Browsing Tag

sunil gavaskar

ସୁନୀଲ ଗାଭାସ୍କରଙ୍କୁ ସମର୍ଥନ କଲେ ଇରଫାନ୍‌ ପଠାନ‌, ପରୋକ୍ଷରେ ଅନୁଷ୍କାଙ୍କୁ କଲେ ଆଙ୍ଗୁଳି ନିର୍ଦ୍ଦେଶ

କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଅନୁଷ୍କାଙ୍କୁ ନେଇ ବିରାଟଙ୍କୁ କମେଣ୍ଟ କରିଥିଲେ ଭାରତର ପୂର୍ବ କ୍ୟାପ୍‌ଟେନ୍‌ ତଥା କମେଣ୍ଟେଟର ସୁନୀଲ ଗାଭାସ୍କର। ଗାଭାସ୍କର କହିଥିଲେ ‘ଲକ୍‌ଡାଉନ୍‌ରେ ବିରାଟ କେବଳ ପତ୍ନୀ ଅନୁଷ୍କାଙ୍କ ବଲର…

ବିରାଟ-ଅନୁଷ୍କାଙ୍କ ଉପରେ ଦେଇଥିବା କମେଣ୍ଟକୁ ନେଇ ଗାଭାସ୍କରଙ୍କ ଉପରେ ତାତିଲେ ଫ୍ୟାନ, BCCIକୁ କଲେ ଏପରି ଅପିଲ

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ଗୁରୁବାର ଦିନ କିଙ୍ଗସ ଇଲେଭେନ ପଞ୍ଜାବ (KXIP) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମ୍ୟାଚ୍‌ର…

ବଦଳିଗଲାଣି ସନ୍ନିଙ୍କ ଚେହେରା, ସହାୟତା ପାଇଁ ଶତକ ପିଛା ଦେଲେ ୧ଲକ୍ଷ

କରୋନା ମାହାମାରୀ ପାଇଁ ଜାରି କରାଯାଇଥିବା ଲକଡାଉନ କାରଣରୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଚେହେରା ବଦଳିଗଲାଣି। ସର୍ବଦା ଚିକ୍କଣ ରହୁଥିବା ସନ୍ନିଙ୍କ ଧଳା ଦାଢ଼ି ଏବେ ତାଙ୍କ ପ୍ରସଂଶକଙ୍କୁ ଚିହ୍ନିବା ପାଇଁ ଦ୍ଵନ୍ଦରେ ପକାଇଦେଇଛି। ଏଭଳି ପରିସ୍ଥିତିରେ ଗାଭାସ୍କର କହିଛନ୍ତି,…

ଚୟନ କମିଟି ଉପରେ ସୁନୀଲ ଗାଭାସ୍କର ଅସନ୍ତୋଷ, ବିରାଟଙ୍କୁ ପୁଣି ଅଧିନାୟକ ନିଯୁକ୍ତିକୁ ନାପସନ୍ଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ଭାରତୀୟ ଚୟନ କମିଟି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ବିରାଟ କୋହଲିଙ୍କୁ ପୁଣି ଥରେ ଅଧିନାୟକ ନିଯୁକ୍ତିକୁ ସେ ନାପସନ୍ଦ କରିଛନ୍ତି । ଗାଭାସ୍କର କହିଛନ୍ତି, ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଥିଲା…

ବିଶ୍ବକପର ସେହି ମୁକାବିଲା, ଯାହା ଭାରତ ପାଇଁ ବନିଗଲା ରାଷ୍ଟ୍ରୀୟ ଲଜ୍ଜାର ମ୍ୟାଚ୍

ଘୋଷଣା ହେଲା ବିରାଟ ବାହିନୀ ।  ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ତେବେ ଦୁଇ ଥର ବିଶ୍ବକପ୍ ବିଜେତା ହୋଇସାରିଛି ଭାରତୀୟ ଟିମ୍ ।…