Browsing Tag

tangi

ବାତ୍ୟା ଅସାନି ପାଇଁ ବାରଣ ସତ୍ୱେ ବି ନାଆ ନେଇ ଗଲେ ଅମାନିଆ, ୭ରୁ ଅଧିକ ଡଙ୍ଗା ଜବତ କଲା ଟାଙ୍ଗୀ ପୋଲିସ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାକୁ ଡଙ୍ଗା ନେଇ ଯାଇଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ମତ୍ସ୍ୟ ବିଭାଗ ଓ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମର ପଇଁତରା । ବାତ୍ୟା ଅସାନି ପାଇଁ ଚିଲିକାକୁ ଡଙ୍ଗା ନେବାକୁ ବାରଣ କରାଯାଇଥିଲା । କିନ୍ତୁ କିଛି ଅମାନିଆ ଚିଲିକାକୁ ଡଙ୍ଗା ନେଇ ଯାଇଥିବା ଅଭିଯୋଗ…

ଟାଉନରେ ଧରପଗଡ଼ ପରେ ଏବେ ଗାଁ ମୁହାଁ ଦେହବେପାରୀ, ଖୋର୍ଦ୍ଧା ଟାଙ୍ଗୀରେ ସେକ୍ସ ରାକେଟ ଉପରେ ରେଡ୍ କଲା ପୋଲିସ

ଟାଙ୍ଗୀ(କେନ୍ୟୁଜ୍):ସହରରେମାନଙ୍କରେ ସେକ୍ସ ରାକେଟ ଉପରେ ପୋଲିସ୍ ବ୍ୟାପକ ଧର ପଗଡ ଓ  ଚଡାଉ ପରେ ରାଣୀ ମହୁମାଛିମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ଗାଁ ଗହଳିର ବିବାହିତା ମହିଳା ଯୁବତୀ ମାନଙ୍କୁ ରାଣୀ ମହୁ ମାଛି ମାନେ ପ୍ରଲୋଭନ ଦେଖାଇ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି । ଏଭଳି ଘଟଣା ଆଜି…

ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: L&T କମ୍ପାନୀର ପାଇପ ଚୋରି କରୁଥିବା ଅଭିଯୋଗରେ ୮ ଜଣ ଡ଼କାୟତଙ୍କୁ କଲା ଗିରଫ

ଟାଙ୍ଗୀ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଖୋରଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ଟାଙ୍ଗୀ କଲେଜ୍ ପଡିଆରେ ଚଢାଉ କରି ଗୋଟିଏ ହାଇଡ୍ରା ସହ ୩ ଆଇଚର ଟ୍ରକ୍ , ଗୋଟିଏ ଭୁଜାଲି ୩ଟି ଲୁହା ରଡ୍ ସହ ୯ ଟି ଦାମୀ ମୋବାଇଲ ଜବତ କରିଛି ଟାଙ୍ଗୀ ପୋଲିସ୍ । ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ…

ଖୋର୍ଦ୍ଧାରେ ପୁଣି ଅସୁରକ୍ଷିତ ଦନ୍ତା, ମାଲ ବୋଝେଇ ଟ୍ରେନ ଧକ୍କାରେ ଗୋଟିଏ ହାତୀ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ରେଳମଣ୍ଡଳ ଅଧୀନ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟ ପାଖ କାନ୍ତଳବାଇ ରେଳ ଫାଟକ ନିକଟରେ ହାତୀକୁ ପିଟିଲା ମାଲ ବୋଝେଇ ଟ୍ରେନ।   ହାତୀ ପଲ ରେଳ ଧାରଣା ପାର ହେଉଥିବା ବେଳେ ଏକ ମାଲ ବୋଝେଇ ଟ୍ରେନ  ଧକ୍କାରେ ଗୋଟିଏ ହାତୀ ଗୁରୁତର ହୋଇଥିବା ସୂଚନା ମିଳିଛି ।…

ଖୋର୍ଦ୍ଧା ଟାଙ୍ଗୀ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଜୁଆଡି ଗିରଫ ସହ ୪ ବାଇକ ଓ ୮ ହଜାର ନଗଦ ଟଙ୍କା ଜବତ 

ଟାଙ୍ଗୀ(କେନ୍ୟୁଜ୍):  ଗତକାଲି ରାତିରେ ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ଗାଁ ନିକଟ ଏକ ସ୍କୁଲ ନିକଟରେ ଜୁଆଆଡ୍ଡା ଚାଲୁଥିବା ଖବର ପାଇଥିଲା ଟାଙ୍ଗୀ ପୋଲିସ । ପରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ଜୁଆ ଆଡ୍ଡା ଉପରେ…

ଖୋର୍ଦ୍ଧା ଟାଙ୍ଗୀରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଶିକ୍ଷକ ମୃତ ଅନ୍ୟ ଜଣ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ  ବଡପାରୀ ଛକରେ  ବାଇକ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ  ଜଣେ ଯୁବକ  ଗୁରୁତର ହୋଇଛନ୍ତି । ମୃତ ଶିକ୍ଷକ ଜଣକ ହେଉଛନ୍ତି ସନ୍ତୋଷ କୁମାର ରାଉତରାୟ (୩୮) ଘର ନୟାଗଡ ଜିଲ୍ଲା…

ଖୋର୍ଦ୍ଧା: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟିବା ପଡିଲା ମହଙ୍ଗା, ଦୁଇ ଡକାୟତଙ୍କୁ କାବୁ କରି ପୋଲିସରେ ଦେଲେ…

ଟାଙ୍ଗୀ(କେନ୍ୟୁଜ୍): ବନ୍ଧୁକ ମୁନରେ ଲୁଟ୍ ପଡିଲା ମହଙ୍ଗା । ଗିରଫ ହେଲେ ୨  କୁଖ୍ୟାତ ରୋଡ଼ ଡକାୟତ  । ସେମାନଙ୍କ ଠାରୁ ଗୋଟିଏ  ପିସ୍ତଲ ସହ  ୨ଟି ଜୀବନ୍ତ ଗୁଳି ଉଦ୍ଧାର କରାଯାଇଛି । ଏହା ସହିତ ଏକ ବାଇକକୁ ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ। ଗିରଫ ଦ୍ୱୟ ହେଲେ  ନୟାଗଡ ଜିଲା ଚାନ୍ଦପୁର ଥାନା…

ଖୋର୍ଦ୍ଧା: ରୋଗୀକୁ ଚିକିତ୍ସା ନେଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ, ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ…

ଟାଙ୍ଗୀ(କେନ୍ୟୁଜ୍):  ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁମୁଳକାଣ୍ଡ । ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ମାଡ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଭାବନୀୟ ଘଟଣା । ଡାକ୍ତରଙ୍କ ବେକ, ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି । ଗୋଷ୍ଠୀ…

ଖୋର୍ଦ୍ଧା: ଟାଙ୍ଗୀ ଚାନ୍ଦପୁର ଜାତୀୟ ରାଜପଥ ରୟାଲ ଢାବା ନିକଟରେ ଏସିଡ଼ ଟ୍ୟାଙ୍କର ଲିକ୍, ଅଞ୍ଚଳ ପୂରା ଧୂଆଁମୟ

ଟାଙ୍ଗୀ(କେନ୍ୟୁଜ୍): ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ହୋଟେଲ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚାଲିଛି  ଏସିଡ ଲିକକୁ ରୋକିବାକୁ ଉଦ୍ୟମ। ସୂଚନା…

ଖୋର୍ଦ୍ଧା: ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାଶ୍ କଲା ଟାଙ୍ଗୀ ପୋଲିସ୍, ୩ ଲୁଟେରା ଗିରଫ

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ  ମା ଉଗ୍ରତାରା ଛକରୁ  ଅଣ୍ଡା  ବୋଝେଇ   ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାଶ୍ କଲା  ଟାଙ୍ଗୀ ପୋଲିସ୍ । ଲୁଟ୍  ପିକଅପ ଭ୍ୟାନ ସହ ୩ ମୋବାଇଲ ,ନଗଦ ୧୨୦୦ ଟଙ୍କା , ଗୋଟିଏ  ବାଇକ୍  ଜବତ କରିବା ସହ ୩…

ଜବତ ହେଲା ଲୁଟ୍‌ ଟ୍ରକ୍‌, ୧୨ ଲକ୍ଷ ଟଙ୍କା ସହ ଦୁଇ ଜଣ ଗିରଫ

ଟାଙ୍ଗୀ (କେ ନ୍ୟୁଜ୍‌) : ଫାଲକନ ଫିଡ୍ସ ନାମକ ଚିଙ୍ଗୁଡ଼ି ଦାନା ପ୍ରସ୍ତୁତକାରୀ କମ୍ପାନୀର ଲୁଟ୍ ଟ୍ରକ ଘଟଣାର ପର୍ଦାଫାସ କଲା ଟାଙ୍ଗୀ ପୋଲିସ୍ । ନଗଦ ୧୨ ଲକ୍ଷ ଟଙ୍କା ଜବତ ସହ ୨ ଆସାମୀ ଗିରଫ ହୋଇଛନ୍ତି। ଗତ ୭ ଦିନ ତଳେ ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ…