Browsing Tag

pakistan

ଆତଙ୍କବାଦୀଙ୍କ ହାତରେ ଡ୍ରୋନ୍, ଘନଉଛି ବିପଦ 

‘ସୟନେ ସପନେ ଜାଗରଣେ କେବଳ ଭାରତ ହିଁ ଭାରତ । ଉଠିଲେ ବସିଲେ ଶୋଇଲେ କେବଳ ଭାରତ କଥା ଭାବୁଛନ୍ତି ଉଭୟ ବେଇମାନ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ । କେମିତି ହିନ୍ଦୁସ୍ତାନକୁ ପାନେ ଦେବେ ଦିନରାତି ରଚୁଛନ୍ତି ଷଡ଼ଯନ୍ତ୍ର । ଭାରତ ଉପରେ ପୁଣି ଥରେ ଘନେଇଛି ଡ୍ରୋନ୍ ଆକ୍ରମଣର ବିପଦ । ବାରମ୍ବାର…

ଯାତ୍ରା ମଝିରେ ପାଇଲଟ୍‌ଙ୍କ ଅଜବ ଯୁକ୍ତି: କହିଲେ- ମୋ ସିଫ୍ଟ ସରିଗଲାଣି, ମୁଁ ଆଉ ବିମାନ ଉଡ଼ାଇବି ନାହିଁ

ଯାତ୍ରା ମଝିରେ ପାଇଲଟ୍‌ଙ୍କ ଅଜବ ଯୁକ୍ତି। କହିଲେ ମୋ ସିଫ୍ଟ ସରିଗଲାଣି। ମୁଁ ଆଉ ବିମାନ ଉଡ଼ାଇବି ନାହିଁ। ପାଇଲଟ୍‌ଙ୍କ ଠାରୁ ଏଭଳି କଥା ଶୁଣି ଯାତ୍ରୀମାନେ ଭୀଷଣ ଭାବେ ରାଗିଯିବା ସହ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। ଏଭଳି ଅଦ୍ଭୁତ କାମ କରିଛନ୍ତି ପାକିସ୍ତାନର ଜଣେ…

ପାକ୍‌ ପାଇଁ ମହଙ୍ଗା ପଡ଼ିଲା ତାଲିବାନ ସମର୍ଥନ: ଆଫଗାନ୍‌ ମାଟିରେ ଗୁଳିମାଡ଼ ପରେ ପାକିସ୍ତାନକୁ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ): ତାଲିବାନକୁ ସମର୍ଥନ କରିବା ଆଉ ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବାରେ ସହାୟତା କରିବା ପାକ ପାଇଁ ମହଙ୍ଗା ପଡିଲା । ଇମ୍ରାନଙ୍କ ତାଲିବାନ ପ୍ରୀତି ଏବେ ତାଙ୍କ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହୋଇଛି । ଆଫଗାନ୍‌ ମାଟିରେ ଗୁଳିମାଡ଼ ପରେ ପାକିସ୍ତାନକୁ ଚେତାବନୀ…

‘ଆମେ ଅପେକ୍ଷା କରିଛୁ କି କେବେ ଇମ୍ରାନ ଖାନ ଆତ୍ମହତ୍ୟା କରିବେ’, କାହିଁକି ଏମିତି କହିଲେ ନଓ୍ଵାଜ ସରିଫ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସବୁବେଳେ ଅପଦସ୍ତ ହେଉଛନ୍ତି। ଖାସ୍‌ ତାଙ୍କ ପାଇଁ ପାକିସ୍ତାନ ଉପରେ ସମସ୍ତେ ରାଗ ସୁଝାଉଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତ୍ମହତ୍ୟା କରନ୍ତୁ ବୋଲି ଚାହୁଁଛନ୍ତି ନୱାଜ ସରିଫ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

ପାକିସ୍ତାନର କରାଚିରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ

ପାକିସ୍ତାନର କରାଚିରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣ ସହରର ଶେରଶାହ ପାରାଚା ଚୌକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୨ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ଏଠାରେ ଉଭୟ ହିନ୍ଦୁ ଓ ମୁସଲିମ ମାଆଙ୍କୁ କରିଥାନ୍ତି ପୂଜା, ପରମ୍ପରାକୁ ରଖିଛନ୍ତି ସବୁଠୁ ଆଗରେ

ପାକିସ୍ତାନ ଏକ ମୁସଲିମ ବହୁଳ ଦେଶ। ଏଠାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁସଲିମ ମାନେ ଯାଇ ପୂଜା କରିଥାନ୍ତି। ଆଜି ଆମେ ପାକିସ୍ତାନର ସେହି ମନ୍ଦିର ସମ୍ପର୍କରେ କହିବୁ। ଏଠାରେ କେବଳ ହିନ୍ଦୁ ନୁହେଁ ବରଂ ମୁସଲିମ ମାନେ ଯାଇ ମଧ୍ୟ ପୂଜା କରିଥାନ୍ତି। ପାକିସ୍ତାନର ବେଲୁଚିସ୍ତାନରେ ଏହି…

ଜାଣନ୍ତୁ ପାକିସ୍ତାନର ୬ଟି ଅଜବ ନିୟମ କାନୁନ, ଯାହା ଅନ୍ୟ ଦେଶରେ ଦେଖିବାକୁ ମିଳେନି

ପାକିସ୍ତାନରେ କିଛି ମାସ ପୂର୍ବରୁ ଏକ ନିୟମ ଲାଗୁ କରାଯାଇଥିଲା। ପାକିସ୍ତାନର ସିନ୍ଧୁ ପ୍ରାନ୍ତରେ ଏକ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ନେଇ ସାରା ଦୁନିଆରେ ଖୁବ ଚର୍ଚ୍ଚା ହୋଇଥିଲା। ତେବେ ଏହି କାନୁନକୁ ଅବମାନନା କଲେ ଦଣ୍ଡ ଭୋଗିବା ଭଳି ନିୟମ ମଧ୍ୟ ରଖାଯାଇଛି। ପ୍ରଥମ ଦଣ୍ଡଟି ପିଲାଙ୍କର…

୨୬/୧୧କୁ ପୂରିଲା ୧୩ ବର୍ଷ, ଯୁଦ୍ଧକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିବାକୁ ପାକ୍‌ ଉପରେ ଚାପ ପକାଇଲା ଭାରତ

ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ଆଜି ୧୩ ବର୍ଷ ପୂରିଛି। ୨୬ ନଭେମ୍ବର ୨୦୦୮ ଆଜିର ଦିନରେ ମୁମ୍ବାଇର ଛାତି ଉପରେ ଆତଙ୍କବାଦୀମାନେ ବିଭୀଷିକା ରଚିଥିଲେ। ଏହି ଅଚାନକ ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଯବାନ ବି ସହିଦ ହୋଇଥିଲେ। ଆଜି ୧୩ ବର୍ଷ ପରେ ସାରା ଦେଶ…

ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ଔଷଧ ଦେଇ କରାଯିବ ନପୁଂସକ: ପାକିସ୍ତାନ

ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଭଳି ସଂଗୀନ ମାମଲା । ଯାହା ଉପରେ ରୋକ ଲାଗିବା କାଠିକର ପାଠ ହେଲାଣି । ପ୍ରତିଦିନ ଏଭଳି ସଂଘାତିକ ଘଟଣା ଘଟୁଛି ଆଉ ଖବର ଆସୁଛି, ଯାହା ବେଶ ଚିନ୍ତା ବଢାଉଛି । ତେଣୁ ମହିଳାଙ୍କୁ ପ୍ରତି ପଦକ୍ଷେପରେ ସଜାଗ ରହିବାକୁ ପଡୁଛି । ଖାଲି ମହିଳା କଣ ପିଲାଠୁ ବୟସ୍କ…

ଥାନାରେ ମହିଳା କଏଦୀଙ୍କ ସହ ଅମାନୁଷିକ କାର୍ଯ୍ୟ, ମହିଳା ଇନ୍ସପେକ୍ଟର ହିଁ କପଡ଼ା ଖୋଲି ନାଚିବାକୁ କରାଇ ଥିଲେ ବାଧ୍ୟ!…

ପାକିସ୍ତାନରେ ଜଣେ ମହିଳା କଏଦୀଙ୍କୁ କପଡ଼ା ଖୋଲି ଥାନାରେ ହିଁ ନାଚିବା ପାଇଁ ବାଧ୍ୟ କରାଯାଇଛି। ମହିଳାଙ୍କ ସହିତ ଏଭଳି ଅମାନବୀୟ କାର୍ଯ୍ୟରେ ପୁରୁଷ ନୁହନ୍ତି, ବରଂ ମହିଳା ପୋଲିସ କର୍ମୀ ହିଁ ସାମିଲ ଅଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଙ୍କୁ ବରଖାସ୍ତ…

ଏବେ ସବୁ ବୁଲେଟିନ୍‌ ପୂର୍ବରୁ ‘ପାକିସ୍ତାନର ମାନଚିତ୍ର’ ଦେଖାଇବେ ନ୍ୟୁଜ୍‌ ଚ୍ୟାନେଲ, ଇମ୍ରାନ୍‌ ସରକାରଙ୍କ ନୂଆ ଆଦେଶ

ପାକିସ୍ତାନ ସରକାର ତାଙ୍କ ପ୍ରକୃତି ଛାଡ଼ିବା ମୁଡ୍‌ରେ ଆଦୌ ନାହାନ୍ତି। ଭାରତ ସହ ସବୁବେଳେ ଶତ୍ରୁତା ରଖିବା ମନୋବୃତ୍ତି ରଖିଛନ୍ତି ପାକ୍‌ ସରକାର। ଏବେ ଏହି କାମ କରିବାକୁ ସେ ଆଉ ପାଦେ ଆଗକୁ ଯାଇଛନ୍ତି। ରିପୋର୍ଟ ମୁତାବକ, ପାକ୍‌ ସରକାର ଏବେ ତାଙ୍କର ସମସ୍ତ ନ୍ୟୁଜ୍‌ ଚ୍ୟାନେଲକୁ ନିର୍ଦ୍ଦେଶ…

ପାକ୍‌ରେ ପିଲା ଚୋରି: ହସ୍ପିଟାଲରେ ନବଜାତକ ଜାଗାରେ କଣ୍ଢେଇ ରଖି ଛୁଆକୁ ଅପହରଣ କରିନେଲେ ଦୁର୍ବୃତ୍ତ

ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ଏକ ନବଜାତ ଶିଶୁ କନ୍ୟାକୁ ଅପହରଣ କରି ଅପହରଣକାରୀ ତା’ ସ୍ଥାନରେ ଏକ କଣ୍ଢେଇ ରଖିଦେଇଛନ୍ତି। ଏହି ଛାତିଥରା ଘଟଣା ଘଟିଛି ଅକ୍ଟୋବର ୩୧ରେ। ଦୁବୃର୍ତ୍ତମାନେ ରାଓ୍ଵଲପିଣ୍ଡି ସହରର ହୋଲି ଫ୍ୟାମିଲି…