Browsing Tag

reserve bank of india

RBI ଲଞ୍ଚ୍‌ କରିବ କଏନ୍‌ ଭେଣ୍ଡିଂ ମେସିନ୍‌, QR କୋଡ୍ ସ୍କାନ୍‌ କରି ନେଇପାରିବେ ଆବଶ୍ୟକ ମୁଦ୍ରା

ଦେଶରେ ମୁଦ୍ରାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଆରବିଆଇ ୧୨ ସହରରେ QR କୋଡ୍ କଏନ୍‌ ଭେଣ୍ଡିଂ ମେସିନ୍ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି। କୌଣସି ବି ବ୍ୟକ୍ତି ଏକ QR କୋଡ୍ ସ୍କାନ୍ କରି ଏବଂ UPI ମାଧ୍ୟମରେ ପେମେଣ୍ଟ…

ୟୁପିଆଇ ପେମେଣ୍ଟକୁ ନେଇ ଲାଗୁ ହେବ ବଡ଼ ନିୟମ, RBI ଜାରି କରିବ ନିଷ୍ପତ୍ତି

ଯଦି ଆପଣ ବି ୟୁପିଆଇ ପେମେଣ୍ଟ ର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖବର। ୟୁପିଆଇ ପେମେଣ୍ଟ ସିଷ୍ଟମରେ ଖୁବ ଶୀଘ୍ର ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ଦେଶର କୋଟି କୋଟି ୟୁଜର୍ସଙ୍କ ଉପରେ ପଡ଼ିବ। ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କୁ ଝଟକା।ଏଣିକି ପେମେଣ୍ଟ…

ଆରବିଆଇ ଲଞ୍ଚ କରୁଛି ଡିଜିଟାଲ ରୁପି, ପାଇଲଟ ପରୀକ୍ଷଣ ଆଜିଠାରୁ ଆରମ୍ଭ

ଆଜିଠୁ ଡିଜିଟାଲ ରୁପିର ଆରମ୍ଭ କରୁଛି ଆରବିଆଇ । କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି(CBDC)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ତତ୍ପରତା ପ୍ରକାଶ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ହୋଲ୍ସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ବା ଇ-ରୁପିର ପ୍ରଥମ ପାଇଲଟ୍ ପରୀକ୍ଷଣ…

ଋଣହାର ୫୦ ବେସିସ ପଏଣ୍ଟ ବଢ଼ାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଋଣହାରକୁ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଥିବା ନେଇ ରିପୋର୍ଟ ଆସିଛି । ବୃଦ୍ଧି ଘଟିବା ପରେ ଋଣ ହାର ୫.୪୦ ପ୍ରତିଶତରେ ପହଞ୍ଚିଥିବା ଜଣାଯାଇଛି । ୨୦୧୯ ମସିହା ପରେ ଋଣହାରରେ ଏହା ସର୍ବାଧିକ ବୃଦ୍ଧି ବୋଲି ଜଣାଯାଇଛି । ଚଳିତ ଆର୍ଥିକ ବର୍ଷର ଏହା ତୃତୀୟ ବୃଦ୍ଧି…

ଗ୍ରାହକଙ୍କ ଅସୁବିଧାକୁ ଦୂର କରିବ ଲୋକପାଳ ଯୋଜନା: ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ଆରମ୍ଭ କରିଛି ଇଣ୍ଟିଗ୍ରେଟେଡ ଲୋକପାଳ ଯୋଜନା । ଯେମିତି ଭାରତରେ ଏକ ଦେଶ ଓ ଏକ ଲୋକପାଳ ବ୍ୟବସ୍ଥା ରହିଛି, ଠିକ୍ ସେମିତି ବ୍ୟାଙ୍କିଙ୍ଗ ସିଷ୍ଟମକୁ ସୁଧାରିବା ପାଇଁ ଏହି ଯୋଜନା କରାଯାଇଛି । ଯାହାର ପ୍ରକୃତ ଲକ୍ଷ୍ୟ ହେଉଛି ବ୍ୟାଙ୍କିଙ୍ଗ ଓ ନନ୍ ବ୍ୟାଙ୍କିଙ୍ଗ…

ନୋଟ ମଝିରେ ଧାତୁ ରହିବା ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ

ଭାରତୀୟ କରେନ୍ସି ନୋଟକୁ ନେଇ ଆପଣ ଅନେକ ସୂଚନା ପାଇଥିବେ।  କିନ୍ତୁ ଆମର ଏହି ଭିଡ଼ିଓଟି ସେ ସବୁ ଭିଡ଼ଓଠୁ ରହିଛି ସମ୍ପୂର୍ଣ୍ଣ ଭିନ୍ନ। ଏହି notes କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆମେ ଆପଣଙ୍କୁ ଦବୁ। ଭାରତୀୟ କରେନ୍ସି ନୋଟକୁ ଦେଖିଲେ ମନରେ ପ୍ରଥମ ପ୍ରଶ୍ନ ଆସେ, ଯେ ଏହା କିପରି ତିଆରି…

RBI ରେ ଖାଲିପଡିଛି BMC ପଦବୀ, ଦରମା ପ୍ରତି ଘଣ୍ଟାକୁ ୧୦୦୦ ଟଙ୍କା

ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ନାଗପୁରର ବିଭିନ୍ନ ମେଡିକାଲ ସେଣ୍ଟର୍ସ ପାଇଁ ବ୍ଯାଙ୍କ ମେଡିକାଲ କନସଲଟାଣ୍ଟ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୮ ଅଗଷ୍ଟ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ।  ରିଜର୍ଭ ବ୍ଯାଙ୍କ ଭର୍ତ୍ତି ପାଇଁ ଆବେଦନ କରିବା ପୂର୍ବରୁ…

ଯଦି ଆକାଉଣ୍ଟରୁ ଟଙ୍କା ଚୋରି ହୁଏ, ତେବେ ଦାୟୀ ହେବ ବ୍ୟାଙ୍କ

ନେଟ୍‌ ବ୍ୟାଙ୍କିଂ ଓ ମୋବାଇଲ ବ୍ୟାଙ୍କିଂ ବ୍ୟବହାର କରିବା ବେଳେ ଆମକୁ ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରାୟତଃ ଦେଖିବାକୁ ମିଳେ ଯେ ସାଇବର ଠକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଝାଳବୁହା ଧନକୁ ଗୋଟେ ମିନିଟ୍‌ରେ ଛୁଁମନ୍ତର କରିଦେଇଥାନ୍ତି। କିନ୍ତୁ ଏବେ…

ନିଜ ATM କାର୍ଡ ରହିବ ସବୁବେଳେ ନିରାପଦ, କରନ୍ତୁ ଏହି ତିନୋଟି କାମ

ସାଧାରଣ ଜନତାଙ୍କ ଜମାପୁଞ୍ଜିକୁ ବ୍ୟାଙ୍କ ଖାତାରେ ସୁରକ୍ଷିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡର ବ୍ୟବହାରରେ ଏକ ନୂତନ ନିୟମ ଲାଗୁ କରିଛନ୍ତି। ଏଥିରେ କରାଯାଇଥିବା ସମସ୍ତ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନର ସୂଚନା ଆରବିଆଇ ନିଜ ଟ୍ଵିଟର ଆକାଉଣ୍ଟ ମାଧ୍ୟମରେ…

ଠକେଇ ଯୋଗୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲେ ୧୦ ଦିନ ଭିତରେ ମିଳିଯିବ ସବୁ ଅର୍ଥରାଶି, ଉପାୟ କହିଲା RBI

ବର୍ତ୍ତମାନ ଯୁଗ ସହ ତାଳ ଦେଇ ଲୋକମାନେ ମଧ୍ୟ ଆଗକୁ ବଢ଼ୁଛନ୍ତି। ଆଗରୁ ଲୋକେ ହାତକୁ ହାତ ଟଙ୍କା ଦେଇ କିଣାବିକା କରୁଥିବା ବେଳେ ଏବେ ଡିଜିଟାଲ ପେମେଣ୍ଟ କରୁଛନ୍ତି। ଅଧିକାଂଶ କାରବାର ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ହେଉଛି। ତେବେ ବଢ଼ୁଥିବା ଡିଜିଟାଲ କାରବାରକୁ ଦେଖି ହ୍ୟାକର୍ସମାନେ ମଧ୍ୟ…

ବର୍ଷର ପ୍ରଥମ ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ସାରି ଦିଅନ୍ତୁ ବାକି କାମ

ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ବାକି ଅଛି ତେବେ ତାହାକୁ ତୁରନ୍ତ ଶେଷ କରିଦିଅନ୍ତୁ ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ମୁତାବକ ଜାନୁୟାରୀରେ ଦିନେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ। ଏହି ୧୬ଟି ଛୁଟିରେ…

ଅଗଷ୍ଟରେ ୧୦ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ପୂରା ତାଲିକା

ଅଗଷ୍ଟ ମାସ ଆରମ୍ଭ ହୋଇଗଲାଣି। ଏହି ମାସରେ ରାଖି ପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ସମେତ କେତେକ ପର୍ବ ପଡ଼ୁଛି, ଯେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆପଣ ବ୍ୟାଙ୍କିଙ୍ଗ୍‌ ସହ ଜଡ଼ିତ କିଛି କାମ କରିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଛୁଟିଦିନଗୁଡ଼ିକୁ ଚେକ୍‌ କରିନିଅନ୍ତୁ। ଆଜି ଆମେ…