Browsing Tag

snake

ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ, ବାପା-ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ

ସୋର: ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ l ବାପ ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ l ଏବେ ଦୁଇ ଶିଶୁଙ୍କ ଭରସା ୮୦ବର୍ଷୀୟା ବୃଦ୍ଧା ବୁଢ଼ୀ ମା l ଏଭଳି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ଦେଖିବାକୁ ମିଳିଛି l ଗତ ରାତିରେ ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ଦୁର୍ଗାପୁର…

ଘର ଛାତ ଫଟେଇ ଭିତର ପଟୁ ଲଟକିଥିଲେ ୪ ବିଷଧର ସାପ, ଦେଖୁ ଦେଖୁ ବେହୋସ ହୋଇଗଲେ ପରିବାର ଲୋକ

ଆମେରିକାରେ ଏକ ପରିବାର ନୂଆ ଘରେ ପ୍ରବେଶ କରୁ କରୁ ଏମିତି ହିଁ କିଛି ଭୟଙ୍କର ଜିନିଷ ଦେଖିବାକୁ ପାଇଥିଲେ, ଯାହାକୁ ଦେଖି ସେମାନେ ଆତଙ୍କିତ ହୋଇଯାଇଥିଲେ। କାହିଁକିନା, ଘର ଛାତରେ ଲୁଚି ରହିଥିଲେ ଅନେକ ଗୁଡ଼ିଏ ବିଷଧର ସାପ। ଖବରରୁ ଜଣାପଡିଛି, ଏଠାରେ ହ୍ୟାରୀ ପୁଗଲିସ ନାମକ ବ୍ୟକ୍ତି ନିଜ…

କୁଞ୍ଚୁକୁଞ୍ଚିଆ କେଶରେ ଫସିଗଲା ସାପ, ଡରିକି ବ୍ୟକ୍ତି ଜଣକ କରି ପକାଇଲେ ଏମିତି କାମ

ସାପ ଏମିତି ଏକ ସରୀସୃପ, ଯାହାକି କେଉଁଠି କେତେବେଳେ ପହଞ୍ଚିଯାଏ, ତାହା କେହି ଜାଣିପାରନ୍ତି ନାହିଁ। କେତେବେଳେ ଲୋକଙ୍କ ଘର ଭିତରେ ତ କେତେବେଳେ ଲୋକଙ୍କ ଗାଡ଼ି ଭିତରେ। ଲୋକଙ୍କୁ ଯେତେବେଳେ ସାପ ଥିବା କଥା ଜଣାପଡ଼େ, ତ ସେମାନେ ଡରିକି ସେଠାରୁ ପଳାଇ ଯାଆନ୍ତି ଏବଂ ସଙ୍ଗେ ସଙ୍ଗେ ସାପ…

କେନ୍ଦ୍ରାପଡାର ଗୋବିନ୍ଦପୁର ଗାଁରେ ଅଘଟଣ: ସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ସୋଇଥିବା ବେଳେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ ଓ ୩ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି। ମୃତକ ୨ଜଣ ଶିଶୁ ସମ୍ପର୍କରେ ଭାଇ ଭଉଣୀ।…

ମହାଶିବରାତ୍ରୀରେ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ନିକଟରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ, ଦୀର୍ଘ ସମୟ ଧରି ଖେଳିଲେ…

ଯାଜପୁର: ବିନା ଭକ୍ତରେ ସମ୍ପର୍ଣ୍ଣ ହେଲା ଯାଜପୁର ମହାବିନାୟକ ପୀଠରେ ଜାଗର । ମନ୍ଦିର ପ୍ରଶାସନ, ସେବାୟତ ଓ କର୍ମଚାରୀଙ୍କ ଉପସ୍ଥିତିରେ ରୀତିନିତି ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ରାତି ଗୋଟାଏ ୮ ମିନିଟରେ ମହାଦୀପ ଉଠିଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ…

ହାଠାତ୍‌ ନାଗ ପରି ଅଭିନୟ କରିବାକୁ ଲାଗିଲେ ଯୁବକ, କହିଲେ ୧୨ଟା ବାଜିଲେ ମତେ ନେଇଯିବ ନାଗୁଣୀ! ଜାଣନ୍ତୁ କ’ଣ ରହିଛି…

ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରୁ ଏକ ଅଦ୍ଭୁତମୟ ଗଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ସାପ ଭଳି ହଇରାଣ କରୁଥିବାର ନଜର ଆସିଛି। ବେଳେ ବେଳେ ଯୁବକ ଜଣକ ହସିବାକୁ ଲାଗୁଥିଲେ ତ ବେଳେ ବେଳେ ସାପ ପରି ଚାଲୁଥିଲେ। କେବଳ ଏତିକି ନୁହେଁ ଯୁବକ ଜଣକ ସାପ ହେବାର ଗୁଜବ ଖବର ଏତେ ମାତ୍ରାରେ…

ଢେଙ୍ଗାନାଳ କୋରିଆଁ ବାଇପାସ୍‌ ଛକ ନିକଟରୁ ୧୫ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍ଗାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ବାଇପାସ ଛକ ନିକଟରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଯାହାର ଲମ୍ବ ପ୍ରାୟ ୧୫ ଫୁଟରୁ ଅଧିକ ହେବ । ଅଜଗରଟି ନିକଟସ୍ଥ ଜଂଗଲରୁ NH କୁ ପାର ହୋଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖି ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ ।…

ଖେଳୁ ଖେଳୁ ଜୀଅନ୍ତା ସାପ ସହିତ ଚୋବାଇଦେଲା ବର୍ଷକର ଶିଶୁ, ଆଉ ହେଲା କିଛି ଏମିତି

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ହୁଏତ ଚମକି ପଡିବେ। ଏଠିକାର ଫତେହଗଞ୍ଜ ପଶ୍ଚିମି ଏକ ଗାଁରେ ଖେଳ ଖେଳରେ ଏକ ବର୍ଷର ଶିଶୁ ଜୀବନ୍ତ ସାପ ଗିଳି ଦେଇଥିଲା। ପିଲାର ମା ସାପର ଲାଞ୍ଜ ପୁଅ ପାଟିରେ ରହିଥିବା ଦେଖି ତୁରନ୍ତ ସାପର ଲାଞ୍ଜ ଧରି…

ବାଙ୍କୀ: ଘର ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ନାଗ ସାପ, ବନ୍ଯାପାଣି ମାଡି ଆସିବାରୁ ଆତଙ୍କିତ ସ୍ଥାନୀୟ ଲୋକେ

ବାଙ୍କୀ: ଚାରିଆଡେ ଜଳମଗ୍ନ । ଘର ବାହାରେ ସବୁଠି ଖାଲି ପାଣି ପାଣି ଆଉ ପାଣି । ଏହାରି ଭିତରେ ଘର ଭିତରେ ଦେଖିବାକୁ ମିଳିଲା ୫ ଫୁଟିଆ ନାଗ। ନାଗକୁ ଦେଖି ଭୟଭିତ ସାରା ପରିବାର । ଘର ଭିତରେ ପାଣି ପଶିଯାଇଥିବାରୁ କିଛି ଉପାୟ ନଥିଲା । ବାଧ୍ଯ ହୋଇ ଗୋଟେ କଠୋରୀରେ ସାପ ଆଉ ଗୋଟେ କଠୋରୀରେ…

ଆହାଃ କି ମନୋରମ ଦୃଶ୍ୟ, କାଚ ଫାଟିଯାଆନ୍ତା କି ଦି ଚାରିଟା ଖାଇଦିଅନ୍ତି

ସେପଟେ ମାଛ ଏପଟେ ସାପ ମଝିରେ କାଚ କାନ୍ଥ। ଆକ୍ବାରିୟମ ଭିତରେ ଥିବା ରଙ୍ଗୀନ ମାଛକୁ ଖାଇବା ଲୋଭରେ ଆସି ଦୀର୍ଘ ସମୟ ଝାଙ୍କିବା ପରେ ଫେରିଯାଇଛି ସାପ। ୩୨ ସେକେଣ୍ଡର ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବୋଆ ସାପ ମାଛକୁ ଉତ୍ସାହର ସହ ଦେଖୁଥିବା ନଜର…

ଢେଙ୍କାନାଳ ରାସୋଳ ଗାଁ ନିକଟରୁ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର

ଢେଙ୍କାନାଳ: ଏବେ ରାଜ୍ଯରେ ଲାଗି ରହିଛି ବର୍ଷା । ଯାହାଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ । ଏଭଳି ପରିସ୍ଥିତିରେ ସାଧାରଣତଃ ଜୀବ ଜନ୍ତୁଙ୍କ ଆକ୍ରମଣକୁ ନେଇ ଭୟ ଲାଗି ରହିଥାଏ । ବିଶେଷ କରି ସାପକୁ ନେଇ ସତର୍କ ରହିବାକୁ କୁହାଯାଇଥାଏ । ଏହି ଅବସରରେ ଏକ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର…