୧୦ଟି ସିଗାରେଟ୍ ପିଇବା ଭଳି ମାରାତ୍ମକ ହୋଇଥାଏ ଗର୍ଭାବସ୍ଥାରେ ଏପରି ଶୋଇବା, ପଢ଼ନ୍ତୁ କ’ଣ କହୁଛି ରିସର୍ଚ୍ଚ
ଏକ ଅଧ୍ୟୟନରୁ ଗର୍ଭାବସ୍ଥା ମହିଳାଙ୍କୁ ନେଇ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ ଗର୍ଭାବସ୍ଥାର ଶେଷ ସପ୍ତାହରେ ଗର୍ଭବତୀ ମହିଳା ପେଟ ଆଡକୁ କରି ଶୋଇବା, ୧୦ଟି ସିଗାରେଟ୍ ପିଇବା ଭଳି ଭୟଙ୍କର ହୋଇଥାଏ। ଏହି ଅଧ୍ୟୟନ ଅକଲାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ…