତ ଉଦ୍ୟମ

 ନୂଆପଡ଼ା(କେନ୍ୟୁଜ):  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା କୈଳାସ ସୁନା ଗହଣା ଦୋକାନରେ ଦିନଦ୍ବିପହରରେ ଡକାୟତ ଉଦ୍ୟମ l ହେଲେ ଡକାୟତମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଆଜି ଅପରାହ୍ନ 3ଘଣ୍ଟା ସମୟରେ ତିନିଜଣ ବ୍ୟକ୍ତି ମୁହଁରେ କନା ବାନ୍ଧି ନୀଳ ରଙ୍ଗର ଏକ ବାଇକରେ ଆସିଥିଲେ।…

ନୂଆପଡ଼ା ପୋଲିସକୁ ସଫଳତା, ଜଙ୍ଗଲରୁ ଠାବ ହେଲା ମାଓ କ୍ୟାମ୍ପ ଓ ବିସ୍ଫୋରକ ସାମଗ୍ରୀ

ନୂଆପଡା (କେନ୍ୟୁଜ): ନୂଆପଡ଼ା ପୋଲିସକୁ ସଫଳତା। ଜଙ୍ଗଲରୁ ଠାବ କଲା ମାଓକ୍ୟାମ୍ପ ଓ ବିସ୍ଫୋରକ ସାମଗ୍ରୀ। ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ମାଓ ପୁସ୍ତିକା, ମାଓ ପୋଷାକ, ଔଷଧ ଆଦି ଜବତ ହୋଇଛି…

ନୂଆପଡ଼ାରେ ଫାଇଭ ଟି ସଚିବ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କଲେ ତଦାରଖ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ। ବୋଡ଼େନ ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାତାଳ ଗଙ୍ଗାକୁ ପରିଦର୍ଶନ କରି ପବିତ୍ର ପାତାଳ ଗଙ୍ଗାର ଜଳକୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି। ପରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ…

ଆତଙ୍କ ଖେଳାଇଥିବା କଲରାପତରିଆ ବାଘର ମୃତ୍ୟୁ, ଦୀର୍ଘ ୨୪ ଦିନ ଧରି ଥିଲା ଅସୁସ୍ଥ

ନୂଆପଡା (କେନ୍ୟୁଜ): ନୂଆପଡା ବନବିଭାଗ କାର୍ଯ୍ୟାଳୟରେ ଅସୁସ୍ଥ କଲରାପତରିଆ ବାଘର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଲେ ଖଡ଼ିଆଳ ବନଖଣ୍ଡ ଡ଼ିଏଫଓ ଶୁଶିଳ କୁମାର ତ୍ରିପାଠୀ। ବାଘ ବାବେସିଆ ରୋଗରେ ଆକ୍ରାନ୍ତ ଥିଲା। ଭୁବନେଶ୍ୱର ଓୟୁଏଟି ବନ୍ୟଜନ୍ତୁ ବିଭାଗର…

ପାତାଳଗଙ୍ଗା ତୀର୍ଥରେ ଚାଲିଛି ପବିତ୍ର ବୈଶାଖୀ ମେଳା

ପଶ୍ଚିମ ଓଡିଶାର ବିଭିନ୍ନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମଧ୍ୟରେ ନୂଆପଡା ଜିଲ୍ଲାର ପବିତ୍ର ପାତାଳଗଙ୍ଗା ତୀର୍ଥକ୍ଷେତ୍ର ହେଉଛି ଅନ୍ୟତମ । ପାତାଳଗଙ୍ଗାର ପ୍ରାକୃତିକ ମନୋରମ ଘଂଚ ଜଙ୍ଗଲ ଓ ସୁଉଚ୍ଚ ଗିରୀଶୃଙ୍ଗ ସାଙ୍ଗକୁ କୁଳୁକୁଳୁ ନାଦରେ ପ୍ରବାହିତ ହେଉଥିବା ଚିରସ୍ରୋତା ପବିତ୍ର ଜଳ ହଜାର ହଜାର…

ତେଲେଙ୍ଗାନାରେ ଦାଦନ ଶ୍ରମିକ ବନ୍ଧକ, ମିଳୁଛି ଅକଥନୀୟ ନିର୍ଯ୍ୟାତନା

କେନ୍ୟୁଜ୍‌(ବ୍ୟୁରୋ): ତେଲେଙ୍ଗାନାରେ ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଲିମାଟି ଗାଁର ରବିନ୍ଦ୍ର ହାତୀ । ଗତ ଫେବୃୟାରୀ ମାସରେ ରବିନ୍ଦ୍ର ହାତୀ ଓ ତାଙ୍କ ପତ୍ନୀ ଯଶୋଦା କାମ ଅନେ୍ଵଷଣରେ ସିକନ୍ଦରାବାଦକୁ ଯାଇଥିଲେ । ସିକନ୍ଦରାବାଦ ଜିଲ୍ଲା ବିକିରିବାଦରେ ଏକ…

ବିଲରେ ଚାଷ ହୋଇଛି ହଳଦିଆ ରଙ୍ଗର ତରଭୁଜ, ନାଲିଠୁ ରହିଛି ଅଧିକ ମିଠା

କେନ୍ୟୁଜ୍‌(ବ୍ୟୁରୋ): ତରଭୁଜ କାହାର ବା ପସନ୍ଦ ନୁହେଁ । ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ ତରଭୁଜ । ବିଶେଷକରି ଖରାଦିନେ ଲୋକେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ଦାଉରୁ ରକ୍ଷା କରିବା ସହ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହ ଏଥିରେ…

ନୂଆପଡ଼ାରେ ବାଘ ଆତଙ୍କ ଜାରି : ପୁଣି ବାଛୁରୀକୁ ମାରି ଖାଇଲା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ସୁନାବେଡା ଅଭୟାରଣ୍ୟରେ ଥମୁନି ବାଘ ଆତଙ୍କ। ପୁଣି ବାଛୁରୀକୁ ମାରି ଖାଇଲା। ନୂଆପଡ଼ା ବନ ବିଭାଗ ରେଞ୍ଜ ଅଧିନସ୍ଥ ଆମାନାରା ପଞ୍ଚାୟତ ପାୱାରତୋଲା ଗାଁର ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି। ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଟିମ୍‌…

ନିର୍ମାଣଧିନ ସେତୁରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବିରେସକେଲା ଗାଁ ନିକଟରେ ରୋଗୀଙ୍କୁ ନେଇ ଫେରୁଥିବା ଆମ୍ବୁଲାନ୍ସ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ନିର୍ମାଣଧୀନ ସେତୁରେ ଆମ୍ବୁଲାନ୍ସ ଗାଡି ପିଟିହୋଇ ଦୁର୍ଘଟଣାଗ୍ରସ୍ତ ଘଟିଛି।ଘଟଣାସ୍ଥଳରେ ଜଣେ…