ଅସରାଏ ବର୍ଷା ହେଲେ ସ୍କୁଲ କ୍ୟାମ୍ପସରେ ପାଣି ଭର୍ତ୍ତି, କାଦୁଅରେ ଯାଇ ପାରୁନାହାନ୍ତି ପିଲା
କୁନି କୁନି ପିଲାମାନେ ପଡ଼ି ଉଠି କାଦୁଅରେ ସ୍କୁଲ ଯାଉଛନ୍ତି । କାଦୁଅ ରାସ୍ତାରେ ସାପ ବେଙ୍ଗର ଭୟ ରହୁଛି । ଅଭିଭାବକମାନେ କଣ ବା ଆଉ କରିବେ । ଶେଷରେ ପିଲାମାନଙ୍କୁ ନିଜ କାନ୍ଧରେ ବସାଇ ଅଙ୍ଗନବାଡ଼ିରେ ଛାଡ଼ି ଆସୁଛନ୍ତି । ପିଲାମାନେ କାଦୁଅରେ ଚାଲି ଚାଲି ଯାଇ ପାରୁ ନାହାନ୍ତି । ବେଳେବେଳେ…