Browsing Tag

police

ରାଜ୍ୟରେ ପୋଲିସର କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ, ଗତ ୨୪ ଘଣ୍ଟାରେ ୨୩ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୋଲିସର କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ। ୨୪ ଘଣ୍ଟାରେ ୨୩ ଲକ୍ଷ ୫୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୭୬୦ଟି ଗାଡ଼ି ଜବତ ହୋଇଛି। ୧୯ ଜଣ ଗିରଫ ହୋଇଛନ୍ତି। ୩୦ ତାରିଖ ସକାଳରୁ ୩୧ ତାରିଖ ସକାଳ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋଭିଡ୍‌…

ସିଗାରେଟ ଟାଣି ହାପ୍ ପ୍ୟାଣ୍ଟ ପିନ୍ଧି ଫାଣ୍ଡିର ଅଧିକାରୀଙ୍କ ଦାଦାଗିରି, କ୍ଯାମେରାରେ କଏଦ ହେଲା ଭିଜୁଆଲ୍

କାମାକ୍ଷାନଗର(କେନ୍ଯୁଜ୍): କରୋନା କାଳରେ ଏବେ ସାରା ଦେଶରେ ପୋଲିସ କର୍ମଚାରୀଙ୍କ କାର୍ଯ୍ଯକୁ ନେଇ ପ୍ରଶଂସା କରାଯାଉଛି। ଦିନ ରାତି ଏକ କରି ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି ଏହି କରୋନା ଯୋଦ୍ଧା ମାନେ। ହେଲେ କେଉଁଠିନା କେଉଁଠି କିଛି ପୋଲିସ…

ଟିଏମସିର ଯୁବନେତାଙ୍କୁ ଗୁଳି କରି ହତ୍ୟା, ୫ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା । ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଟିଏମସିର ଜଣେ ଯୁବନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏ ହତ୍ୟା ପଛରେ ବିଜେପିର ହାତ ଥିବା ଦଳ ଅଭିଯୋଗ ଆଣିଛି । ମୃତକ ହେଉଛନ୍ତି ରନଜୟ କୁମାର…

ପୋଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ

ପୋଲିସର ଚରିତ୍ରକୁ ନେଇ ସିଜେଆଇଙ୍କ ବଡ଼ ଟିପ୍ପଣୀ। ଥାନାରେ ମାନବାଧିକାର ବିପଦର ଭୟ ସବୁଠୁ ଅଧିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣ। ରବିବାର ନ୍ୟାସନାଲ ଲିଗାଲ ସର୍ଭିସେସ୍‌ ଅଥରଟି ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣ…

ଦିଲ୍ଲୀ: IGI ବିମାନ ବନ୍ଦରକୁ ବମରେ ଉଡାଇ ଦେବାକୁ ମିଳିଛି ଧମକ, ଅଲ କାଏଦା ଆତଙ୍କୀ ପୋଲିସକୁ ପଠାଇଲା ମେଲ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରକୁ ବମରେ ଉଡାଇ ଦେବାକୁ ଆତଙ୍କବାଦୀ ମାନେ ଧମକ ଦେଇଛନ୍ତି। ପୋଲିସ ପାଖକୁ ଏପରି ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣ ଭାବେ କରିଦିଆଯାଇଛି । ଇମେଲରେ ଆତଙ୍କବାଦୀ…

ଭଦ୍ରକ ତୋରଣପଦାରେ ପୋଲିସ ଉପରେ ଆକ୍ରମଣ, ମହିଳା କନେଷ୍ଟବଳଙ୍କ ସମେତ ୪ ଆହତ

ଭଦ୍ରକ (କେନ୍ୟୁଜ): ପୋଲିସକୁ ଆକ୍ରମଣ । ଭଦ୍ରକ ସାବରଙ୍ଗ ଥାନା ଗୋରାମାଟି ପଞ୍ଚାୟତର ତୋରଣପଦା ଗାଁରେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ । ଏଥିରେ ଜଣେ ମହିଳା କନେଷ୍ଟବଳଙ୍କ ସମେତ ୪ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି…

ରାଜ୍ୟରେ ପୋଲିସର କୋଭିଡ ଏନ୍ଫୋର୍ସମେଣ୍ଟ ସ୍ୱାର୍ଡ, ଅମାନିଆଙ୍କଠୁ ୨୬ ଲକ୍ଷ ଆଦାୟ

ଭୁବନେଶ୍ୱର (କେନ୍ୟୁଜ): ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ସେହିପରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୨୬ ଲକ୍ଷ ୩୭ ହଜାର ୭୫୦ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୩ ଜଣ ଗିରଫ ହୋଇଛିନ୍ତି ।…

ମାଓଗଡରେ ପୋଲିସର ମହାନତା: ଅଜଣା ମୃତଦେହକୁ କାନ୍ଧେଇ କାନ୍ଧେଇ ଆଣିଲେ ୫କିଲୋମିଟର

ମାଲକାନଗିରି: ମାଓଗଡରେ ପୋଲିସର ମହାନତା । ଅଜଣା ମୃତଦେହକୁ ୫କିଲୋମିଟର କାନ୍ଧେଇ କାନ୍ଧେଇ ଆଣିଲେ ପାପରମେଟଲା ପୋଲିସ୍‌ । ଏକ ଅଜଣା ମୃତଦେହ ଜାମଜୋଡି ନାଳରେ ଭାସୁଥିବା ଗାଁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।…

ଟିଭି ଦେଖିବା ଚକ୍କରରେ ଶାଶୁ କରୁନଥିଲେ ରୋଷେଇ, ତା’ ପରେ ବୋହୂ କଲେ ଏମିତି କାମ

ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାରେ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ନବବଧୂ ନିଜ ଶାଶୁଙ୍କ ଅଭିଯୋଗ କରିବା ପାଇଁ ୧୧୨ ଡାଏଲ କରିଛନ୍ତି, ଅର୍ଥାତ୍ ପୋଲିସକୁ ଡାକିଛନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ଯ ହେଉଥିବେ କିନ୍ତୁ ଏହା କୌଣସି କଳି ଝଗଡା ପାଇଁ ନୁହେଁ। ବରଂ ରୋଷେଇ କରିବା ପାଇଁ।…

ନ୍ୟାୟ ଦେବା ଆଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପୋଲିସର ଅସଦାଚରଣ, ହାବିଲଦାରଙ୍କୁ ଅଟକ ରଖି ତଦନ୍ତ କରୁଛି ଭଣ୍ଡାରିପୋଖରୀ…

ଭଦ୍ରକ : ନ୍ୟାୟ ଦେବା ଆଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପୋଲିସର ଅସଦାଚରଣ । ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ଭଣ୍ଡାରିପୋଖରୀ ଥାନାର କର୍ତ୍ତବ୍ୟରତ ଜଣେ ହାବିଲଦାରଙ୍କ ନାଁରେ ଅଭିଯୋଗ । ଭଣ୍ଡାରିପୋଖରୀ ଥାନାରେ ମହିଳା ଜଣଙ୍କ ଅଭିଯୋଗ…

ବିନା ଟିକେଟ୍‌ରେ ଯାତ୍ରା କରଥିବା ପୋଲିସ କର୍ମୀଙ୍କ ‘ଗୁଣ୍ଡାରାଜ୍‌’ର ଭିଡିଓ ଭାଇରାଲ, ଅଭିଯୋଗ ପରେ ଗଣିଲେ ମୋଟା ଅଙ୍କର…

ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ପୋଲିସଙ୍କର ଦାଦାଗିରିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ବିନା ଟିକେଟ୍‌ରେ ଯାତ୍ରା କରୁଥିବା ପୋଲିସଙ୍କୁ ଟିଟିଇ ଧରିବାରୁ ସେ ଓଲଟି ତାଙ୍କୁ ଧମକାଇବା ସହ ମାମଲା ରୁଜୁ କରିବାକୁ ଖୋଲା ଧମକ ଦେଇଥିଲେ। ଟିଟିଇ ଶ୍ରମିକ…

ପ୍ରତିଦିନ ଡ୍ୟୁଟି ସାରି ଗରିବ ପିଲାକୁ ପାଠ ପଢାନ୍ତି ଏହି ପୋଲିସ, କାରଣ ଜାଣିବା ପରେ ଆପଣ ବି ହୋଇଯିବେ ଇମୋସନାଲ

ପୋଲିସ ଚାକିରି ସହଜ ନୁହେଁ । କରୋନା ସମୟରେ ଆପଣ ବୁଝିପାରୁଥିବେ ଯେ ପୋଲିସ ଆଉ ଡାକ୍ତର ଚାକିରି କେତେ କଷ୍ଟ । କାରଣ ପରିସ୍ଥିତି ଯେପରି ହେଉନା କାହିଁକି ଏମାନଙ୍କୁ ନିଜର କର୍ତ୍ତବ୍ୟ କରିବାକୁ ଯେମିତି ହେଲେ ବି କରିବାକୁ ପଡିଥାଏ । ଅନ୍ୟକୁ ସୁରକ୍ଷା ଦେବାକୁ ଯାଇ ଏମାନେ ନିଜେ ସଂକ୍ରମିତ…