Browsing Tag

road romeo

ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ: ଦୁର୍ଘଟଣାର ଶିକାର ହେଲେ ଯୁବତୀ

ସମ୍ବଲପୁର (କେନ୍ୟୁଜ): ବଢୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ । ଦୁର୍ଘଟଣାର ଶିକାର ହେଲେ ଘରକୁ ଫେରୁଥିବା ଜଣେ ଯୁବତୀ । ରୋଡ଼ ରୋମିଓଙ୍କ ଯୋଗୁଁ ହେଲେ ଦୁର୍ଘଟଣାର ଶିକାର । ସମ୍ବଲପୁର ସହରରେ ଗତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣାରେ ଯୁବତୀ ଜଣକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।…

ଧରାପଡିଲେ ରୋଡ ରୋମିଓ, ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ

କାମାକ୍ଷାନଗର (କେନ୍ୟୁଜ) : ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଗଲେ ଯୁବକ । କଲେଜ୍ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଯୁବତୀଙ୍କୁ ଅଟାଇବା ସମୟରେ ଗ୍ରାମବାସୀଙ୍କ ହାତରେ ପଡି ହଟହଟ୍ଟା ହେଲେ ଯୁବକ । ତାପରେ…

ରାଜଧାନୀରେ ରୋଡ୍‌ ରୋମିଓଙ୍କ ଦୌରାତ୍ମ୍ୟ, ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଭାଙ୍ଗିଲେ ଗାଡ଼ି, ୪ଅଟକ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା…

ଯେସାକୁ ତେସା: ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇ ରୋଡରେ ଥାପଡ଼ ଖାଇଲା ରୋମିଓ

କଟକ(କେନ୍ୟୁଜ୍): ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ପାୟଲ ପ୍ରିୟଦର୍ଶିନୀ ନାମକ ଜଣେ ମହିଳାଙ୍କୁ ରଜତ ମହାନ୍ତି ନାମକ ଏକ ଯୁବକ ଅସଦ ଆଚରଣ କରୁଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ବୟସ ୩୦ ବର୍ଷ। ଯୁବକ ଜଣକ  ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇବା ସହ ଖରାପ ଭାଷାରେ ଗାଳି ଗୁଳଜ…

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲା ରୋଡ୍ ରୋମିଓ, ରାସ୍ତାରେ ଆଣ୍ଠେଇ ଭୁଲ୍ ମାଗିଲା

ନୟାଗଡ (କେନ୍ୟୁଜ୍): କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ନୟାଗଡ ପିଟିଏସ ରାସ୍ତାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରୁଥିବା ସମୟରେ ସ୍ଥାନୀୟ ଯୁବକଙ୍କ ହାତରେ ଧରାପଡିଥିଲା ରୋଡ୍ ରୋମିଓ । ଯାହାପରେ ଯୁବକ ମାନେ ନିସ୍ତୁକ ମାଡ ମାରିବା ସହ , ରାସ୍ତାରେ ଆଣ୍ଠେଇ ଭୁଲ…

ବାଲେଶ୍ବର: ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରୁଥିଲା ରୋଡ ରୋମିଓ,ଖାଇଲା ଉତ୍ତମ ମଧ୍ୟମ

ବାଲେଶ୍ବର(କେନ୍ୟୁଜ୍):  ରୋଡ ରୋମିଓକୁ ସବାଡ କଲେ ଗାଁ ଲୋକ । ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅ ଓ ମହିଳାଙ୍କୁ ଦେଖୀ ଅଶ୍ଳୀଳ ଇଙ୍ଗିତ କରିବା ଓ ସେମାନଙ୍କ ହାତ ଧରି ଟାଣିବା ମହଙ୍ଗା ପଡିଲା ଯୁବକଙ୍କୁ । ଦୀର୍ଘ ୩ ମାସ ଧରି ଯୁବକ ଜଣକ ଏଭଳି କାଣ୍ଡ ଘଟାଇ ସୁଯୋଗ ଦେଖି ଫେରାର ହେଇ ଯାଉଥିବା…

ଯୁବକ ନା ଦୁର୍ବୃତ୍ତ ! ରୋଡ୍ ଉପରେ ବଦମାସୀ କରି ଲୋକଙ୍କ ଠାରୁ ଛେଚା ଖାଇଲେ, ପୋଲିସ୍ ହାତରେ ଲାଗିଲା ଖାଲି ଭଙ୍ଗା…

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ରାସ୍ତାରେ ଷ୍ଟାଇଲ୍ ମାରି ବାଇକ୍ ଚଲାଇବା ସହ ଲୋକଙ୍କୁ ହଇରାଣ କରୁଥିବା ଯୁବକମାନଙ୍କୁ ପାନେ ଦେଇଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଥାନା ଅଧୀନ ଶବର ସାହି ଅଂଚଳରେ। ପୋଲିସ୍ ପହଞ୍ଚିଲା ବେଳକୁ ଏହି ରୋଡ୍ ହିରୋମାନେ…

ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଖସିଯିବା ବେଳେ ଯୁବକକୁ କାବୁ କଲେ ସ୍ଥାନୀୟ ଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ…

କେନ୍ୟୁଜ୍(ବ୍ୟୁରୋ):  ରବିବାର-ଅପରାହ୍‌ଣ ୨ଟା । ସ୍ଥାନ-ଭୁବନେଶ୍ୱରର କଳ୍ପନା ଛକ । ଫଳ ବଜାର ସମ୍ମୁଖରେ ଜଣେ ଯୁବକକୁ ଘେରି ଯାଇଥିଲେ କିଛି ଲୋକ । ଆଣ୍ଠୁମାଡ଼ି ତଳେ ବସି ଥିବା ଯୁବକଙ୍କୁ ମାଡ ମାରୁଛନ୍ତି ଜଣେ ଯୁବତୀ ।  ବୁଝୁ ବୁଝୁ ଜଣା ପଡିଲା ମାଡ ଖାଉଥିବା ଯୁବକ ଜଣେ ରୋଡ ରୋମିଓ ।…

ବେଗୁନିଆ ଅଞ୍ଚଳରେ ଭୁବନେଶ୍ୱର ସାଲିଆ ସାହିର ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ, ନାବାଳିକାଙ୍କୁ…

ବେଗୁନିଆ(କେନ୍ୟୁଜ୍): ଯୁବକଙ୍କୁ ବାନ୍ଧି ମାଡ ମାରିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ୱର ସାଲିଆ ସାହିର ଦୁଇ ଯୁବକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ତେବେ ଗାଁ ଲୋକଙ୍କ ଦ୍ୱାରାପଡି ପୋଲିସକୁ ଜିମା…

ଜୟପୁର: ରୋଡ ରୋମିଓକୁ ସେକିଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ଜୟପୁର: ଏବେ ସାରା ଦେଶରେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଦୁଷ୍କର୍ମ ଘଟଣାକୁ ନେଇ ତୁମ୍ଭି ତୋଫାନ୍ ଚାଲିଥିବାବେଳେ ଏବେ ଆଉ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀ ଡରିନଯାଇ ଏହାର ଖୁଲମ୍ ଖୁଲା ସାମ୍ନା କରିଛନ୍ତି ।  ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ ।  ସହରର ଜୟନଗର…

ନାବାଳିକାକୁ ଦୁର୍ବ୍ୟବହାର ନେଇ ତାତିଲେ ଲୋକେ, ରୋଡ ରୋମିଓକୁ ବାନ୍ଧି ପିନ୍ଧାଇଲେ ଜୋତା ମାଳ

ଢେଙ୍କାନାଳ: ବନ୍ଧା ହେଲା ରୋଡ ରୋମିଓ, ପିନ୍ଧାଗଲା ଜୋତା ମାଳ। ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡାପଡା ଗାଁରେ ଏହି ଘଟଣା ଘଟିଛି । ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଜଣେ ଯୁବକ ଲଗାତାର ଭାବେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇ…

ରୋମିଓ ରୋଗକୁ ମାଡ଼ ଔଷଧ, ଦୁଇ ଯୁବକଙ୍କୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ

ଭଦ୍ରକ (କେନ୍ୟୁଜ୍‌) ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରି ଖୁବ୍‌ ଛେଚା ଖାଇଲେ ଦୁଇ ରୋମିଓ । ଝିଅଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଦୁଇ ଯୁବକଙ୍କୁ ଗାଁ ଲୋକେ ନିର୍ଧୁମ୍‌ ମାଡ଼ ମାରିବା ସହ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ଅଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ଆଉ ଲଣ୍ଡା କରି ଦେଇଥିଲେ…