Browsing Tag

theft

‘ଏଠାରୁ ହୋଇସାରିଛି ଚୋରି’: ଏହି ଅଞ୍ଚଳର ଲୋକେ ଚୋରଙ୍କ ପାଇଁ ଲେଖିଲେ ଏଭଳି ଅଜବ ମେସେଜ, ଜାଣନ୍ତୁ ପୂରା…

ଝାଡ଼ଖଣ୍ଡ ରାଞ୍ଚିର ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକେ ନିଜ ଘରୁ ବାରମ୍ବାର ଚୋରି ପରେ ଭୟଭୀତ ହୋଇପଡ଼ିଛନ୍ତି। କିଛି ନିବାସୀ ନିଜ ଘର କାନ୍ଥରେ ନୋଟିସ ବି ଲଗାଇ ଦେଇଛନ୍ତି କି, 'ଏହି ଘରେ ପୂର୍ବରୁ ହିଁ ଚୋରି ହୋଇସାରିଛି। ଅଯଥାରେ ପରିଶ୍ରମ ଏବଂ ସମୟ ବର୍ବାଦ କରନାହିଁ'। ରାଞ୍ଚିର ପୁଡାଙ୍ଗ…

ନାଇଟ କର୍ଫ୍ୟୁରେ ଚୋରି କରୁଥିବା ବେଳେ ଦୋକାନ ମାଲିକଙ୍କ ହାତରେ ଧରାପଡ଼ିଲେ ୩ ଚୋର, ଖାଇଲେ ନିର୍ଧୁମ ମାଡ଼

କେନ୍ୟୁଜ୍(ବ୍ୟୁରୋ):  ଚୋରକୁ ନିର୍ଧୁମ ମାଡ଼। ନାଇଟ କର୍ଫ୍ୟୁରେ ଚୋରି କରୁଥିବା ବେଳେ ଦୋକାନ ମାଲିକଙ୍କ ହାତରେ ଧରାପଡ଼ିଲେ ୩ ଚୋର। ଦୋକାନ ମାଲିକଙ୍କ ନିସ୍ତୁକ ମାଡ଼ରେ ଛାଟିପିଟି ହୋଇ ପଳାଇଛନ୍ତି ଚୋର । ଏହାର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗତ ରାତିରେ ତିନି ଜଣ…

ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଯୁବକଙ୍କୁ ଦଣ୍ଡ, ଦୀର୍ଘ ସମୟ ଧରି ଗଛରେ ବାନ୍ଧି ରଖିଲେ ଗ୍ରାମବାସୀ

ବାରିପଦା: ଚୋରି ଅଭିଯୋଗରେ ୩ଯୁବକଙ୍କୁ ଦଣ୍ଡ । ମୟୂରଭଞ୍ଜ ମୋରଡା ଥାନା ଚିକିଟାମାଟିଆ ଅଞ୍ଚଳର ଘଟଣା । ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଯାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ସୁପର ଚୋର: ୯୦ ଲକ୍ଷରେ ପ୍ଲଟ୍‌ କିଣି ଚୋରି ପାଇଁ ତିଆରି କଲେ ସୁଡ଼ଙ୍ଗ, ଡାକ୍ତରଙ୍କ ଘରୁ ଉଡ଼ାଇ ନେଲେ କୋଟିଏ ଟଙ୍କାର…

ରାଜସ୍ଥାନର ଜୟପୁରରୁ ଚୋରିର ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଶାଳୀ ନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଖବରରୁ ଜଣାପଡ଼ିଛି, ଏଠାରେ ଜଣେ ଜଣାଶୁଣା ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତର ସୁନୀତ୍‌ ସୋନି ନିଜ ଘରର ବେସ୍‌ମେଣ୍ଟରେ ଚାନ୍ଦି…

ବାଲିଗୁଡା ସହରର ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ୍

କନ୍ଧମାଳ: କନ୍ଧମାଳ ବାଲିଗୁଡା ସହରର ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି । ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ନେଇଥିବା ବେଳେ ମା’ ଦକ୍ଷିଣକାଳୀ ମନ୍ଦିରରେ ମା’ ପିନ୍ଧିଥିବା ଦୁଇଟି ହାରକୁ ଲୁଟ୍‌ କରି ନେଇଛନ୍ତି ଦୁର୍ବୃତ୍ତ । ଚୋରି ହୋଇଥିବା ନେଇ ବାଲିଗୁଡା ଥାନାରେ ମନ୍ଦିର…

ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଅଭିନବ ଉପାୟରେ ଧରିଲା ପୋଲିସ୍

ପଟ୍ଟାମୁଣ୍ଡାଇ: ଅଭିନବ ଉପାୟରେ ଚୋର ଧରିଲା ପୋଲିସ୍ ।ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ବଜାରରେ ସୁନା ଦୋକାନରୁ ଅଳଙ୍କାର ଚୋରି କରିଥିବା ଚୋରକୁ ଧରିଛି ପୋଲିସ୍। ସଂପୃକ୍ତ ଯୁବକକୁ ଥାନାରେ ଚାକିରି କରାଇଦେବାକୁ କହି ଯୁବକର ଶାରୀରିକ ପରୀକ୍ଷା କରାଇଥିଲା । ଏହାର ଭିଡିଓ କରି ଚୋରି ବେଳର…

ଶୁକୃଳି ବ୍ଲକ ଅଞ୍ଚଳର ଅନେକ ଗାଁରୁ ଚୋରି, ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସୋଲାର ଲାଇଟର ବାଟେରୀ କାଢି ନେଇଗଲେ ଦୁର୍ବୃତ୍ତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ବଢୁଛି ଅପରାଧ। କିଛି ଦିନ ପୂର୍ବରୁ ବନ୍ଧୁକ ମୁନରେ ଖିଚିଂ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଲୁଟ ପରେ ଗତରାତି ଶୁକୃଳି ବ୍ଲକ ଅଞ୍ଚଳର ଅନେକ ଗାଁରେ ବ୍ୟାପକ ଭାବେ ବାଟେରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଶୁକୃଳି ବ୍ଲକ କଖାରୁପନ୍ନା,…

ଐତିହାସିକ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ପୁରୁଣା ମୂର୍ତ୍ତି ଚୋରି, ପୂର୍ବରୁ ମଧ୍ୟ ଦୁଇ ଥର…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏସି.ସି ସହର ମଧ୍ୟ ଭାଗରେ ଥିବା ବାଣପୁର ତଥା ଓଡ଼ିଶାର ପୁରାତନ ତଥା ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଚୋରି ହୋଇଛି l ମନ୍ଦିରରୁ ଶହ ଶହ ବର୍ଷ ପୁରୁଣା ୨୨ ଗୋଟି ମୂର୍ତ୍ତି ଚୋରି ହିଇଯାଇଛି l ସୂଚନା ମୁତାବକ…

ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ

ଭୁବନେଶ୍ୱର: ବିଧାୟକଙ୍କ ଘରୁ ଚୋରି। ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରୁ ଚୋରି ହୋଇଥିବା ନେଇ ଖବର ମିଳିଛି। ଭୁବନେଶ୍ୱର ୟୁନିଟ ୪ ଅଂଚଳରେ ଥିବା ତାଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସିସିଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଛି। ଏନେଇ ଖବର ପାଇବା ପରେ…

ଠକ-ଠକ ଗ୍ୟାଙ୍ଗ୍: ଚଳନ୍ତା ଗାଡ଼ି ଉପରେ ପ୍ରଥମେ ଫିଙ୍ଗୁଥିଲେ ରଙ୍ଗ, ଆଉ ତା’ପରେ ଏମିତି କରୁଥିଲେ ଲୁଟ୍‌ପାଟ୍‌

ଚୋରି କରିବାକୁ ଚୋରମାନେ ଏବେ ବିଭିନ୍ନ ନିଆରା ଟେକ୍‌ନିକ୍‌ ଆପଣାଉଛନ୍ତି। କିନ୍ତୁ ଏବେ ଏକ ଏଭଳି ଚୋର ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି ଯେଉଁମାନେ ଚୋରି କରିବାକୁ ସମସ୍ତଙ୍କଠାରୁ ଅଲଗା ଏକ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗାଡ଼ି ଉପରକୁ ନାଲି ରଙ୍ଗ ଫିଙ୍ଗି ଚୋରମାନେ ଚୋରି କରୁଥିବା ଜଣାଯାଇଛି।…

ଅନୁଗୁଳ ବସଲା ସାହିରେ କଙ୍ଗାରୁ କୋର୍ଟ, ପାଇପ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗାଁରେ ଅଭାବନୀୟ ଘଟଣା। ପାଇପ୍‌ ଚୋରି କରିବା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବସଲା ସାହିର କିଛି ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରକରେ ହେଲପର…

ଚୋରି କରିବାର ନୂଆ ଟେକ୍‌ନିକ୍‌, ଆଙ୍ଗୁଳି ଟିପ ନେଇ ଟଙ୍କା ଚୋରି କରିବାକୁ ଉଦ୍ୟମ

ଝାରସୁଗୁଡା : ଚୋରି କରିବାର ନୂଆ ଟେକ୍‌ନିକ୍‌ । ଆଙ୍ଗୁଳି ଟିପ ନେଇ ଟଙ୍କା ଚୋରି କରିବାକୁ ଉଦ୍ୟମ । ଝାରସୁଗୁଡା ଜିଲ୍ଲା ଦେବାଡିହି ଗାଁରୁ ଏପରି ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍‌ ବିଭାଗରୁ ଆସିଛି କହି ଦୁଇ ଜଣ ଯୁବକ ଗାଁର ଉମେଶ କୁମାର ପାଣ୍ଡେଙ୍କ ଘରକୁ ଆସିଥିଲେ । ବୃଦ୍ଧ ଦମ୍ପତି…