Browsing Tag

ranbir kapoor

କେବଳ ଭିକ୍କି-କ୍ୟାଟ୍ରିନା ନୁହେଁ, ଏହି ଡିସେମ୍ବରରେ ରଣବୀର-ଆଲିଆ ବି କରିବେ ବିବାହ! ଆରମ୍ଭ କଲେଣି ପ୍ଲାନିଂ

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ବହୁ ଚର୍ଚ୍ଚିତ ସେଲିବ୍ରିଟି ଯୋଡ଼ି ଚଳିତବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି। କିଛି ଦିନ ହେବ ଖବର ଆସୁଥିଲା ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହ କରିବାକୁ ଯାଉଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ସେଲିବ୍ରିଟି…

ରାମ-ରାବଣ ଭୂମିକା ପାଇଁ ରଣବୀର ଓ ହ୍ରିତିକ ନେବେ ୧୫୦ କୋଟି ଟଙ୍କା, ୭୫୦ କୋଟି ଟଙ୍କାର ସିରିଜ ତିଆରି କରିବେ ନୀତିଶ…

ବଲିଉଡର ଜଣାଶୁଣା ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ ଖୁବଶୀଘ୍ର ରାମ ଓ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମ ନିର୍ଦ୍ଦେଶକ ନୀତିଶ ତିୱାରୀଙ୍କ ‘ରାମାୟଣ’ରେ ଦୁହିଁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଯାହାକି ସେମାନେ ଏବେ ସୁଦ୍ଧା କରିଥିବା ଫିଲ୍ମ ଠାରୁ ସବୁଠୁ ପ୍ରମୁଖ ଓ…

ଓ୍ବେଡିଂ ଭେନ୍ୟୁ ଦେଖିବାକୁ ଯୋଧପୁରରେ ପହଞ୍ଚିଲେ ରଣବୀର କପୁର ଏବଂ ଆଲିଆ ଭଟ୍ଟ, ଫଟୋ ଦେଖି ଫ୍ୟାନ୍ସ ହେଲେ ଚକିତ

ବିବାହ ସିଜିନ୍ ଧୀରେ ଧୀରେ ପାଖେଇ ଆସୁଛି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉତ୍ସାହିତ ହୋଇ ଅପେକ୍ଷା କରିଛନ୍ତି ଯେ କେଉଁ ବଲିଉଡ ଦମ୍ପତି ବର୍ତ୍ତମାନ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି। ଏଥି ସହ ବଲିଉଡର ସବୁଠାରୁ ସୁନ୍ଦରୀ ଝିଅ ଆଲିଆ ଭଟ୍ଟ ଏବଂ ହ୍ୟାଣ୍ଡସମ୍‌ ହଙ୍କ ରଣବୀର କପୁର…

ଆଲିଆ ଭଟ୍ଟଙ୍କୁ କିସ୍‌ କଲେ ରଣବୀର କପୁର, ଭାଇରାଲ ହେଉଛି ଅନ୍‌ସିନ୍‌ ଫଟୋ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଆଫେୟାର ଚର୍ଚ୍ଚା ଦୀର୍ଘ ଦିନ ଧରି ଚାଲିଛି। ବି-ଟାଉନ୍‌ରେ ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ କାହାକୁ ବି ଅଛପା ନାହିଁ। ଉଭୟଙ୍କୁ ଫ୍ୟାନ୍‌ମାନେ ବି ବେଶ୍‌ ପସନ୍ଦ କରନ୍ତି। ଆଲିଆ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରିଥାନ୍ତି। ଯେଉଁଥିରେ ସେ…

‘୨୦୨୨ ଶେଷ ସୁଦ୍ଧା ହେବ ଆଲିଆ ଓ ରଣବୀରଙ୍କ ବାହାଘର, ୧୫ ବର୍ଷପରେ ଛାଡ଼ପତ୍ର: କମାଲ ରାଶିଦ ଖାନ୍

ବଲିଉଡ ଅଭିନେତା ରଣୀବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାରକୁ ନେଇ ବିବାଦୀୟ ବୟାନ ପରେ ଟ୍ରୋଲ ହୋଇଛନ୍ତି ଅଭିନେତା ତଥା ସମାଲୋଚକ କମାଲ ରାଶିଦ ଖାନ୍ । ସେ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କେଆରକେ ନାମରେ ସେ ଲୋକଙ୍କ ମଧ୍ୟରେ ବେଶ ଜଣାଶୁଣା, ଯେକି ସୋସିଆଲ ମିଡିଆ ପୋଷ୍ଟ…

ମା’ଙ୍କ ସହିତ ଭାଇରଲ ହେଉଛି ରଣବୀରଙ୍କ ଏମିତି ଫଟୋ, ଫ୍ୟାନ ଦେଉଛନ୍ତି ଏମିତି କମେଣ୍ଟ

ବଲିଉଡ ଅଭିନେତା ରଣବୀର କପୁର ସୋସଆଲ ମିଡିଆରେ ଆକ୍ଟିଭ ନଥାନ୍ତୁ ପଛେ କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ହୁଏ। ତାଙ୍କର କିଛି ଫଟୋ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଭାଇରଲ ହୋଇଥାଏ। ନିକଟରେ ତାଙ୍କ ପିଲାବେଳର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି, ରଣବୀରଙ୍କ କ୍ୟୁଟ୍‌ ଅନ୍ଦାଜ ଦେଖି ଫ୍ୟାନ ପୁରା…

ବଲିଉଡର ଏହି ସୁପରଷ୍ଟାରଙ୍କ ସହିତ ରୋମାନ୍ସ କରିବାକୁ ଚାହାଁନ୍ତି ସାମନ୍ଥା, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଉଥ୍‌ ଆକ୍ଟ୍ରେସ୍‌ ସାମନ୍ଥା ଅକ୍କିନେନୀ ଏବେ ମନୋଜ ବାଜପେୟୀ ଅଭିନୀତ ୱେବ ଶୋ ‘ଦ ଫ୍ୟାମିଲୀ ମ୍ୟାନ୍‌ ୨’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ ସିରିଜ୍‌ ୪ ଜୁନରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବ। ଏହାକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ଅଛନ୍ତି। କାହିଁକିନା ସାମନ୍ଥା…

ଏହି କାରଣରୁ ପୁଅ ରଣବୀର ସହିତ ରହୁ ନାହାନ୍ତି ନୀତୁ କପୁର, ସାକ୍ଷାତକାରରେ ଅଭିନେତ୍ରୀ ନିଜେ କଲେ ଖୁଲାସା

ବଲିଉଡ ଅଭିନେତ୍ରୀ ନୀତୁ କପୁର ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅନେକ ବିଷୟରେ କଥା ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, ସେ ନିଜ ପିଲାଙ୍କଠାରୁ କାହିଁକି ଅଲଗା ରହୁଛନ୍ତି। ନୀତୁ ଚାହାଁନ୍ତି କି, ତାଙ୍କ ପିଲାମାନେ ନିଜ ଜୀବନରେ ସେଟଲ ରୁହନ୍ତୁ। କହି ରଖୁଛୁ, ଗତବର୍ଷ ସ୍ୱାମୀ ରିଷି…

କଟ୍ରିନା କୈଫ୍‌ଙ୍କ ସହ ରହିବା ପାଇଁ ରଣବୀର କପୁର ଖର୍ଚ୍ଚ କରିଦେଲେ ୨୧ କୋଟି ଟଙ୍କା, ବ୍ରେକ୍‌ ଅପ୍‌ ପରେ ହତାଶ

ମୁମ୍ବାଇ : ଫିଲ୍ମ କଳାକାରଙ୍କ ପାଇଁ ପ୍ରେମ ଓ ବ୍ରେକ୍‌ ଅପ୍‌ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କେତେବେଳେ କାହା ସହ ପ୍ରେମ ଓ କେତେବେଳେ ବ୍ରେକ୍‌ ଅପ୍‌ କହିବା ମୁସ୍କିଲ୍‌ । ତେବ ଏହି ପ୍ରେମ ଓ ବ୍ରେକ୍‌ ଅପ୍‌ ସମୟ ଭିତରେ ଏହି ଅଭିନେତାମାନେ ଯେ କେବଳ ଘର ପରିବାର ଠାରୁ ଦୂରରେ ରୁହନ୍ତି…

ରଣବୀର କପୁରଙ୍କୁ କରୋନା, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ମା’ ନୀତୁ

ରଣବୀର କପୁରଙ୍କୁ କରୋନା। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏ ନେଇ ରଣବୀରଙ୍କ ମା’ ନୀତୁ କପୁର ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନୀତୁ ସୂଚନା ଦେଇଛନ୍ତି ଯେ ରଣବୀରଙ୍କୁ କରୋନା ହୋଇଛି। ନୀତୁ କପୁର ରଣବୀର କପୁରଙ୍କର ଏକ ଫଟୋ ସେୟାର କରି…

ଖୁବଶୀଘ୍ର ଆସୁଛି ‘PK’ ସିକ୍ବେଲ, ଏକାଠି ନଜର ଆସିପାରନ୍ତି ଆମିର ଓ ରଣବୀର

ଆମିର ଖାନ୍ ଓ ରାଜକୁମାର ହିରାନୀଙ୍କ ଯୋଡିର ଦ୍ବିତୀୟ ଫିଲ୍ମ ‘ପିକେ’ ୨୦୧୪ରେ ରିଲିଜ ହୋଇଥିଲା। ଯାହା ବ୍ଲକବଷ୍ଟର ଥିଲା । ଫିଲ୍ମର କ୍ଲାଇମାକ୍ସରେ ଆମିର ପୃଥିବୀକୁ ଫେରିଛନ୍ତି ଏବଂ ରଣବୀର କପୁର ତାଙ୍କ ସହ ତାଙ୍କ ସାଥୀ ଭାବରେ ନଜର ଆସିଥିଲେ। ଏହାକୁ ଦେଖି ପ୍ରଶଂସକ ଭାବୁଥିଲେ କି, ପିକେର…

ସୁଟିଂ ସେଟ୍‌ର ନିତୁ କପୁରଙ୍କୁ ଜଣାପଡ଼ିଲା କରୋନା, ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ମା’ଙ୍କୁ ମୁମ୍ବାଇ ଆଣିଲେ…

ଲାଗୁଛି ଫିଲ୍ମ 'ଯୁଗ ଯୁଗ ଜିଓ'କୁ ଲାଗିଯାଇଛି କରୋନା ଭାଇରସର ନଜର । ବରୁଣ ଧାୱନ ଏବଂ ନିତୁ କପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟେ ଚଣ୍ଡିଗଡ଼ରେ ଫିଲ୍ମ 'ଜୁଗ୍-ଜୁଗ୍ ଜିଓ'ର ସୁଟିଂ କରୁଥିବା ସମୟରେ କରୋନା ପଜିଟିଭ୍ ବୋଲି ଜଣ ପଡ଼ିଥିଲେ । ଆହୁରି ମଧ୍ୟ ଖବର ଆସିଥିଲା ଯେ ଅନିଲ…