ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ, ହେବ କାର୍ଯ୍ୟାନୁଷ୍ଠାନ
ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ । ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ କମିଶନଙ୍କ ଗାଇଡ ଲାଇନ୍ ଅନୁଯାୟୀ ଗଠନ କରାଯାଇଛି ସୋସିଆଲ ମିଡ଼ିଆ ମନିଟରିଂ ସେଲ । କ୍ରାଇମ୍ ବ୍ରାଞ୍ଚ IG ସଫିନ ଅହମଦ ଏହାର ନୋଡାଲ ଅଧିକାରୀ ରହିଛନ୍ତି ।
ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଥିବା ଏହି ସେଲ ଏବେ ଟ୍ବିଟର , ଫେସବୁକ୍, ଇନଷ୍ଟା ଗ୍ରାମ ଭଳି ସୋସିଆଲ ପ୍ଲାଟଫର୍ମରୁ ୨୯୨ଟି ଆପତ୍ତିଜନକ ପୋଷ୍ଟ…
Read More...