ଅନଓ୍ଵାର-ଉଲ-ହକ୍ କାକର ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
ଇସଲାମବାଦ : ସିନେଟ ଅନଓ୍ଵାର-ଉଲ-ହକ୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନେସନାଲ ଆସେମ୍ବ୍ଳିରେ ସେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ମନୋନୀତ ହୋଇଥିଲେ । କାକର ଜଣେ ଆଇନଜ୍ଞ ଓ ବେଲୁଚିସ୍ତାନ ଆଓ୍ଵାମୀ ପାର୍ଟିର ନେତା । ଆଗାମୀ ସାଧାରଣ ନିର୍ବାଚନ ଯାଏ ସେ…