Browsing Tag

road accident

ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି, ଚାଲିଗଲା ୨ ଜୀବନ

କରଞ୍ଜିଆ(କେନ୍ୟୁଜ୍‌): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ଗୁଡଭଙ୍ଗାରୁ ଶୁକୃଳି ବରଯାତ୍ରୀ ଯାଇ ଫେରୁଥିବାବେଳେ…

ରାସ୍ତାରେ ଜଗି ବସିଥିଲା ଯମ, ବାହାଘର ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ହଠାତ୍ ଶକ୍ତ ଧକ୍କା ହେଲା ଏସ୍ୟୁଭି କାର୍। କାର୍ ବସିଥିଲେ ୧୧ ଜଣ…

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା! ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଓ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା; ଜିଅନ୍ତା…

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କା ପରେ ହଠାତ୍‌ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ୯ ଜଣ ଲୋକ ଘଟଣାସ୍ଥଳରେ ଜୀଅନ୍ତା ଜଳିଯାଇଛନ୍ତି। ପୋଲିସ ସୂଚନା ମୁତାବକ,…

ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୨ରୁ ଅଧିକ ଆହତ

ହରୟାଣାର ରୋବାଡୀ ଜିଲ୍ଲାର ଏନଏଚ-୪୮ରେ ଏକ ବଡ଼ ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଏକ କ୍ରୁଜର ଗାଡ଼ି ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା ।…

ସଡକ ଦୁର୍ଘଟଣା: ବାଇକକୁ ପିଟିଲା କାର, ୩ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୋଚିଲା ଛକ ନିକଟରେ ବାଇକ କୁ ପିଟିଲା କାର । ଟାଙ୍ଗି ଥାନା ଅଧୀନସ୍ଥ କୁହୁଡି ପେଟ୍ରୋଲ ପମ୍ପରେ ବାଇକରେ ତେଲ ପକାଇ ୩ ଜଣ ଯୁବକ ବାଇକ୍ ରେ ନିଜ ଘର କାଇଥପଲ୍ଲାକୁ ଫେରୁଥିବା ବେଳେ ଜୟମଙ୍ଗଳପୁର ଚକ ନିକଟରେ ବାଇକ ସହ କାର…

କେନ୍ଦୁଝର: ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ

କେନ୍ଦୁଝର(କେ ନ୍ୟୁଜ):  ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଗଲା ୩ ଜଣଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଡିଆନାଳି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା…

ବାଲେଶ୍ୱର ଭୀମପୁରାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଡିଭାଇଡରରେ ପିଟିହେଲା ବାଇକ୍‌, ୨ମୃତ

ବାଲେଶ୍ୱର(କେନ୍ୟୁଜ): ଡିଭାଇଡରରେ ପିଟିହେଲା ବାଇକ୍‌। ଚାଲିଗଲା ୨ ଜୀବନ। ବାଲେଶ୍ୱର ସହର ଉପକଣ୍ଠ ଭୀମପୁରାଛକ ନିକଟରେ ହୋଇଛି ମର୍ମନ୍ତୁଦ ଦୁର୍ଘଟଣା। ବାଲିଆ ଅଞ୍ଚଳର ୩ ଜଣ ଯୁବକ ରେମୁଣା ଗୋଲେଇକୁ ବାଇକରେ ଯାଉଥିବାବେଳେ ଭୀମପୁରା ଛକ ନିକଟରେ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି…

ଯାଜପୁର : ଡମ୍ପର ଧକ୍କାରେ ଆହତ ଥିବା ଛାତ୍ରୀଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ୍‌) : ଡମ୍ପର ଧକ୍କାରେ ଆହତ ଛାତ୍ରୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଜାରକା ଷ୍ଟାଡିଅମ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଗତକାଲି ଏକ ଡମ୍ପର ଧକ୍କାରେ ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ରୀ ଆହତ ହୋଇଥିଲେ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଦୀପ୍ତା ବେହେରା ଓ…

ବରଯାତ୍ରୀ ଧରି ଫେରୁଥିଲା ବୋଲେରୋ…ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ଉଡ଼ିଗଲା ୬ ଜଣଙ୍କ ପ୍ରାଣବାୟୁ; ୪ ସଙ୍କଟାପନ୍ନ

ଆମେଠିରେ ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଗାଡ଼ି ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର…

ବାଇକ ସହ ଭ୍ୟାନ୍ ମୁହାଁମୁହିଁ ଧକ୍କା: ପରିବାରର ୩ଜଣଙ୍କ ମୃତ୍ଯୁ, ଆଖିବୁଜିଲେ ବାପା ଓ ଦୁଇ ଝିଅ

ଭଞ୍ଜନଗର(କେନ୍ୟୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ। ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଆଖିବୁଜିଛନ୍ତି । ଦୁର୍ଘଟଣାରେ ନାତି ଗୁରୁତର ରହିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ବାଇକରେ…

ତିରୁପତିରେ ଭୀଷଣ ସଡ଼କ ଦୁର୍ଘଟଣା! ଘାଟି ରାସ୍ତାରୁ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ୮ ମୃତ, ୪୫ ଆହତ

ଆନ୍ଧ୍ର ପ୍ରଦେଶର ଚିତ୍ତୁରରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣ ଲୋକଙ୍କ ମ୍ତୁ ଘଟିଛି। ଏଥିରେ ୪୫ ଜଣ ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାଠାରେ ଘଟିଛି। ପ୍ରତକ୍ଷଦର୍ଶୀଙ୍କ କହିବା ହେଲା, ଡ୍ରାଇଭରଙ୍କ…

ନବରଙ୍ଗପୁର କୁର୍ଲୁ ଘାଟି ନିକଟରେ ଦୁର୍ଘଟଣା: ଚାଲିଗଲା ଦୁଇ ଜଣଙ୍କ ଜୀବନ, ୨ ଗୁରୁତର

ନବରଙ୍ଗପୁର(କେନ୍ଯୁଜ୍): ଘାଟିରେ ଦୁର୍ଘଟଣା। ଗଛରେ ପିଟିହେଲା କାର୍‌। ନବରଙ୍ଗପୁର କୁର୍ଲୁ ଘାଟି ନିକଟରେ ଦୁର୍ଘଟଣା ଘଟି ୨ ମୃତ। ୨ ଗୁରୁତରଙ୍କୁ ନବରଙ୍ଗପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଖାତିଗୁଡ଼ାରୁ ନବରଙ୍ଗପୁର ଅଭିମୁଖେ କାର୍‌ ଯାଉଥିବାବେଳେ କୁର୍ଲୁଘାଟି ନିକଟରେ ଏକ ଗଛରେ…