Browsing Tag

truck accident

ଭାରସାମ୍ଯ ହରାଇ ଓଲଟିଲା ପଥର ବୋଝେଇ ଟ୍ରକ, ଘଟଣାସ୍ଥଳରେ ଶ୍ରମିକ ମୃତ

ଯାଜପୁର(କେନ୍ଯୁଜ୍): ରାତି ଅଧିଆ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ମହଙ୍ଗା ପଡିଛି। ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନ ବନ୍ଦାଲ -ଏଣ୍ଡରପଦା ରାସ୍ତା ଅଭୟପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର…

ବାଙ୍ଗରିପୋଷୀ ଦ୍ୱାରଶୁଣି ଘାଟିରେ ୮୦ ଫୁଟ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ମୃତ, ହେଲ୍‌ପର ଗୁରୁତର

ମୟୁରଭଞ୍ଜ : ପୁଣି ଘାଟିରେ ଦୁର୍ଘଟଣା । ବାଙ୍ଗରିପୋଷୀ ଦ୍ୱାରଶୁଣି ଘାଟିରେ ୮୦ ଫୁଟ ତଳକୁ ଖସିଲା ଟ୍ରକ୍ । ଫଳରେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲ୍‌ପର ଗୁରୁତର ହୋଇଛନ୍ତି । ନାସିକ୍‌ରୁ ପିଆଜି ନେଇ ଟ୍ରକ୍‌ଟି କୋଲକାତା ଯାଉଥିଲା । ତେବେ ଘାଟିରେ ଭାରସାମ୍ୟ ହରାଇ ଟ୍ରକ୍‌ଟି…

ବାଙ୍କୀ ଥାନା ଅନ୍ତର୍ଗତ କରବରଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ୍, ଜଣେ ମୃତ

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ କରବରଠାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ଭୋର ୪ଟା ପାଖାପାଖି ସମୟରେ ଏକ ଟ୍ରକ ରେଲୱେରେ ବ୍ଯବହାର ହେଉଥିବା ସ୍ଲାବ୍ ନେଇ ଯାଉଥିବାବେଳେ ହଠାତ୍ ଓଲଟି…

କେନ୍ଦ୍ରାପଡା ଗୋପାଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ଫଳରେ ଗଲା ୨ ଜୀବନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଗୋପାଳପୁରଠାରେ ମର୍ମତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ । ମୃତକ ହେଲେ ରାଜନଗର ଓସ୍ତିଆ ଗାଁର ନିଗମାନନ୍ଦ ସାହୁ ଓ ତାଙ୍କ ଝିଆରୀ ପୂର୍ଣ୍ଣିମା । ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଏକ…

ଯାଜପୁର: କଦଳୀ ବୋଝେଇ ଗାଡି ସହ ଟ୍ରକର ଧକ୍କା, ୨ମୃତ, ଜଣେ ଗୁରୁତର

ଯାଜପୁର(କେନ୍ୟୁଜ) : ୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା। ଫଳରେ ୨ଜଣଙ୍କର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର…

ପଥର ବୋଝେଇ ଟ୍ରକ କଣ୍ଟେନରକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ମୃତ ଦୁଇ ଆହତ

ସୋର (କେନ୍ୟୁଜ୍) : ଟ୍ରକ ସହିତ କଣ୍ଟେନର ଧକ୍କାରେ ଜଣେ ମୃତ ଦୁଇ ଆହତ । ସୋର ଥାନା ବାରିକପୁର ୧୬ନଂ ଜାତୀୟ ରାଜପଥରେ ଏକ ପଥର ବୋଝେଇ ଟ୍ରକ କଣ୍ଟେନରକୁ ପଛରୁ ଧକ୍କା ଦେବାରୁ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୌଦ୍ଧ ଗୁଦୁଗୁଦାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ମୃତ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ଗୁଦୁଗୁଦାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା । କୋଇଲା ବୋଝେଇ ଟ୍ରକ୍ ଓ ପରିବା ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲପର ଆହତ ହୋଇଛନ୍ତି । ମୃତକ ହେଲେ ବୌଦ୍ଧ ଚାରିଛକର ଉତ୍ତମ ସାହୁ ଓ…

ସମ୍ବଲପୁର ଜୁଜୁମରା ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ପରେ ଜଳିଗଲା ଦୁଇଟି ଟ୍ରକ , ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜୁଜୁମରା ଥାନା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଦୁଇ ଟ୍ରକ ବାଡ଼େଇ ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଟ୍ରକ ଭିତରେ ଆଉ କିଛି ଲୋକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।…

ବାଙ୍ଗିରିପୋଷି ଦୁଆରଶୁଣି ଘାଟିରୁ ତଳକୁ ଖସିଲା ଟ୍ରକ୍, ୨ ମୃତ

ମୟୁରଭଞ୍ଜ: ଘାଟିରୁ ଖସିଲା ଟ୍ରକ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଟ୍ରକ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସିପଡିଥିଲା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନହାିଁ। ଗତକାଲି ରାତିରେ ଏକ ସ୍କାର୍ପ ବୋଝେଇ ଟ୍ରକ ଚଣ୍ଡିଗଡରୁ କୋଲକତା ଯାଉଥିବାବେଳେ…

ଏମିତି ମାନବିକତା, ଟ୍ରକ ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କର ଭିଡିଓ ସୁଟିଂ କଲେ ପଛେ ବଞ୍ଚାଇଲେ ନାହିଁ

ମାସନବିକତା ମଣିଷର ଏକ ଅହମ ଗୁଣ। ମଣିଷ କେବଳ ନିଜ ବିଷୟରେ ନୁହେଁ ବରଂ ସମୟ ବାହାର କରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ବିଷୟରେ ମଧ୍ୟ ଚିନ୍ତା କରିଥାଏ। କିନ୍ତୁ ଏଭଳି କିଛି ପରିସ୍ଥିତି ରହିଛି ଯେଉଁ ସମୟରେ ମଣିଷ ସ୍ୱାର୍ଥପର ହୋଇଯାଇଥାଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାସ୍ତାରେ ଜଣେ…

କାନପୁର: ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଟ୍ରକ୍, ଦେଖନ୍ତୁ ଭିଡିଓ

କାନପୁର: କଥାରେ ଅଛି ମାଗଣା ପାଇଲେ ମଣିଷ ପିଚୁ ବି ଗିଳିଦବ । କାନପୁରର ଅର୍ମାପୁର ଥାନା ନିକଟ ଗନ ଫ୍ୟାକ୍ଟ୍ରୀ ରୋଡରେ ଆଜି ସକାଳୁ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ରାସ୍ତା ଦେଇ ଯାଉଥିବା ଏକ ମାଛ ବୋଝେଇ ଟ୍ରକ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଟ୍ରକ୍ ରେ…

ଯାଜପୁର,: ହାଟ ସାରି ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଜୀବନ, ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ

ଯାଜପୁର(କେନ୍ୟୁଜ୍): ୫୩ନଂ ଜାତୀୟ ରାଜପଥ ଜେନାପୁର ଥାନା ଅନ୍ତର୍ଗତ ରାଣୀବନ୍ଧି ପୋଲ ଉପରେ ଟ୍ରକ ଧକାରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗ୍ରାମର ଭାସ୍କର ବେହେରା। ସେ ଆଜି  ଚଢ଼େଇଧରା ହାଟରୁ ହାଟ ସାରି ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକା ଦେଇ…