Browsing Tag

shoes

ନାଇକର ପାୱାରଫୁଲ୍ ଜୋତା, ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସହଜରେ ଯାଇ ପାରିବେ

ଏବେ ମଣିଷ ବି ଉଡ଼ି ପାରିବେ । ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । କିନ୍ତୁ ଏବେ ଟେକ୍ନୋଲୋଜି ଏତେ ଆଗକୁ ବଢ଼ି ସାରିଛି ଯେ ଆଜିର ଯୁଗରେ ଆଉ କିଛି ବି ଅସମ୍ଭବ ମନେ ହେଉନି । ଆମେ ଆଜି ଆପଣଙ୍କୁ ଏମିତି ଏକ ପାୱାରଫୁଲ୍ ଜୋତା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପିନ୍ଧି ଆପଣ…

ରାସ୍ତାରୁ ନେଇ ସୋରୁମରେ ବିକୁଛନ୍ତି ଚପଲ, ମୂଲ୍ୟ ୧ ଲକ୍ଷ ଟଙ୍କା

ଇଟାଲୀୟ ଫ୍ୟାଶନ୍ ହାଉସ୍ ପ୍ରାଡା ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଏକ ପିଆଇଏଲ୍ ଦାୟର କରାଯାଇଛି । ଏହି ଆବେଦନରେ ପ୍ରାଡା ଭାରତୀୟ କାରିଗରଙ୍କ ପାଇଁ କ୍ଷତିପୂରଣ ଦାବି କରିଛି । ଏହି ଫ୍ୟାଶନ୍ ହାଉସ୍ ବିନା ଅନୁମତିରେ କୋହ୍ଲାପୁରୀ ଚପଲ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପ୍ରକୃତରେ, ପ୍ରାଡା…

ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଶୀଘ୍ର GST ରିହାତି: ଶସ୍ତା ହେବ ଟୁଥପେଷ୍ଟ, ଜୋତା, ପୋଷାକ

ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଜିନିଷଗୁଡ଼ିକ ଖୁବ୍ ଶୀଘ୍ର ଶସ୍ତା ହୋଇପାରେ । କାହିଁକି ନା ଚଳିତ ବର୍ଷ ଆରମ୍ଭରେ ଆୟକରରେ ଅନେକ ରିହାତି ଦେବା ପରେ, କେନ୍ଦ୍ର ସରକାର ଏବେ ସାମଗ୍ରୀ ଏବଂ ସେବା ଟିକସ ( GST ) ହ୍ରାସ କରି ମଧ୍ୟବିତ୍ତ ଏବଂ ନିମ୍ନ ଆୟକାରୀ ପରିବାରକୁ ଆଶ୍ୱସ୍ତି ଦେବାକୁ…

ଲୁଚି ଲୁଚି ପଡ଼ୋଶୀଙ୍କ ଜୋତା ଯାଇ ଶୁଙ୍ଘୁଥିଲେ ଯୁବକ, ମାସକର ଦଣ୍ଡ ଦେଲେ କୋର୍ଟ

ଗ୍ରୀସର ଜଣେ ଯୁବକଙ୍କ ଅଜବ ହରକତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ଜଣେ ୨୮ ବର୍ଷୀୟ ଯୁବକ ରାତିରେ ପଡ଼ୋଶୀଙ୍କ ଘରକୁ ଯାଇ ଜୋତା ଶୁଙ୍ଘୁଥିଲେ । ରାତିରେ ସେ ଲୁଚି ଲୁଚି ପଡ଼ୋଶୀଙ୍କ ଘରେ ପଶୁଥିଲେ, ଆଉ ଜୋତା ଶୁଙ୍ଘିବା ଥିଲା ତାଙ୍କର ଏକ ଅଭ୍ୟାସଗତ କାର୍ଯ୍ୟ । ଏଭଳି ହରକତ ପାଇଁ…

Swiggy ବଏଙ୍କ କାରନାମା ସିସିଟିଭିରେ କଏଦ, ଡେଲିଭରି ଦେବାକୁ ଯାଇ କରିଦେଲେ ଏମିତି କାଣ୍ଡ

ଏବେ ଅନଲାଇନ୍‌ କିଣାକିଣିର ଜମାନା । ଲୋକେ ଛୋଟମୋଟ ଜିନିଷ ବି ଅନଲାଇନ ଅର୍ଡର କରିବାରେ ଲାଗୁଛନ୍ତି । ଏମିତିରେ ଅନେକ ବାର ସୁରକ୍ଷା ବଡ଼ ପ୍ରସଙ୍ଗ ହୋଇଛି । କେତେବେଳେ ଅନଲାଇନ୍‌ ଠକେଇ ତ କେତେବେଳେ ଡେଲିଭରି ସମୟରେ ଗଡ଼ବଡ଼ି, ଆଉ କେତେବେଳେ ଡେଲିଭରି ବଏଙ୍କ ଖରାପ ବ୍ୟବହାର ଗ୍ରାହକଙ୍କୁ ଅତିଷ୍ଠ…

ଦୁନିଆର ସବୁଠାରୁ ଦାମୀ ଜୋତା, ଦାମ ଜାଣିଲେ ଉଡିଯିବ ହୋସ୍

Moon Star ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜୋତା । ଯାହାର ମୂଲ୍ୟ ପ୍ରାୟ ୧.୬୩ ବିଲିୟନ ଭାରତୀୟ ଟଙ୍କା । ମୁନ ଷ୍ଟାର ଜୋତା ଏହାର ମୂଲ୍ୟ ହେତୁ ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ମହଙ୍ଗା ଜୋତା ଭାବରେ ପରିଗଣିତ ହୁଏ । ଯେତେବେଳେ ଲୋକମାନେ ପ୍ରାୟତଃ ବାହାରକୁ ଯାଆନ୍ତି, ସେମାନେ ଜୋତା…

ଜାଣନ୍ତୁ ମଇଳା ଜୋତା ସଫା କରିବାର ୫ଟି ଘରୋଇ ଉପାୟ, ଏପରି କଲେ ଚମକିବ ଜୋତା 

ଆପଣମାନେ ତ ଜାଣିଥିବେ ଯେ ମଇଳା ଜୋତାକୁ ସଫା କରିବା ଏକ ବଡ ଚ୍ୟାଲେଞ ହୋଇଥାଏ । ଏହା ସହ ଯଦି ଆପଣଙ୍କ ଜୋତା ଧଳା ତାହେଲେ ଏହାକୁ ସଫା କରିବା ଆହୁରି କଷ୍ଟକର ହୋଇଯାଏ । ସେହିପରି ଯଦି ଆପଣଙ୍କ ଜୋତା କପଡାର ତାହେଲେ ଏହାକୁ ସଫା କରିବା ସହଜ ହୋଇଥାଏ, ହେଲେ ଯଦି ସେଥିରେ ଦାଗ ଓ କାଦୁଅ ଲାଗିଥିବ…

ଭାରତର ଏଭଳି ଗାଁ ଯେଉଁଠାରେ ଜୋତା ପିନ୍ଧନ୍ତି ନାହିଁ ଲୋକେ, ଡାକ୍ତରଖାନା ଯିବା ମନା

(କେନ୍ୟୁଜ ବ୍ୟୁରୋ): ଭାରତ ବିବିଧ ସଂସ୍କୃତିର ଦେଶ ଭାବେ ବିଶ୍ୱରେ ପରିଚିତ । ଭାରତରେ ଅନେକ ଗାଁ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ନିୟମ ରହିଛି । ଗାଁ ମାନଙ୍କରେ ରହୁଥିବା ଲୋକମାନେ ସାଧାରଣତଃ ନିଜ ପରମ୍ପରାକୁ ଅଧିକ ମାନିଥାନ୍ତି । ତେବେ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା…

ଜୋତା ଚପଲ ଓଲଟା ରଖିଲେ କାହିଁକି ରାଗନ୍ତି ଘରର ବୟସ୍କ ବ୍ୟକ୍ତି, ଏହା ହେଉଛି ବଡ଼ କାରଣ

ବହୁବାର ଦେଖାଯାଏ ଘରେ ଚପଲ ଏପଟ ସେପଟ ହୋଇ ପଡ଼ିଥାଏ । ଏହାକୁ ଦେଖିବା ପରେ ଘରର ବୟସ୍କ ଲୋକେ ପାଟି କରିଥାନ୍ତି । ଏପରି ନକରିବାକୁ ଆକଟ କରିଥାନ୍ତି । ହେଲେ ଆମେ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ନଥାଉ । ଘରେ କିମ୍ବା ବାହାରେ ଜୋତା ଚପଲ ଓଲଟା ରଖିବା ଦ୍ୱାରା ଘରେ ନକରରାତ୍ମକ ଶକ୍ତି ବଢ଼ିବାକୁ…

ଧଳା ଜୋତା ମଇଳା ହୋଇଯାଇଥିଲେ ଆଉ ଚିନ୍ତା ନାହିଁ, ଏହି ଉପାୟରେ ଫେରାଇ ଆଣନ୍ତୁ ଚମକ

ଧଳା ସ୍ନିକର ଓ ଜୋତା ଆଜିକାଲି ଟ୍ରେଣ୍ଡ୍‌ରେ ରହିଛି। ଖରାଦିନେ ସବୁ ଧଳା ଜିନିଷ ପିନ୍ଧିବାକୁ ଭଲ ଲାଗେ। କେବଳ ଷ୍ଟାଇଲ୍‌ ପାଇଁ ନୁହେଁ, ସ୍କୁଲକୁ ବି ପିଲାମାନେ ଧଳା ଜୋତା ପିନ୍ଧି ଯାଇଥାନ୍ତି। ଧଳା ଜୋତା ପିନ୍ଧିବାକୁ ଯେତେ ସୁନ୍ଦର ଲାଗେ, ଏହାକୁ ଚମକାଇବା ସେତେ ମୁସ୍କିଲ ହୋଇଥାଏ। ଥରେ ଧଳା…

ଶୀତଦିନେ ଏହି ଟିପ୍ସ ବଢ଼ାଇପାରେ ଆପଣଙ୍କ ଜୋତାର ଆୟୁ

ଶୀତଦିନେ ଜୋତାର ଖାସ୍‌ ଯତ୍ନ ନେବା ନିହାତି ଦରକାର। ଜୋତାକୁ ସୁରକ୍ଷିତ ରଖିବା ପାଇଁ ସ୍ପ୍ରେ କିମ୍ବା ଓ୍ଵାକ୍ସ ବ୍ୟବହାର କଲେ ଆପଣଙ୍କ ଜୋତାର ଆୟୁ ବଢ଼ିଥାଏ। ଆଜି ଆମେ ଆପଣଙ୍କୁ ଶୀତ ଋତୁରେ ଜୋତାକୁ ସଫା ତଥା ସୁରକ୍ଷିତ ରଖିବା ପାଇଁ କିଛି ଟିପ୍ସ ବିଷୟରେ କହିବୁ। ୧.ଶୀତଦିନେ ଆପଣ ସ୍ପ୍ରେ…

ଏସବୁ ଟିପ୍ସ ବଢ଼ାଇବ ଆପଣଙ୍କ ଜୋତାର ବୟସ, ଶୀତଦିନେ ନିଶ୍ଚୟ କରନ୍ତୁ ଟ୍ରାଏ

ଶୀତଦିନେ ଜୋତାର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ। ଜୋତାକୁ ସୁରକ୍ଷିତ ରଖୁଥିବା ସ୍ପ୍ରେ କିମ୍ବା ଓ୍ଵାକ୍ସ ଆପଣଙ୍କ ଜୋତାର ବୟସ ବଢ଼ାଇପାରେ। ଏକ ନାମୀ ଜୋତା କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଜୋତା ଯତ୍ନ ନେବା ପାଇଁ କେତେକ ସହଜ ଟିପ୍ସ ଦେଇଛନ୍ତି। ଆସନ୍ତୁ ଜାଣିବା କ’ଣ ସେହି ଟିପ୍ସ...…