Browsing Tag

pratap sarangi

ବାଲେଶ୍ବର କାରାଗାରରେ କଏଦୀଙ୍କ ସହ ପ୍ରତାପ ଷଡଙ୍ଗୀ ପାଳିଲେ ରକ୍ଷାବନ୍ଧନ ଉତ୍ସବ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା କାରାଗାରରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଆଜି  ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା କାରାଗାରରେ ପହଞ୍ଚି ବନ୍ଦୀ ଜୀବନ ବିତାଉଥିବା କଏଦୀ ମାନଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ପାଳିଥିଲେ । ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଜେଲରେ ବନ୍ଦୀ ଜୀବନ…

ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ, ବାଲେଶ୍ୱର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସାଂସଦଙ୍କ ଛାତି ସଂକ୍ରମଣ ଯୋଗୁଁ ତାଙ୍କୁ ବାଲେଶ୍ବର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି…

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ମୋଦି କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ଓ ଅନ୍ୟ କିଛି ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। କେନ୍ଦ୍ରରେ ପଶୁସଂପଦ ଓ ଏମଏସଏମଇ…

ଉଦାହରଣ ସୃଷ୍ଟି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ପିପିଇ କିଟ୍‌ ପିନ୍ଧି ବୁଝିଲେ କୋଭିଡ୍‌ ରୋଗୀଙ୍କ ଭଲମନ୍ଦ

ବାରିପଦା: ଉଦାହରଣ ସୃଷ୍ଟି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ଭଲମନ୍ଦ ବୁଝିଲେ । ବାରିପଦା କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଅପପ୍ରଚାର ପରେ ମନ୍ତ୍ରୀ ଆଜି ହସ୍ପିଟାଲ ପରିଦର୍ଶନ…

ପଶ୍ଚିମବଙ୍ଗରେ ବିଜେପିର ଉପବାସ ପ୍ରତିବାଦ, ନିର୍ବାଚନୀ ପରିବର୍ତ୍ତି ହିଂସାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ବାଲେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନୀ ପରିବର୍ତ୍ତି ହିଂସା ପ୍ରତିବାଦରେ ବିଜେପିର ଉପବାସ ପ୍ରତିବାଦ । ବିଜେପି କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି । ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଉପବାସ କରାଯିବ। ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟତା ଯୋଗୁଁ ନୂଆ ଜୀବନ ପାଇଲା ମୋନାଲିସା, କିରୋସିନି ଢାଳି ସ୍ବାମୀ…

ବାଲେଶ୍ବର(କେନ୍ୟୁଜ୍):  କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଯୋଗୁଁ ନୂଆ ଜୀବନ ପାଇଲା ମୋନାଲିସା । ନିଜ ସ୍ତ୍ରୀ ଟିକଟକ କରୁଥିବା ଦେଖି ଉତକ୍ଷିପ୍ତ ହୋଇ କିରୋସିନି ଢାଳି ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲା ପିଚସ ସ୍ଵାମୀ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଅଞ୍ଚଳରେ ଗତ ୮ ମାସ ତଳେ…

ବାଲେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ବାଲେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଚିଠି ଲେଖିଛନ୍ତି । ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲିବା ପାଇଁ ଚଳିତ ବଜେଟ୍‌ରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ଓଭରଟେକ୍‌ କରିବା: ଦୀର୍ଘ ୫ ଘଣ୍ଟା ଧରି ଥାନାରେ ଦୁଇ ପରିବାର ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଠାରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଓଭରଟେକ କରିବା ମହଙ୍ଗା ପଡିଲା । ଦୀର୍ଘ ୫ ଘଣ୍ଟା ଧରି ଥାନାରେ ଅଟକ ରହିଲେ ଦୁଇ ପରିବାର । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବସ୍ତା ବ୍ଲକ୍‌ ସମୀକ୍ଷା ବୈଠକରେ ଯୋଗଦେବାକୁ ଯିବା…

ବାଲେଶ୍ବର: ନନାଙ୍କ ନାମରେ ନିରୁଦ୍ଦିଷ୍ଟ ପୋଷ୍ଟର, ଥାନାରେ ଅଭିଯୋଗ କଲା ଜିଲ୍ଲା ବିଜେପି

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବର  ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାମରେ ନିଖୋଜ ପୋଷ୍ଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ତାଙ୍କ ନିର୍ବାଚନ ମଣ୍ଡଳୀ ବାଲେଶ୍ବରରେ । ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ‘ବହୁଦିନ ହେବ ସାଂସଦ ପ୍ରତାପ ଷଡଙ୍ଗୀ ନିରୁଦ୍ଧିଷ୍ଟ ହୋଇଯାଇଛନ୍ତି।…

ନନା-ନବୀନ ଭେଟଘାଟକୁ ନେଇ ପାୱାର କରିଡରେ ଚର୍ଚ୍ଚା, ଲୋକସେବା ଭବନରେ ନବୀନଙ୍କୁ ଭେଟି କଣ କହିଲେ ପ୍ରତାପ ଷଡଙ୍ଗୀ ?…

କେନ୍ୟୁଜ୍(ବ୍ୟୁରୋ): ପାଓ୍ଵାର କରିଡରରେ ଭିନ୍ନ ଚର୍ଚ୍ଚା । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଷଡଙ୍ଗୀ ଭେଟ । ଦିଲ୍ଲୀ ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଲୋକସେବା ଭବନରେ ଏହି ଭେଟକୁ ନେଇ ଚର୍ଚ୍ଚା ଜୋର । ପୂର୍ବରୁ କିଛି ମାସ ତଳେ ଉଭୟ ଅନୁକୁଳ ଚନ୍ଦ୍ରଙ୍କ ଏକ…

ରାଜ୍ୟ ସରକାରଙ୍କ ମୋ ସରକାରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମାଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ସରକାରଙ୍କ ମୋ ସରକାରକୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନା । ପ୍ରତାପ ଷଡଙ୍ଗୀ କହିଛନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ସେବାର ସମୀକ୍ଷା ଏକ ଅବାସ୍ତବ କାର୍ଯ୍ୟକ୍ରମ । ମେଡିକାଲ ପରିଦର୍ଶନ ଏକ ପ୍ରହେଳିକା,…

ନନାଙ୍କ ଷଣ୍ଢ ଫଣ୍ଡା, ଭାରତୀୟ ଷଣ୍ଢଙ୍କ ବିଦେଶରେ ଭାଉ

ଭୁବନେଶ୍ବର (କେନ୍ୟୁଜ୍): ଭାରତୀୟ ଷଣ୍ଢଙ୍କ ବିଦେଶରେ ଭାଉ । ଆକାଶ ଛୁଆଁ ଚାହିଦା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଗୋଟିଏ ଭାରତୀୟ ଷଣ୍ଢଙ୍କ ଦାମ ୫ କୋଟିରୁ ଅଧିକ ଟଙ୍କା । ବିଶେଷକରି ଆମେରିକା ଓ ବ୍ରାଜିଲରେ ଚାହିଦା କାହିଁରେ କେତେ । ଦେଶରେ ଖୋଲାମେଲାରେ ବୁଲୁଛନ୍ତି ଷଣ୍ଢ। ଏମାନଙ୍କ…