Browsing Tag

protest

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ରାମକୋ କମ୍ପାନୀକୁ ଘେରିଲା ଧର୍ମଶାଳା ବିକାଶ ପରିଷଦ

ଯାଜପୁର (କେନ୍ଯୁଜ୍) : ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ରାମକୋ କମ୍ପାନୀକୁ ଘେରିଲା ଯାଜପୁରର ଧର୍ମଶାଳା ବିକାଶ ପରିଷଦ। ଆଜି ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଜାରକା ସଙ୍ଖାରିଢ଼ିହ ଠାରେ ଥିବା ରାମକୋ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ…

ସ୍ମିତାରାଣୀଙ୍କ ଘଟଣାରେ ଏସପି ଚରଣ ସିଂ ମୀନାଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ଥାନା ଓ…

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଧର୍ମଶାଳା ବ୍ଲକ ହରିଦାଶପୁର ପି ଇ ଓ ସ୍ମିତାରାଣୀ ଙ୍କ ଚରିତ୍ର ସଂହାର ଏବଂ ତଦନ୍ତରେ ଅବହେଳା ପ୍ରଦର୍ଶନ କରବା ଅଭିଯୋଗରେ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ରେ ଏସ ପି ଚରଣ ସିଂ ମିନା ଙ୍କ ବିରୋଧ ରେ ଏତଲା ଦିଆଯାଇଛି।…

ମୋଟର ଯାନ ଆଇନକୁ ଅଟୋଚାଳକ ମହାସଂଘର ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ

ମୋଟର ଯାନ ଆଇନ-୨୦୧୯କୁ ରାଜ୍ୟ ଅଟୋଚାଳକ ମହାସଂଘର ବିରୋଧ। ଅଟୋଚାଳକ ମହାସଂଘ ଉପଦେଷ୍ଟା ସୁବାସ ସିଂ, ବିଧାୟକ ଅନନ୍ତ ଜେନାଙ୍କ ସହ ସଂଘର ଅନ୍ୟମାନେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ । ଗାଡ଼ିର ସମସ୍ତ କାଗଜପତ୍ର ଠିକ କରିବାକୁ ସଂଘ ସରକାରଙ୍କୁ ତିନି ମାସର ସମୟ…

ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ଏବିଭିପିର ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ବିକ୍ଷୋଭ

ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତ୍ତି ପରେ ଏବିଭିପି ପକ୍ଷରୁ ବିକ୍ଷୋଭ । ଉତ୍କଳ ବିଶ୍ୱବିଦ୍ୟାଳୟ,ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜ୍ୟରେ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ନେଇ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତିର…

ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

ହାଓ୍ଵଡ଼ାରେ ଜୋମାଟୋ କର୍ମଚାରୀଙ୍କ ଆନ୍ଦୋଳନ । ଗୋମାଂସ ଏବଂ ଘୁସୁରୀ ମାଂସ ଡେଲିଭରି ଦେବାକୁ ବାଧ୍ୟ କରିବାରୁ ଏହର ପ୍ରତିବାଦ କରିଛନ୍ତି କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୋମାଂସ ଡେଲିଭରି ଦେବାକୁ କଂପାନୀ କହିବାରୁ ପ୍ରଥମେ ଏମାନେ ମନା କରିଥିଲେ ।…

ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ, ପ୍ରତିବାଦରେ ବିକ୍ଷୋଭ କଲା ଭଦ୍ରକ ଜିଲ୍ଲା…

ବିଧାନସଭାରେ ମୁସଲିମ ମହିଳାଙ୍କ ପ୍ରତି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟର ତୀବ୍ର ବିରୋଧ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ କର୍ମୀ ଓ ମୁସଲିମ ସଂପ୍ରଦାୟର ଲୋକ ବିକ୍ଷୋଭ କରିଛନ୍ତି । ସେମାନେ ମଦିନା ମଇଦାନ ଠାରୁ ବାଇକ ଶୋଭାଯାତ୍ରାରେ ବାହାରି ସହର…

ତାତିଲେ ବସ୍ତିବାସିନ୍ଦା, ପଟ୍ଟା ନମିଳିବାରୁ ଘେରିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବସ୍ତିବାସିନ୍ଦାଙ୍କୁ ମିଳୁନି ଜମିପଟା । ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପୌର ପରିଷଦ ଅର୍ନ୍ତଗତ ୧୫ ନମ୍ବର ଓ୍ଵାର୍ଡ ଝାଡେଶ୍ୱର ମାଝିସାହି ବସ୍ତି ବାସିନ୍ଦା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦୀର୍ଘଦିନ ଧରି…

କଟକ: ନ୍ୟାସନାଲ ଲ ୟୁନିଭରସିଟିରେ ଆନ୍ଦୋଳନ, ଛାତ୍ରୀ ନିବାସ ଛାତରୁ ପାଣି ଲିକ ହେଉଥିବାର ହେଲା ଅଭିଯୋଗ

କଟକ ନ୍ୟାସନାଲ ଲ ୟୁନିଭରସିଟିରେ ଆନ୍ଦୋଳନ । ୟୁନିଭରସିଟି ଛାତ୍ରୀ ନିବାସ ଛାତରୁ ପାଣି ବହୁଥିବାରୁ ଅନ୍ତେବାସୀମାନେ ହଇରାଣ ହେଉଛନ୍ତି । ଏନେଇ ସେମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ଲାଭ ଭୋଇନାହିଁ । ହଷ୍ଟେଲ ମରାମତି କରାଯାଉଥିବାରୁ ଛାତ୍ରୀମାନେ…

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା । ରାଉରକେଲା ଏସଡିଜେଏମଙ୍କ କୋର୍ଟ ଆଗରେ ଧାରଣା ଦେବା ସହ ଏସଡିଜେଏମଙ୍କ ବଦଳିି ଦାବି କରିଛି ସଂଘ। ନିକଟରେ ବିଶ୍ୱକପ୍‌ ବେଟିଂର ଅଭିଯୁକ୍ତ ନଗରମଲ ଅଗ୍ରୱାଲର ଜାମିନ ଶୁଣାଣି ହେବାର…

ବାଲୁଗାଁ: ଗାଁ ପୋଖରୀ ନିଲାମକୁ କେନ୍ଦ୍ର କରି ବିକ୍ଷୋଭ

ଗାଁ ପୋଖରୀ ନିଲାମକୁ କେନ୍ଦ୍ର କରି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନିମିକ୍ଷେତା ପଞ୍ଚାୟତ ବିରପାଟଣା ଗାଁରେ ଥିବା ପୋଖରୀରେ ବଳର୍ପୂବକ ମାଛ ଜାଆଁଳା ଛାଡିବା ନେଇ ପ୍ରତିବାଦ କରାଯାଇଛି । ଏହି ପୋଖରୀକୁ ପ୍ରତିବର୍ଷ ନିଲାମ ଦିଆଯାଇଥାଏ । କିନ୍ତୁ…

ସୋନଭଦ୍ର ପୀଡିତଙ୍କ ପରିବାରକୁ ଦେଖାକରିବାକୁ ଯାଉଥିବା ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲା ୟୁପି ପୋଲିସ, ଧାରଣାରେ…

ସୋନଭଦ୍ର ଗସ୍ତ ସମୟରେ ଅଧା ବାଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଇଲା ୟୁପି ପୋଲିସ୍ । ଯାହା ଫଳରେ ବିଚ୍ ରାସ୍ତାରେ ଦେଖାଦେଇଥିଲା ଉତ୍ତେଜନା । ୟୁପି ପୋଲିସର ଏପରି କାର୍ଯ୍ୟକଳାପକୁ ବିରୋଧ କରି କିଛି ସମୟ ଧାରଣାରେ ବସିଥିଲେ ପ୍ରିୟଙ୍କା । ତେବେ ପୋଲିସ୍ ତାଙ୍କୁ ସେଠାରୁ ଗେଷ୍ଟ ହାଉସକୁ…

କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଧାରଣା ଦେଲା…

ଭୁବନେଶ୍ୱର: କଳିଙ୍ଗ ସାମ୍ବାଦିକ ସଙ୍ଘର ଧାରଣା। ଭୁବନେଶ୍ୱର ଲୋୟର ପିଏମଜିରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ସମ୍ବାଦିକମାନେ ଧାରଣା ସହ କେନ୍ଦ୍ରାପଡା ଏସପିଙ୍କ ନାଁରେ ନାରାବାଜି କରିଥିଲେ । ସମ୍ବାଦିକ ସୁରକ୍ଷା ଆଇନ ସହ କାର୍ଯ୍ୟାରତ ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା କେନ୍ଦ୍ରପଡା…