ଧସିଲା କୋଚିଲା ନଦୀର ନଦୀବନ୍ଧ
ଭଦ୍ରକ : ଧସିଲା ନଦୀବନ୍ଧ। ପ୍ରାୟ ୩ ଶହ ଫୁଟ ତଳକୁ ଦବିଗଲା। ଭଦ୍ରକ ଧାମନଗର ବ୍ଲକ ତରେଇସାହିଠାରେ କୋଚିଲା ନଦୀର ବାମ ପାର୍ଶ୍ୱ ବନ୍ଧ ଧସିଯାଇଛି। ଫଳରେ ନଦୀବନ୍ଧ କୂଳରେ ଥିବା ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି…