Browsing Tag

reserve bank of india

ମଇ ମାସରେ ୧୪ ଦିନ ବ୍ୟାଙ୍କ ଛୁଟି, ଜାଣନ୍ତୁ ତାଲିକା

ଏପ୍ରିଲ ମାସ ଆଉ ୨ ଦିନ ପରେ ସରିଯିବ । ଯଦି ଆପଣଙ୍କ ବ୍ୟାଙ୍କଜନିତ କାମ ରହିଛି, ତେବେ ମଇ ମାସରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ଜାଣିବା ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଛୁଟି ତାଲିକା ଘୋଷଣା ହୋଇଛି । ଫଳରେ ଗ୍ରାହକଙ୍କୁ କୌଣସି ସମସ୍ୟା ସାମ୍ନା କରିବାକୁ ପଡିବନି । ମଇ…

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର(କେନ୍ୟୁଜ୍‌): ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ଦେଶର ସବୁ ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷର ଶେଷ ଦିନରେ ଭାରତ ସରକାରଙ୍କ ରିସିପ୍ ଟ ଓ ପେମେଣ୍ଟ ଟ୍ରାଞ୍ଜାକ୍ ସନକୁ ଦୃଷ୍ଟିରେ ରଖି ସମସ୍ତ…

ଆପଣଙ୍କ ପାଖରେ ଏବେ ବି ଅଛି କି ୨୦୦୦ ଟଙ୍କିଆ ନୋଟ୍‌? ଚିନ୍ତା କରନ୍ତୁନି; RBI ଜାରି କଲା ନୂଆ ଅପ୍‌ଡେଟ୍‌

କ’ଣ ଆପଣଙ୍କ ପାଖରେ ଏବେ ବି ଅଛି କି ୨୦୦୦ ଟଙ୍କିଆ ନୋଟ୍, ଯାହାକୁ ଆପଣ ବ୍ୟାଙ୍କ କିମ୍ବା ଆରବିଆଇ କାର୍ଯ୍ୟାଳୟ ଯାଇ ବଦଳାଇ ପାରିନାହାନ୍ତି? ଯଦି ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟ ଆପଣଙ୍କଠାରୁ ବହୁତ ଦୂରରେ ଅଛି, ତା’ ହେଲେ ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଦେଖିନିଅନ୍ତୁ ଛୁଟି ତାଲିକା

ଅଗଷ୍ଟ ମାସ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଅଗଷ୍ଟ ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ସେପ୍ଟେମ୍ବର ୨୦୨୩ରେ ବ୍ୟାଙ୍କ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସହିତ ୧୬ ଦିନ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ମୁତାବକ, ରାଜ୍ୟର ସ୍ପେଶାଲ ଛୁଟି ସହିତ ସମସ୍ତ…

ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ବ୍ୟାଙ୍କରେ ପଡି ରହିଛି ଟଙ୍କା । ଯାହାର କେହି ଦାବିଦାର ନାହାଁନ୍ତି । ତାହା ପୁଣି ଲକ୍ଷ କି କୋଟିଏ ନୁହେଁ ପ୍ରାୟ ୩୫,୦୦୦ କୋଟି ଟଙ୍କା । ବହୁ ବର୍ଷ ଧରି ଏହି ଟଙ୍କା ପଡିରହିଛି ବ୍ୟାଙ୍କରେ । ଭାରତୀୟ ସେଣ୍ଟ୍ରାଲ ବ୍ୟାଙ୍କ ଆରବିଆଇ ଏଥିପାଇଁ ଏକ ଆପ ଲଞ୍ଚ…

ଅସଲି ଓ ନକଲି ନୋଟ ମଧ୍ୟରେ ଏପରି ଜାଣନ୍ତୁ ପାର୍ଥକ୍ୟ

ଯଦି ଟଙ୍କା କାରବାରରେ ନକଲି ନୋଟ୍ ବାହାରଛି , ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସର୍ବପ୍ରଥମେ ପୋଲିସକୁ ରିପୋର୍ଟ ଦାଖଲ କରନ୍ତୁ। ଏହା କରିବା ପରେ ବ୍ୟାଙ୍କ ଏବଂ ପୋଲିସ ପକ୍ଷରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଜାଣନ୍ତୁ ନକଲି ନୋଟ୍ କିପରି ଚିହ୍ନଟ କରିବେ । ଅନେକ…

RTGS ଓ NEFT ହୋଇଗଲା ପୁରୁଣା ! ଏବେ RBI ଆଣୁଛି ନୂଆ ପେମେଣ୍ଟ ସିଷ୍ଟମ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ସମୟରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଆଉ ଏବେ ବହୁତ ଜଲଦି ଆରବିଆଇ ଏକ ନୂଆ ପେମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲାଇଟ୍ ୱେଟ ଆଣ୍ଡ ପୋର୍ଟେବଲ ପେମେଣ୍ଟ…

RBI ରେ ଖାଲିପଡିଛି ଅନେକ ପଦବୀ, ଯୋଗ୍ୟତା ଥିଲେ ତୁରନ୍ତ କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ସୁଯୋଗ । ଆରବିଆଇରେ ଖାଲିପଡିଥିବା ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ । opportunities.rbi.org.in କୁ ଯାଇ ଆପଣ ପଦବୀ ଭର୍ତ୍ତି ବିଷୟରେ ଜାଣିପାରିବେ ।…

ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ୧ ଜୁନରୁ ବଦଳିବ ନିୟମ, ଜାଣନ୍ତୁ କ’ଣ କରିବାକୁ ଯାଉଛି ବ୍ୟାଙ୍କ୍‌

ନୂଆଦିଲ୍ଲୀ : ୧ ଜୁନରୁ ସେଭିଂ ଓ କରେଣ୍ଟ ଆକାଉଣ୍ଟକୁ ନେଇ ଆସୁଛି ବଡ ପରିବର୍ତ୍ତନ । ଏହି ପରିବର୍ତ୍ତନ ଅନକ୍ଲେମଡ୍‌ ଡିପୋଜିଟ (ଦାବିଦାର ନଥିବା ଜମା) କୁ ନେଇ । ଏଥିପାଇଁ ଆରବିଆଇ ୧୦୦ ଦିନ ୧୦୦ କ୍ୟାମ୍ପେନ ଆରମ୍ଭ କରିଛି । ବ୍ୟାଙ୍କକୁ ଏହି ସମୟ ସୀମା ଭିତରେ ଏହି ଅନକ୍ଲେମଡ ଜମା ରାଶିକୁ…

ବ୍ୟାଙ୍କରେ ଏପରି ବଦଳାନ୍ତୁ ୨୦୦୦ ଟଙ୍କିଆ ନୋଟ୍

ବଜାରରୁ ହଟିବ ୨ ହଜାର ଟଙ୍କିଆ ନୋଟ୍‌। ବର୍ତ୍ତମାନ କିନ୍ତୁ ଏହା ବୈଧ ରହିବ। ୨୦୧୬ରେ ୫ଶହ ଓ ହଜାର ଟଙ୍କା ନୋଟ୍‌ ପ୍ରତ୍ୟାହାର ହେବା ପରେ ନୂଆ ୫ ଶହ ଓ ୨ ହଜାର ଟଙ୍କାର ପ୍ରଚଳନ ଆରମ୍ଭ କରିଥିଲା ଆର୍‌ବିଆଇ। ୨୦୧୮-୧୯ରୁ ଆଉ ୨ ହଜାର ଟଙ୍କା ନୋଟ୍‌ ପ୍ରିଣ୍ଟିଂ ହେଉ ନାହିଁ। ମାର୍ଚ୍ଚ ୨୦୧୭…

ଭୁଲରେ ଟଙ୍କା ଟ୍ରାନ୍ସଫର କରିଥିଲେ ଏମିତି ପାଇବେ ଫେରସ୍ତ

ଭୁଲରେ କାହାକୁ ୟୁପିଆଇ ପେମେଣ୍ଟ କରିଦେଇଛନ୍ତି କି? ସାଧାରଣ ଭାବେ ୟୁପିଆଇ ପେମେଣ୍ଟ ଆମେ ଫୋନ ପେ, ପେଟିଏମ କିମ୍ବା ଜି-ପେ ମାଧ୍ୟମରେ କରିଥାଉ। ଏହା ମଧ୍ୟରୁ କୌଣସି ଥିରେ ଯଦି ଟଙ୍କା ଭୁଲରେ କାହାକୁ ଚାଲିଯାଉଛି ତେବେ ପ୍ରଥମେ କଷ୍ଟମର କେୟାରର ନାମ ଧ୍ୟାନକୁ ଆସିଥାଏ। ଅଭିଯୋଗ କରିବାକୁ…

ଅଧିକ ନୋଟ୍‌ ଛାପି କାହିଁକି ସମସ୍ତଙ୍କୁ କୋଟିପତି ବନାଉନାହିଁ RBI, କାରଣ କରିଦେବ ଆଶ୍ଚର୍ଯ୍ୟ

ଯଦି ଆପଣଙ୍କୁ ଟଙ୍କା ଛାପିବା ମେସିନ୍‌ ମିଳିଯାଏ ତାହେଲେ ଆପଣ କଣ କରିବେ । ଏହାର ଜବାବ ଦେବା ପାଇଁ ଆପଣ ଜମା ବି ଡେରି କରିବେନି ଆଉ ତୁରନ୍ତ କହିବେ ଟଙ୍କା ଛାପବୁ ଆଉ କଣ କରିବୁ । କିନ୍ତୁ ଆପଣ ଏହାକୁ ଯେତେ ସହଜ ଭାବୁଛନ୍ତି ଏହା ସେତେଟା ସହଜ ନୁହେଁ । ଏମିତି ଏଥିପାଇଁ କାହିଁକିନା ଯାହାଙ୍କ…