Browsing Tag

twin city

ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା, ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ ବନ୍ଦ । ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା ଲାଗିଛି  । NH ଉପରେ ଦିନକୁ ୩ଥର…

ଟ୍ବିନସିଟିରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର : ସାରା ରାଜ୍ୟରେ ଘନ କୁହୁଡି । ସକାଳୁ ସକାଳୁ ଟ୍ବିନସିଟିରେ ଘନ କୁହୁଡି ଦେଖାଦେଇଛି । କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୧୦୦ ମିଟର ପର୍ଯ୍ୟନ୍ତ ଜିରୋ ଭିଜିବିଲିଟି ରହିଛି। ଲୋକମାନେ ଲାଇଟ ଜଳାଇ ଯିବାଆସିବା କରୁଛନ୍ତି । ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ…

ସାବଧାନ୍ ଗାଡ଼ି ଚାଳକ, ଫେବୃୟାରୀ ୧୦ରୁ ଟ୍ବିନ୍‌ ସିଟିରେ ହେବ କଡ଼ାକଡ଼ି ଗାଡ଼ି ଚେକିଂ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍‌ ସିଟିରେ ଜୋରଦାର ହେବ ଗାଡ଼ି ଚେକିଂ ।  ଚେକିଂ ପୂର୍ବରୁ ସଚେତନ କରିଛି କମିଶନରେଟ୍‌ ପୋଲିସ । …

ଟ୍ବିନ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଥିଲା। ଫଳରେ ଗାଡ଼ି ଚଳାଚଳ…

ଆସୁଛି ଦୁର୍ଗାପୂଜା : ଦୈତନଗରୀର ସମସ୍ତ ରାସ୍ତାକାମ ଶେଷ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

କଟକ / ଭୁବନେଶ୍ୱର : ଅକ୍ଟୋବର ୫ ତାରିଖ ପୂର୍ବରୁ କଟକ-ଭୁବନେଶ୍ୱର ସହରରେ ସରିବ ରାସ୍ତା ନିର୍ମାଣ ଓ ମରାମତି କାମ । ଦୁର୍ଗାପୂଜା ଆଉ ଅଳ୍ପଦିନ ଥିବାରୁ ଖୁବ ଶୀଘ୍ର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ପ୍ରତ୍ୟେକ…

ଆସିଲାଣି ପାର୍ବଣ ଋତୁ, ଜମିବ ପୂଜା ମାହୋଲ: ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଉପରେ ଫୋକସ

କଟକ /ଭୁବନେଶ୍ୱର:  ଆସିଲାଣି ପାର୍ବଣ ଋତୁ । ଚାରିଆଡେ ଜମିବ ପୂଜାର ମାହୋଲ । ଗଣେଶ ପୂଜା ପରେ ଦୁର୍ଗାପୂଜା ।  ଏ ନେଇ ଚଳଚଞ୍ଚଳ ହେଲାଣି ଗାଁ ଠୁ ସହର । ଜୋରଦାର ହେଲାଣି ପ୍ରସ୍ତୁତି । ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି…

ସିଝୁଛି ଓଡିଶା: ଟ୍ବିନସିଟିକୁ ରେଡ୍ ଆଲର୍ଟ, ଦିନ ୧୧ରୁ ୩ଟା ଯାଏ ବାହାର ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଟ୍ବିନସିଟିକୁ ରେଡ୍ ଆଲର୍ଟ ।  ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।  ଦିନ ୧୧ରୁ ୩ଟା ମଧ୍ୟରେ ବାହାର ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅଂଶୁଘାତ ସତର୍କତା ପାଳନ କରିବାକୁ ଲୋକଙ୍କୁ…

ଆଜି ମେଲାଣି ନେବେ ମା, ଭସାଣି ପାଇଁ ଟ୍ବିନ୍‌ ସିଟି ସମେତ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ):  ଶେଷ ହୋଇଛି ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା । ଏବେ ମେଲାଣିର ବେଳା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ। ଭସାଣ ପାଇଁ କଟକ ଓ ଭୁବନେଶ୍ବରରେ ଟ୍ରାଫିକ କଟକଣା ଓ ପବ୍ଲିକ ଅର୍ଡର ଜାରି କରାଯାଇଛି। ଭସାଣ ସମୟରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି। କଟରେ ଆଜି ସକାଳ…

ଏଣିକି ସନ୍ଧ୍ୟା ସମୟରେ ଟ୍ୱିନ୍ ସିଟିକୁ ଟ୍ରକ ମନା : କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି

କଟକ/ ଭୁବନେଶ୍ବର (କେନ୍ୟୁଜ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ଭୁବନେଶ୍ବର ଓ କଟକ…

ପାଣି କମୁଛି, ଚିନ୍ତା ବଢୁଛି: ତଳିଆ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣିରେ ଭାସୁଛି ଆସବାବପତ୍ର

ଭୁବନେଶ୍ୱର (କେନ୍ୟୁଜ): ପାଣି କମୁଛି, ଚିନ୍ତା ବଢୁଛି। ଲଗାଣ ବର୍ଷାରେ ଉଭୟ କଟକ ଓ ଭୁବନେଶ୍ୱର ହାଲ୍‌ ବେହାଲ୍‌। ରାଜଧାନୀରେ ଏମିତି ଅବସ୍ଥା ହେଲା ଯେ ଶେଷରେ ବୋଟ୍‌୍‌ରେ ଉଦ୍ଧାର ହେଲେ ଲୋକେ । ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ବେଶ୍‌ କେଇ ଘଣ୍ଟା ଅସ୍ତବ୍ୟସ୍ତ…

ଡିପ୍‌ ଡିପ୍ରେସନ ପ୍ରଭାବ: ଭୁବନେଶ୍ୱର ଓ କଟକର ବସ୍ତିରେ ଘରେ ଘରେ ପାଣି ପଶିବାରୁ ଲୋକ ହନ୍ତସନ୍ତ

କେନ୍ୟୁଜ୍(ବ୍ୟୁରୋ): ଟ୍ଵିନସିଟିରେ ବର୍ଷା। ଡିପ୍‌ ଡିପ୍ରେସନ ପ୍ରଭାବ ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ୱର ଓ ସିଲଭର ସିଟି କଟକ। ପ୍ରବଳ ବର୍ଷା ପାଇଁ ଟ୍ଵିନ ସିଟି ପାଇଁ ଜାରି ହୋଇଥିଲା ଅରେଞ୍ଜ ୱାର୍ଣ୍ଣିଂ। ଗତକାଲି ରାତିରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ସକାଳୁ ବି ଲାଗି ରହିଥିଲା…

ବାଉନ୍‌ସର ମୁକ୍ତ ହେବ ଟ୍ବିନ ସିଟିର ବାର୍, ଗାଇଡ଼ଲାଇନ ଜାରି କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବାର୍‌ରେ ବାଉନ୍‌ସରଙ୍କ ଉପରେ କଟକଣା। ଏଣିକି ବାର୍‌ରେ ଆଉ ରହିବେନି ବାଉନ୍‌ସର । ଏନେଇ କମିସନରେଟ ପୋଲିସ ଗାଇଡଲାଇନ ଜାରି କରିଛି। ଆବଶ୍ୟକ ପଡ଼ିଲେ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ସୁରକ୍ଷାକର୍ମୀ ଆଣି ନିୟୋଜିତ କରିପାରିବେ ବାର୍‌ ମାଲିକ । ସୁରକ୍ଷା ଉଦ୍ଦେଶ୍ୟରେ…