Browsing Tag

sambalpur news

ସମ୍ବଲପୁରର ହୀରାକୁଦ ଅଂଚଳରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଶହ ଶହ ଏକର ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଚାଷୀ

ସମ୍ବଲପୁର: ଦିନେ ଚାଷବାସରେ ପୁରି ଉଠୁଥିବା ଏହି କ୍ଷେତ ଏବେ ବିଷାକ୍ତ ଗ୍ୟାସ କବଳୟରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରର ହୀରାକୁଦ ଅଂଚଳରେ। ବିଷାକ୍ତ ଗ୍ୟାସ ପ୍ରଭାବରେ ଶହ ଶହ ଏକର ଧାନ ଫସଲ ନଷ୍ଟ ହୋଇଛି। ଏହାର ଉଚିତ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ। ସୂଚନା…

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗିହୋଇଛି ନବାନ୍ନ । ଡିଜିଟାଲ ପ୍ଲାଟ୍‌ଫର୍ମରେ ମା’ଙ୍କ ଦର୍ଶନ କରିଛନ୍ତି ଭକ୍ତ। ପ୍ରଥମ ଥର ପାଇଁ କରୋନା କଟକଣା ଭିତରେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଛି କୃଷିଭିତ୍ତିକ…

ବୁର୍ଲା ଥାନା ସିଲ୍, ପଜିଟିଭ୍‌ ଚିହ୍ନଟ ପରେ ଥାନାଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ…

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ସିଲ୍‌ । ଥାନାରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କରିଦିଆଯାଇଛି । ବୁର୍ଲା ଥାନାଧିକାରୀଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି । ଏବେ ଥାନାକୁ ସାନିଟାଇଜ୍‌ କରାଯାଉଛି । ଗତକାଲି ରେଙ୍ଗାଲି ଥାନାର ଜଣେ…

ସମ୍ବଲପୁର ପୌରପରିଷଦ ଅଞ୍ଚଳର ୧୦ଟି ସ୍ଥାନରେ ପୁଣି ୧୪୪ଧାରା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୬ ଯାଏ…

ସମ୍ବଲପୁର: ସମ୍ବଲପୁର ପୌରପରିଷଦ ଅଞ୍ଚଳର ୧୦ଟି ସ୍ଥାନରେ ପୁଣି ୧୪୪ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ବଡ଼ବଜାରର ହଟଲି ଛକ , ହୀରାକୁଦ କଲୋନୀ, ଝାଡୁଆପଡା,ପାଞ୍ଚଗଛିଆର ହରଗୌରୀପଡା, ଜଗନ୍ନାଥ କଲେନୀ, ହାଉସିଂବୋର୍ଡ କଲେନୀ, ଧନୁପାଲି, ମୋତିଝରଣ, ବାରେଇପାଲି, କଂସାରିପଡା ଏହି…

ଡ୍ରେନ୍‌ ସଫା କରିବାକୁ ନେଇ ପୋଲିସ ଓ ପ୍ରଶାସନ ମଧ୍ୟରେ କନ୍ଦଳ, ହଟହଟା ହେଉଛନ୍ତି ଲୋକେ

ସମ୍ବଲପୁର(କେନ୍ୟୁଜ୍‌): ଡ୍ରେନ୍‌ ସଫା କରିବା ଦାୟିତ୍ୱ ସଫେଇ କର୍ମଚାରୀଙ୍କର ହୋଇଥିବା ବେଳେ ସମ୍ବଲପୁରରେ ପୋଲିସକୁ ଡ୍ରେନ୍‌ ସଫା କରିବାକୁ ଆସୁଛି ଫୋନ୍‌। ଗୋଟିଏ କି ଦୁଇଟି ନୁହେଁ ବରଂ ବାରମ୍ବାର ଏଭଳି କଲ୍‌ ଆସୁଛି। ତେବେ ଖବର ନେବାରୁ ଜଣାପଡ଼ିଛି ଯେ ସମ୍ବଲପୁର ମହାନଗର ନିଗମ କମିଶନର ଜଣେ…

ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍: ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲାରହିବ ପରିବା ଓ ରାସନ ଦୋକାନ

ସମ୍ବଲପୁର: ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍‌। ଏହି ପର୍ଯ୍ୟାୟରେ ୨୬ରୁ ୩୧ ଯାଏ ୬ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ ରଖାଯିବ। ଏହି ପର୍ଯ୍ୟାୟରେ ପରିବା ଓ ରାସନ ଦୋକାନ ଖୋଲାରହିବ। ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଷୀର, ପନିପରିବା ଓ ଗ୍ରୋସରୀ…

ସମ୍ବଲପୁର ମହାନଗର ନିଗମର କୁଷ୍ଠାପଡ଼ା ଓ କେଉଟପଡ଼ା ଅଞ୍ଚଳରେ ୧୪୪ ଧାରା ଲାଗୁ, ବିନା ଅନୁମତିରେ ପ୍ରବେଶ ମନା

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସାକ୍ଷୀପଡ଼ାର ମୁଣ୍ଡାପଡ଼ା ଓ ବଡ ବଜାର ଅନ୍ତର୍ଗତ କୁଷ୍ଠାପଡ଼ା ଓ କେଉଟପଡ଼ା ଅଞ୍ଚଳରେ ୧୪୪ ଧାରା ଲାଗୁ। ଫଳରେ ଏହି ନିଷିଦ୍ଧାଞ୍ଚଳରେ ୧୦୦ ମିଟର ପରିସରକୁ କେହି ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ। କେବଳ ମେଡିକାଲ ଓ ଅତି ଆବଶ୍ୟକୀୟ ଜିନିଷ…

ଆଜିଠୁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ, ଆସନ୍ତା ୩୧ତାରିଖ ଯାଏ ବଳବତ୍ତର ରହିବ କଟକଣା

ସମ୍ବଲପୁର : ଆଜିଠୁ ୩୧ ତାରିଖ ଯାଏ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । ଦୁଇଟି ପର୍ଯ୍ୟାୟରେ ହେବ ସଟଡାଉନ । ସମ୍ବଲପୁର ସହର ସହ ବୁର୍ଲା, ହୀରାକୁଦ, କୁଚିଣ୍ଡା, ରେଢାଖୋଲ ଓ ରେଙ୍ଗାଲି ଆଦି ଅଞ୍ଚଳ ରହିବ ସଂପୂର୍ଣ୍ଣ ସଟ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ହୀରାକୁଦରେ ଖୋଲା ରହିଛି ମାତ୍ର ଗୋଟିଏ ଗେଟ୍, ଆଶା ଅନୁସାରେ ବର୍ଷା କମ୍ ହେବାରୁ ବନ୍ଦ କରାଗଲା ୬ଟି ଗେଟ୍

ସମ୍ବଲପୁର : ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ ବୃଦ୍ଧି ନ ପାଇବା କାରଣରୁ ରବିବାର ପୁଣି ୩ଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ରବିବାର ରାତିରେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା…

ଆସନ୍ତାକାଲି ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍, କୋଭିଡ୍ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ସମ୍ବଲପୁର: ଆସନ୍ତା ୫ ତାରିଖ ରବିବାର ଦିନ ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍ । କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ଏହାକୁ ରୋକିବା ପାଇଁ ଆସନ୍ତା ରବିବାର ଦିନ ସମଗ୍ର ଜିଲ୍ଲାକୁ ସଟ୍‌ଡାଉନ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି। ମହାମାରୀ…

ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର:ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଜୁନ୍‌ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବାକୁ ଯାଉଛି। ୨୦୦୪ ମସିହା ଶେଷ ଥର ପାଇଁ ଜୁନ୍‌ ୨୨ ତାରିଖରେ ହୀରାକୁଦ ଗେଟ୍‌ ଖୋଲିଥିଲା। ତେବେ ଦ୍ବିତୀୟ ଥର ପାଇଁ ଜୁନ୍‌ରେ ହୀରାକୁଦ ଗେଟ୍‌ ଖୋଲିବାକୁ ଯାଉଛି। ହୀରାକୁଦ ବନ୍ଧ କାର୍ଯ୍ୟକାରୀ…

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ସହର: ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ସମ୍ବଲପୁର: ଆଜି ଶୀତଳଷଷ୍ଠୀ ।ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ସହର । ନିରାଡମ୍ବର ପରିବେଶ ମଧ୍ୟରେ ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ଉତ୍ସବ । ସଂପୂର୍ଣ୍ଣ ଲୋକାଚାରରେ ବାସୁଦେବ ପଦ୍ଧତିରେ ବିବାହ ସଂପୂର୍ଣ୍ଣ ହୋଇଛି ଏହି ବିବାହ।…