Browsing Tag

police constable

ପୋଲିସ କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ପୋଲିସ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୨ଶ ପାସ୍‌ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ । ପଞ୍ଜାବ ପୋଲିସରେ ୧୭୦୦ରୁ ଅଧିକ କନଷ୍ଟେବଳ ପଦବୀ ଖାଲିପଡିଛି । ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ punjabpolice.gov.in କୁ ଯାଇ ଆବେଦନ…

କନଷ୍ଟେବଳଙ୍କ ଅଜବ ପ୍ରୟାସ, ମୁହଁରେ ସିପିଆର୍‌ ଦେଇ ବଞ୍ଚାଇଲେ ସାପର ଜୀବନ

ସାପର ଜୀବନ ବଞ୍ଚାଇବାକୁ କନଷ୍ଟେବଳଙ୍କ ଅଜବ ପ୍ରୟାସ। ସାପ ମୁହଁରେ ସିପିଆର ଦେଇ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ପୋଲିସ କନଷ୍ଟେବଳ ଅତୁଲ ଶର୍ମା। ସ୍ଥାନୀୟ ନରମଦାପୁର ଅଞ୍ଚଳରୁ ଅଚେତ ଅବସ୍ଥାରେ ଏକ ସାପକୁ ଉଦ୍ଧାର କରିଥିଲେ ଅତୁଲ। କୀଟନାଶକ ଔଷଧ ଖାଇ ସାପଟି ନିଶ୍ଚଳ ଥିଲା। ବିଭିନ୍ନ ପ୍ରୟାସ ପରେ…

ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ହେଲେ ସମ୍ମାନିତ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ବର(କେନ୍ୟୁଜ୍):   ଭୁବନେଶ୍ୱର ଭିଏସଏସ ନଗରରେ ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ । ଜଣେ ଏସପିଓ ଓ ୨ ଜଣ କନେଷ୍ଟବଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ଗତ ୧୩ ତାରିଖ ରାତି ଅଧରେ ଲୁଟେରାଙ୍କୁ ୨ ଘଣ୍ଟା ଧରି ସାହସର ସହିତ ପୋଲିସ…

ସ୍ତ୍ରୀ ଓ ୩ ବର୍ଷର କୁନି ଝିଅକୁ ଧରି ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କନଷ୍ଟେବଳ; କାରଣ ଖୋଜୁଛି ପୋଲିସ…

ଗୁଜରାଟର ଅହମ୍ମଦାବାଦରେ ଜଣେ ପୋଲିସ କନଷ୍ଟେବଳ ନିଜ ସ୍ତ୍ରୀ ଓ ୩ ବର୍ଷର କୁନି ଝିଅ ସହିତ ବିଲ୍ଡିଂର ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମାମଲା ବସ୍ତ୍ରାପୁର ଅଞ୍ଚଳର ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, କୁଲଦୀପ ସିଂ ଯାଦବ ନାମକ ବ୍ୟକ୍ତି ଏଠାରେ ଏକ ଥାନାରେ କନଷ୍ଟେବଳ ରୂପେ…

କଠିନ ପରିଶ୍ରମ ଆଣିଦିଏ ସଫଳତା: ପୋଲିସ୍ କନେଷ୍ଟବଳରୁ ଓସିଏସ୍

ଯାଜପୁର ଟାଉନ(କେନ୍ଯୁଜ୍): ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଥାଏ। ଏହି ବାକ୍ୟକୁ ସତ କରି ଦେଖାଇଛନ୍ତି ଜଣେ ପୋଲିସ୍ କନେଷ୍ଟବଳ। ପୋଲିସ୍ କନେଷ୍ଟବଳରୁ ଓସିଏସ । ନିଜର କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ…

ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି ୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲେ ହୋମଗାର୍ଡ, କନଷ୍ଟେବଳକୁ ପଦୋନ୍ନତି

ନିଜ ସାଧୁତା ଓ କାର୍ଯ୍ୟନିଷ୍ଠତାର ପରିଚୟ ଦେଖାଇ ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବା ସହ ପଦ୍ଦନ୍ନୋତି ମଧ୍ୟ ପାଇଛନ୍ତି ଜଣେ ପୋଲିସ ହୋମଗାର୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆସାମରେ । ଆସାମ ପଣିଆ ପାଇଁ ଚର୍ଚ୍ଚାକୁ ଆସିଥିଲେ ବୋରସିଂ ବି କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ୧୨ କୋଟି…

କୋଭିଡ ଟିକାକରଣ କେନ୍ଦ୍ର ଅପରିଷ୍କାର ହୋଇଥିବା ଦେଖି ନିଜେ ପୋଛିବାକୁ ଲାଗିଲେ କନେଷ୍ଟବଳ, ଭାଇରାଲ ହେଉଛି ଫଟୋ

ବର୍ତ୍ତମାନ କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଜନତାଙ୍କ ସେବା କରିବାରେ ଲାଗି ପଡ଼ିଛନ୍ତି। ନିଜ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତେ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଫାଜିଲପୁର ଗାଁରେ। ଏଠାରେ ଜଣେ…

କରୋନା ଯୋଗୁ ମିଳିଲାନି ଛୁଟି, ଥାନାରେ ହିଁ ହଳଦୀ ସେରିମନି କଲେ ମହିଳା କନେଷ୍ଟବଳ; ଦେଖନ୍ତୁ ଫଟୋ

କରୋନା କାଳରେ ସବୁ ଆଡ଼ୁ ଏଭଳି ଖବର ଆସୁଛି, ଯାହା ଛାତି ଥରାଇ ଦେଉଛି। କେଉଁଠି ଲୋକମାନେ ମାନବିକତାକୁ ହଜାଇ ସାରିଲେଣି ତ ଆଉ କେଉଁଠି କେବଳ ନିଜ ସ୍ୱାର୍ଥକୁ ହିଁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ରାଜସ୍ଥାନରୁ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନକୁ ଛୁଇଁଯିବ।…

ପୋଲିସବାବୁଙ୍କ ପ୍ରାଣ ନେଇଗଲେ ମଦ ମାଫିଆ ! ୪ ବର୍ଷ ପୂର୍ବରୁ ହୋଇଥିଲା ବାହାଘର, ମାସେ ପୂର୍ବରୁ ହୋଇଥିଲେ ବାପା

ପୋଲିସବାବୁଙ୍କୁ ପିଟିପିଟି ମାରିଦେଲେ ମଦ ମାଫିଆ। କର୍ତ୍ତବ୍ୟ କରୁ କରୁ ସହିଦ ହୋଇଗଲେ ଜଣେ କନଷ୍ଟେବଳ। ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା ମଦ ମାଫିଆଙ୍କ ହାତରେ। ଏପରି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶ କାଶଗଞ୍ଜ ଜିଲ୍ଲା ସିଢ଼ପୁରା ନଗଲା ଧୀମର ଗାଁରେ। ସମ୍ପୂର୍ଣ୍ଣ ଘଟଣା…

ପେସାରେ ପୋଲିସ୍‌, ପଶମ ସୂତା କାରୁକାର୍ଯ୍ୟରେ ହାତର ଯାଦୁଗରୀ ଦେଖାଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡ଼ରେ…

ବଣ ମଲ୍ଲୀ ଆଉ ବଣ ଭିତରେ ଫୁଟି ଝଡି ଯାଉନି ବରଂ ତାର ମହକରେ ଏବେ ସାରା ବିଶ୍ୱ ମହକୁଛି । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିବା ପ୍ରବାଦଟି ଭୁଲ୍ ପ୍ରମାଣିତ ହୋଇଛି କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ସନ୍ଧ୍ୟା ରାଣୀ ବେହେରାଙ୍କ ନିକଟରେ । କନ୍ଧମାଳ ଜିଲ୍ଲା ଘଞ୍ଚ ଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳ ଚକାପାଦ…

ମାଓବାଦୀଙ୍କ ବର୍ବରତା : କନେଷ୍ଟବଳଙ୍କୁ ଧନୁସର ଓ ଟାଙ୍ଗିଆରେ ନିର୍ମମ ଭାବେ କଲେ ହତ୍ଯା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ସହକାରୀ କନେଷ୍ଟବଳଙ୍କୁ ଅତି ନିର୍ମମ ଭାବରେ ହତ୍ଯା କଲେ ମାଓବାଦୀ। ରିପୋର୍ଟ ଅନୁଯାୟୀ ଯୁବକ ଜଣକ ମେଡିକାଲ ଛୁଟିରେ ଘରକୁ ଆସିଥିବା ବେଳେ ଗତକାଲି ରାତି ୧୦ଟାରେ…

ଏହି ଦୁଇ ମହିଳା ପୋଲିସ କର୍ମଚାରୀଙ୍କୁ ଲୋକେ କରୁଛନ୍ତି ସଲାମ, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ମା’ କେବଳ ଏକ ଶବ୍ଦ ନୁହେଁ। ଏହି ଶବ୍ଦ ସହିତ କାହାକୁ ମଧ୍ୟ ତୁଳନା କରାଯାଇପାରିବ ନାହିଁ। ମା’ର ଅର୍ଥ ମମତା, ସ୍ନେହ, ଭଲପାଇବା, ଆକଟ କରିବା। ଯେତେବେଳେ ପିଲା କାନ୍ଦେ, ମା’ ତାର ପଣତରେ ଲୁହ ପୋଛିଦିଏ। ପିଲାକୁ ଭୋକ ଲାଗିଲେ କିମ୍ବା ତାର ସବୁ ଅଭାବକୁ କହିବା ଆଗରୁ ମା’ ବୁଝିଦିଏ। ପିଲାର…