Browsing Tag

vaccine

ବ୍ରିଟେନରେ ୨୫୦୦ କୋଟି ନିବେଶ କରିବ ସିରମ ଇନଷ୍ଟିଚ୍ୟୁଟ, ପ୍ରସ୍ତୁତ କରିବ ଭ୍ୟାକ୍ସିନ

ଭାରତ ଓ ବ୍ରିଟେନ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ୧ ବିଲିୟନ ପାଉଣ୍ଡ ନିବେଶ କରାଯିବା ସମ୍ବନ୍ଧରେ ଘୋଷଣା କରିଛନ୍ତି, ଯେଉଁଥିରେ ବ୍ରିଟେନରେ ୬୫୦୦ ଲୋକଙ୍କ ପାଇଁ ଚାକିରିର ଅବସର ସୃଷ୍ଟି ହେବ।…

ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ, ଦ୍ୱିତୀୟ ଡୋଜ୍‌ ନେବାକୁ ଅନାଇ ବସିଛନ୍ତି ୯ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ। ଟିକା ଅଭାବକୁ ନେଇ ଉପକୂଳରୁ ଉପାନ୍ତ ଯାଏଁ ବଢିବାରେ ଲାଗିଛି ଅସନ୍ତୋଷ। ଦ୍ୱିତୀୟ ଡୋଜ୍‌କୁ ନେଇ ୯ଲକ୍ଷ ଲୋକ ଅନାଇ ବସିଛନ୍ତି। ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ଠିକ୍‌ ସମୟରେ ପହଞ୍ଚୁ ନଥିବାରୁ ରାଜ୍ୟରେ ଟିକାକରଣ…

ଗୋଟିଏ ଡୋଜ୍‌ କୋଭାକ୍ସିନ୍‌ ଓ ଗୋଟିଏ ଡୋଜ୍‌ କୋଭାସିଲ୍ଡ୍‌ ନେଇ ହେବ କି ? ଜାଣନ୍ତୁ କ’ଣ କହୁଛନ୍ତି ଗବେଷକ

ନୂଆଦିଲ୍ଲୀ :  କରୋନାକୁ ନେଇ ପ୍ରତିଦିନ ନୂଆ ତଥ୍ୟମାନ ପ୍ରକାଶ ପାଇବାରେ ଲାଗିଛି । ସମସ୍ତଙ୍କ ମନରେ କରୋନା ଟିକାକୁ ନେଇ ଭରି ରହିଛି ଅନେକ ପ୍ରଶ୍ନ । ଏହି ଭିତରେ ଜାରି ରହିଛି କରୋନା ପାଇଁ ଟିକାକରଣ ପ୍ରକ୍ରିୟା । କେଉଁଠି ପ୍ରଥମ ଡୋଜ କୋଭାସିଲ୍ଡ ଟିକା ଦିଆଯାଉଥିବାବେଳେ କେଉଁଠି ପ୍ରଥମ ଡୋଜ…

ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ବଦଳିଲା ଟିକାକରଣ ସମୟ, ଜାଣନ୍ତୁ ଠିକ୍ ସମୟ

ଭୁବନେଶ୍ବର: ବଦଳିଲା ଟିକାକରଣ ସମୟ । ଏବେଠୁ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା । ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ଟିକାକରଣ ସମୟ ପରିବର୍ତ୍ତନ ହୋଇଛି । ସରକାରୀ ଛୁଟି ଦିନଗୁଡିକରେ ମଧ୍ୟ ଟିକା ଦିଆଯିବ । ସଟଡାଉନ ସମୟରେ ଟିକାକରଣ କେନ୍ଦ୍ର ଗୁଡିକ ସାନିଟାଇଜ…

ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ରାଜ୍ୟରେ ବନ୍ଦ ହେବ ଟିକାକରଣ: ନବ ଦାସ

ଭୁବନେଶ୍ବର: ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ରାଜ୍ୟରେ ବନ୍ଦ ହେବ ଟିକାକରଣ । ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିବେ ବୋଲି ଆଶା କରାଯାଉଛି ।…

ଦିଲ୍ଲୀ ଏମ୍‌ସରେ ଆଜି କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ଏମ୍‌ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି । ଦ୍ୱୀତିୟ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆଜି ଭାରତ ବାୟୋଟେକ୍‌ର ଟିକା କୋଭାକିସ୍‌ନର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।…

ଦୁଇ ଦିନ ଭିତରେ ଟୀକା ନ ଆସିଲେ ରାଜ୍ୟରେ ବାଧାପ୍ରାପ୍ତ ହେବ ଟୀକାକରଣ ପ୍ରକ୍ରିୟା

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଟିକା ସଙ୍କଟ । ଦିନେ ଦୁଇ ଦିନ ଭିତରେ ସରିଯିବ ଟିକା। ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ ଟିକାକରଣ। ଟିକା ଅଭାବ ଯୋଗୁଁ ଜିଲ୍ଲାର ୪୦୦ଟି କେନ୍ଦ୍ର ବନ୍ଦ ହୋଇଗଲାଣି। ବର୍ତ୍ତମାନ ୧୧୦୩ଟି ଟୀକା କେନ୍ଦ୍ରରେ ଟିକା ଦିଆଯାଉଛି। । ଟୀକା ଅଭାବ ଯୋଗୁଁ ଆମେ…

କେନ୍ଦ୍ର ସରକାରଙ୍କୁ ରାଜ୍ୟର ଚିଠି, ତୁରନ୍ତ ୧୫ ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇ ଦିଅ

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଟିକା ସଙ୍କଟ । ତୁରନ୍ତ ୧୫ ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇ ଦିଅ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମହାପାତ୍ର । ଗତକାଲି ସୁଦ୍ଧା ରାଜ୍ୟରେ ୬ ଲକ୍ଷ ୨ ହଜାର ୪୩୦ କୋଭିସିଲ୍‌ଡ ଓ ୧ ଲକ୍ଷ ୪୮…

ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ ଟିକାକରଣ। ଏହା ପୂର୍ବରୁ ସର୍ବାଧିକ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ରାଜ୍ୟରେ ୨୦ଲକ୍ଷ ଟପିଲା ଟିକାକରଣ, ଏପ୍ରିଲ ୨ରେ ଆସିବ ଆଉ ୯ଲକ୍ଷ ୮୮ହଜାର ଡୋଜ୍‌

ଭୁବନେଶ୍ବର: ରାଜ୍ୟରେ ୨୦ଲକ୍ଷ ଟପିଛି ଟିକାକରଣ । ୫୬ ଦିନରେ ୨୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ପ୍ରଥମ ୧୦ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୪୫ଦିନ ଲାଗିଥିବାବେଳେ ଦ୍ୱିତୀୟ ୧୦ଲକ୍ଷ ଲୋକଙ୍କୁ ମାତ୍ର ୧୧ ଦିନରେ ଟିକା ଦିଆଯାଇଛି। ଗତକାଲି ୫୬ ହଜାର ୬୦୧ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି।…

ଆଗାମୀ ଦିନରେ ବ୍ୟାପକ ହେବ ଟିକାକରଣ: ରାଜ୍ୟରେ ପହଁଚିଲା ଆଉ ୯ ଲକ୍ଷ କୋଭିସିଲଡ୍‌ ଟିକା

ଭୁବନେଶ୍ୱର: ଆଗାମୀ ଦିନରେ ଟିକାକରଣ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ପୁଣି ଆସିଲା ୯ ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା । ଏହି ଟିକାକୁ ନେଇ ଖୁବଶୀଘ୍ର ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଓଡ଼ିଶାକୁ ୭ଟି ପର୍ଯ୍ୟାୟରେ ୨୫ ଲକ୍ଷ ଟିକା ଆସିଛି ।…

ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୧ ହଜାର ୫୮୯ ଜଣ…

ଭୁବନେଶ୍ବର: ଦେଶବ୍ୟାପୀ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୧ ହଜାର ୫୮୯ ଜଣ ଟିକା ନେଇଛନ୍ତି । ସେଥିରୁ ୪୫ରୁ ୫୯ ବର୍ଷ ବୟସର ୩୦୦ ବ୍ୟକ୍ତିଙ୍କୁ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୧୧ ହଜାର ୨୮୯ ଜଣଙ୍କୁ ଟିକା ଦିଆଯାଇଛି ।…